Browsing Category

ରାଜ୍ୟ

ବିଜେଡିର ୬ ଘଣ୍ଟିଆ ଆନ୍ଦୋଳନ ପ୍ରତ୍ୟାହୃତ, ପ୍ରେସମିଟରେ ସୂଚନା ଦେଲେ ଦେବୀ ମିଶ୍ର

ଭୁବନେଶ୍ୱର: ବିଜେଡିର ୬ ଘଣ୍ଟିଆ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ସାମୟିକ ଭାବେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆସନ୍ତାକାଲି ଭରତ ପୁର ଥାନା ଘଟଣାରେ ଭୁବନେଶ୍ୱର ବନ୍ଦ ପାଇଁ ଡାକରା ଦେଇଥିଲା ବିଜେଡି। ତେବେ ବିଚାର…

ଡମଣା ଦୁର୍ଗାପୂଜାରେ ଏଥର ମିରାକଲ୍‌ ଗାର୍ଡେନର ତୋରଣ, ଜାଣନ୍ତୁ ଆଉ କ’ଣ ରହିଛି ଖାସ

ଭୁବନେଶ୍ୱର : ଭୁବନେଶ୍ୱର ଡମଣା ଗୋପୀନାଥ ଜୀଉ ଦୁର୍ଗାପୂଜା କମିଟି ପକ୍ଷରୁ ଏଥର ପୂଜା ପାଇଁ ପ୍ରସ୍ତୁତି ଜୋରଦାର କରିଛି। ଚଳିତ ବର୍ଷ ଏଠାରେ ଶୋଭା ପାଇବ ଦୁବାଇର ମିରାକଲ ଗାର୍ଡେନ ତୋରଣ। ଏହାର ଉଚ୍ଚତା ୮୦ଫୁଟ ଏବଂ…

ଆଜି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା, ରାଜ୍ୟର ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଜି ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି…

ଜଳପ୍ରପାତରେ ଭାସିଗଲେ ୬ ଡାକ୍ତରୀ ଛାତ୍ରଛାତ୍ରୀ, ୨ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର: ମାଲକାନଗିରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଳପ୍ରପାତରେ ୬ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଭାସିଯାଇଛନ୍ତି। ତେବେ ଜଳପ୍ରପାତରୁ ୩ଜଣ ଡାକ୍ତରୀ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ୩ ଜଣ ନିଖୋଜ ଅଛନ୍ତି…

ଭରତପୁର ଥାନା ଘଟଣା: ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ହେବ ତଦନ୍ତ, ୬୦ ଦିନ ମଧ୍ୟରେ ଆସିବ ରିପୋର୍ଟ

ଭୁବନେଶ୍ୱର : ଭରତପୁର ଥାନା ଘଟଣା ପରିପ୍ରେକ୍ଷୀରେ କେନ୍ଦୁଝର ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ…

ଶେଷ ହେଲା ରତ୍ନଭଣ୍ଡାର ସର୍ଭେ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା

ପୁରୀ: ଶେଷ ହେଲା ରତ୍ନଭଣ୍ଡାର ସର୍ଭେ । ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ଧରି ନିରୀକ୍ଷଣ ପରେ ଟିମ୍ ବାହାରକୁ ବାହାରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଏଏସଆଇ ଓ ବିଶେଷଜ୍ଞ ଟିମ୍ ରତ୍ନଭଣ୍ଡାର…

ଦେବାଶିଷଙ୍କ କଂଗ୍ରେସ ସହ ମେଣ୍ଟ ବୟାନ ପରେ ଧୋଇଲେ ମୋକିମ୍

ଭୁବନେଶ୍ୱର: ବିଜେଡି ସାଂସଦଙ୍କୁ କଂଗ୍ରେସ ଚାପୁଡା । ବାଏଁ ବାଏଁ ବିଜେଡିର ମେଣ୍ଟ ସୁପାରିଶକୁ କଂଗ୍ରେସର ପ୍ରତ୍ୟାଖ୍ୟାନ । ସାଙ୍ଗରେ କଂଗ୍ରେସ ନେତା ଖୋଲିଦେଲେ ବିଜେଡି କଛା । ଯାହା ରାଜ୍ୟ ରାଜନୀତିକୁ ଉଷ୍ଣ କରି…

(video) ଆପଣଙ୍କୁ ମିଳିନି କି ସୁଭଦ୍ରା ଟଙ୍କା? ଜାଣନ୍ତୁ କଣ କଲେ ଯୋଜନାରେ ହେବେ ସାମିଲ

ଭୁବନେଶ୍ୱର: ଏବେ ସବୁଠି ସୁଭଦ୍ରା ଟଙ୍କାକୁ ନେଇ ଚର୍ଚ୍ଚା । ସୁଭଦ୍ରା ଟଙ୍କା ପାଇଥିବା ମହିଳାଙ୍କ ଖୁସି କହିଲେ ନ ସରେ । ସେପଟେ ଯୋଜନାରୁ ବାଦ ପଡିଥିବା ମହିଳା ଭିତରେ ଭିତରେ ରାମ୍ପି ବିଦାରି ହେଉଛନ୍ତି । ଟଙ୍କା…

ଚପଲ କିଣିବାକୁ ଯାଇଥିଲେ, ହେଲେ…

ରାଉରକେଲା: ଷ୍ଟିଲ ସିଟିରେ ଲଜ୍ଜା । ଯୌନ ପିସାଚଙ୍କ ଯୌନ ଲାଳସର ଶିକାର ହେଲେ ଦୁଇ ଭଉଣୀ । ଜଣଙ୍କୁ ମାତ୍ର ୮ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣକ ମାତ୍ର ୧୨ ବର୍ଷ । ଘଟଣା ପ୍ରଘଟ ହେବା ପରେ ଷ୍ଟିଲସିଟିବାସୀ ଲଜ୍ଜାରେ…

(video) ପୋଲିସ- ମେଜର ବିବାଦ: ଆକ୍ଟିଭ ମୋଡରେ କ୍ରାଇମବ୍ରାଞ୍ଚ, ମେଜରଙ୍କୁ କଲା ପଚରାଉଚରା

ଭୁବନେଶ୍ୱର: ଦିନ ଗଡିବା ସହ ଜଟିଳ ହେଲାଣି ଭରତପୁର ଥାନାରେ ପୋଲିସ- ମେଜର ବିବାଦ । ଘଟଣା ରାଜ୍ୟ ରାଜଧାନୀରୁ ବାହାରି ଜାତୀୟ ରାଜଧାନୀରେ ରାଜନୀତିକୁ ଉଷ୍ମ କରିଦେଲାଣି । ବିଭିନ୍ନ ଆଡୁ ଚାପ ପଡିବା ପରେ ଆକ୍ଟିଭ ହୋଇଛି…