
Browsing Category
ରାଜ୍ୟ
ଟ୍ରେନ ଧକ୍କାରେ ପ୍ରାଣ ହରାଇଲେ ଦମ୍ପତି: ଟ୍ରାକ ପାଖରେ ପଡ଼ିଛି ମୃତଦେହ
ଲକ୍ଷ୍ମୀପୁର: ଟ୍ରେନ ଦୁର୍ଘଟଣା ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଲକ୍ଷ୍ମୀପୁର ଅଞ୍ଚଳରେ ଘଟିଯାଇଛି ଏକ ଟ୍ରେନ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦମ୍ପତିଙ୍କ ମୃତୁ୍ୟ ହୋଇଛି । ଲକ୍ଷ୍ମୀପୁର ନିକଟ…
କଟକରେ ପୁଣି ଲଜ୍ଜା, 6 ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ଯୁବକ ଫେରାର
ଭୁବନେଶ୍ବର: କଟକରୁ ପୁଣି ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି । ବାରଙ୍ଗ ତ୍ରିଶୂଳିଆ ଅଞ୍ଚଳରେ 6 ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ପୀଡିତାକୁ ଉଦ୍ଧାର କରି କଟକ ଶିଶୁଭବନରେ ଭର୍ତ୍ତି…
ରାଜ୍ୟ ସୂଚନା କମିଶନରେ ନିଯୁକ୍ତି ପାଇଁ ବିଜ୍ଞପ୍ତି, ଏହି ଦିନ ରହିଛି ଶେଷ ତାରିଖ
ଭୁବନେଶ୍ବର: ରାଜ୍ୟ ସୂଚନା କମିଶନରେ ବାହାରିଲା ଚାକିରି ସୁଯୋଗ । 4 ସୂଚନା କମିଶନର ପଦବୀ ପାଇଁ ଚାକିରି ସୁଯୋଗ ବାହାରିଛି । ଦୀର୍ଘଦିନ ଧରି ବନ୍ଦ ରହିଥିବା ବେଳେ ମୋହନ ସରକାର ବର୍ତ୍ତମାନ ଏହାକୁ କ୍ରିୟାଶୀଳ କରିବା…
ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ: ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଆଉ ଜଣେ ବଡ଼ ଅଫିସର । ବଡ଼ବାବୁଙ୍କ ସମ୍ପତ୍ତି ଉପରେ ପଡ଼ିଛି ଭିଜିଲାନ୍ସ ବିଭାଗର ତୀକ୍ଷ୍ଣ ନଜର । ସୁବର୍ଣ୍ଣପୁର ଜିଲ୍ଲାର ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଆରମ୍ଭ ହୋଇଛି…
ଆବାସ ବାଣ୍ଟିଲେ ନଗର ଉନ୍ନୟନ ମନ୍ତ୍ରୀ, ବସ୍ତି ବାସିନ୍ଦାଙ୍କୁ ଥଇଥାନ
ଭୁବନେଶ୍ବର: ହାଉସିଂ ପ୍ରକଳ୍ପରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରାଯାଇଛି । 116 ହିତାଧିକାରୀଙ୍କୁ ଘର ବାଣ୍ଟିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର । ବସ୍ତିବାସିନ୍ଦାଙ୍କ ଜୀବନରେ…
ଆଜିଠୁ ଆରମ୍ଭ ହେବ ଧାନକିଣା, 3100 ଟଙ୍କାରେ କିଣିବେ ସରକାର
ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା । ପ୍ରଥମ ପର୍ଯ୍ୟାୟରେ ବରଗଡରୁ ଏହି ଧାନ କିଣା ଆରମ୍ଭ ହେବ । ଏହାପରେ ଆସନ୍ତା 22 ତାକିଖରେ ସମ୍ବଲପୁରରେ ଧାନ ସଂଗ୍ରହ ହେବ । ବରଗଡ ସମ୍ବଲପୁର ପରେ ଅନ୍ୟ ସବୁ…
ମର୍ମନ୍ତୁଦ ବାଇକ୍ ଦୁର୍ଘଟଣା, ୨ ମୃତ, ୨ ଗୁରୁତର
ବାଲେଶ୍ୱର: ସକାଳୁ ସକାଳୁ ବାଇକ୍ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ବାଲେଶ୍ୱର ଗୁଜୁରି ବଜାର ନିକଟରେ ଏହି ବାଇକ୍ ଦୁର୍ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଅଛନ୍ତି ।…
କ୍ରୀଡ଼ା ଜଗତରୁ ଦୁଃଖ: ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଦେବେନ୍ଦ୍ର ସିଂଙ୍କର ପରଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରୀଡ଼ା ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଦେବେନ୍ଦ୍ର ସିଂ ଆଉ ନାହାନ୍ତି । ୮୨ ବର୍ଷ ବୟସରେ ଏହି ଫୁଟବଲ କିମ୍ବଦନ୍ତୀ ଶେଷ ନିଃଶ୍ୱାସ ତ୍ୟାଗ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: କଟକ ବାଲିଯାତ୍ରାର ଅବଧି ଗୋଟିଏ ଦିନ ବଢ଼ିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଥର ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ପାଇଛି । ଚଳିତ ବର୍ଷ ବାଲିଯାତ୍ରା ୮ ଦିନ ହେବା ନେଇ ପୂର୍ବରୁ ପ୍ରଶାସନିକ ମହଲରେ ନିଷ୍ପତ୍ତି ହୋଇଥିଲା । ଏନେଇ ମଧ୍ୟ ସମସ୍ତ…
ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଧାନକିଣା ପ୍ରକ୍ରିୟା, ପର୍ଯ୍ୟବେକ୍ଷକଙ୍କୁ କରାଗଲା ନିଯୁକ୍ତ
ଭୁବନେଶ୍ୱର : ରାଜ୍ୟରେ ଆସନ୍ତାକାଲିଠାରୁ ଖରିଫ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ । ଏ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଆସନ୍ତାକାଲିଠାରୁ ବରଗଡ଼ ଏବଂ ଗୁରୁବାରଠାରୁ ସମ୍ବଲପୁରରେ ଧାନକିଣା ଆରମ୍ଭ ହେବ…