Browsing Category

ରାଜ୍ୟ

ବନ୍ଦ ହେବନି ଡ୍ରାଇଭର ମାନଙ୍କର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ଚେତେଇ ଦେଲେ ଡ୍ରାଇଭର ସଂଘ ସଭାପତି

ଭୁବନେଶ୍ୱର: ବନ୍ଦ ହେବନି ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ।  ଆନ୍ଦୋଳନ ବନ୍ଦ ହେବନି ବୋଲି କହିଲେ ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି। ଏମିତିରେ ଚାରି ଦିନ ହେବ ନିଜ ଦାବି ପୂରଣ ନେଇ ଆନ୍ଦୋଳନ…

ପ୍ରକୃତରେ କାହା ଇସାରାରେ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର ମହାସଂଘ, ବିଜେପି ନା କଂଗ୍ରେସ

ଭୁବନେଶ୍ୱର: ଓଡ଼ିଶାରେ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରସଙ୍ଗ। ଏହି ଆନ୍ଦୋଳନ ଏବେ ରାଜନୈତିକ ମୁଦ୍ଦା ପାଲଟିଗଲାଣି। କାରଣ ଆଜି ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଡ୍ରାଇଭରଙ୍କ…

ଲିପିସ୍ଟିକ ଗଛରୁ ତିଆରି ହେବ ସିନ୍ଦୁର! କଣ ଏହି ଲିପିସ୍ଟିକ ଗଛ? ଆସନ୍ତୁ ଜାଣିବା

ବିହାର: ଲିପିସ୍ଟିକ ଗଛରୁ ତିଆରି ହେବ ସିନ୍ଦୁର, ଆଜ୍ଞା ହଁ ଏବେ ବିହାରରେ ବହୁତ ଅଧିକ ପରିମାଣରେ ଜୈବିକ ସିନ୍ଦୁର ଚାଷ କରାଯିବ। ଏଥିପାଇଁ ବିହାର କୃଷି ବିଶ୍ୱବିଦ୍ୟାଳୟ ସାବୋର୍ ଏହି ପଦକ୍ଷେପ ନେଇଛି। ବିଶ୍ୱବିଦ୍ୟାଳୟ…

“ଦେଶର ସମ୍ୱିଧାନକୁ ଧର୍ଷଣ କରିଥିଲା କଂଗ୍ରେସ”; ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।  ଆଉ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି କଂଗ୍ରେସର ହଜାର ହଜାର ସମର୍ଥକ। ଆଉ ଏହି କାର୍ଯ୍ୟକ୍ରମର ମୂଳ ସ୍ଲୋଗାନ୍ ରହିଛି ସମ୍ୱିଧାନ ବଞ୍ଚାଅ।…

“ଓଡ଼ିଶାରେ ବିଜେପି ନୁହେଁ, ୫ ରୁ ୬ ଜଣ ଶିଳ୍ପପତି ଚଳାଉଛନ୍ତି ସରକାର”

ଭୁବନେଶ୍ୱର: ଓଡ଼ିଶାରେ ପାଦ ଦେଉ ଦେଉ ବିଜେପି ସରକାର ଉପରେ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ।  ଅନେକ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ୍ ଥିଲା। ଆଉ ସବୁଠାରୁ ବଡ଼ ପ୍ରସଙ୍ଗ ଥିଲା ପୁରୀ ରଥଯାତ୍ରା ଅଘଟଣ।…

ମରିଗଲା ମାନବିକତା, ହଜିଗଲା ବିବେକ: ପ୍ରେମୀଯୁଗଳଙ୍କ ବେକରେ ହଳ, ଲଙ୍ଗଳ ପକାଇ ବିଲରେ ଖଟାଇଲେ

ରାୟଗଡ଼ା: ମରିଗଲା ମାନବିକତା, ହଜିଗଲା ବିବେକ । ପ୍ରେମ କଲେ ବୋଲି ଗାଁ ମଝିରେ ଦେଲେ ବଳଦ ଦଣ୍ଡ । ଗୋଟିଏ ବଂଶର ହୋଇଥିବାରୁ ପ୍ରେମୀଯୁଗଳଙ୍କୁ ଗ୍ରାମବାସୀଙ୍କ ଅତ୍ୟାଚାର । ଗାଁ ମଝିରେ ବଳଦ ସଜାଇଲେ ଲୋକେ । ବେକରେ ହଳ,…

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ, ଅଳ୍ପ ସମୟରେ ରୋଡ ଶୋ’

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୁବନେଶ୍ୱରରେ ପହଞ୍ଚିଲେ । ୧୧ଟାବେଳେ ସେ ବିଜୁ ପଟନାୟକ ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିବାବେଳେ ପ୍ରାୟ ୩୦ ମିନିଟ ବିଳମ୍ବରେ ରାହୁଲ ଏଠାରେ ପହଞ୍ଚିଛନ୍ତି ।…

କ୍ଷୀରରେ ଗାଧୋଇଲେ ରାହୁଲ ଗାନ୍ଧୀ, ଓଡ଼ିିଶା ଗସ୍ତକୁ ନେଇ ନେତା-କର୍ମୀ ଉତ୍ସାହିତ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସୁଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । ରାହୁଲଙ୍କ ଫଟୋକୁ କ୍ଷୀରରେ ଗାଧୋଇ…

ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା: କାରଣ ଅସ୍ପଷ୍ଟ, ପୂର୍ବ ଶତ୍ରୁତା ଅନୁମାନ

ସୁବର୍ଣ୍ଣପୁର: ରାମପୁର ଥାନା ଗଜବନ୍ଧ ପଞ୍ଚାୟତର ସରପଞ୍ଚଙ୍କ ସ୍ଵାମୀ ବଲ୍ଲଭ ଖେତିଙ୍କୁ ହତ୍ୟା କରାଯାଇଛି । ଗୁରୁବାର ବିଳମ୍ବିତ ରାତିରେ ବଲ୍ଲଭ ଘରକୁ ଫେରୁଥିବାବେଳେ ପଣ୍ଡରାପାଲି ଗ୍ରାମ ନିକଟରେ ତାଙ୍କୁ କିଛି…

Breaking: ଘଟିବ ବଡ଼ ଅଘଟଣ; ବୈତରଣୀ ନଦୀରେ ବନ୍ୟା ଜଳ, ଦବିଗଲା ବ୍ରିଜ୍

ଯାଜପୁର: ବୈତରଣୀ ନଦୀରେ ବନ୍ୟା ଜଳ ପ୍ରବେଶ କରିଛି । ବନ୍ୟା ଜଳ ସ୍ରୋତ ଏତେ ପ୍ରଖର ଥିଲା ଯେ, ବ୍ରିଜ୍ ଦବିଯାଇଥିବା ଖବର ପ୍ରକାଶ ପାଇଛି । ବାଲେଶ୍ୱର ନିକଟରେ ଦବିଲା ବ୍ରିଜର ୨ଟି ସ୍ପାନ୍ । ସ୍ପାନ ଦବିବା ପରେ…