Browsing Category

ରାଜ୍ୟ

ଜାତୀୟ ସ୍ତରରେ ଚମକୁଛନ୍ତି ଓଡ଼ିଆ ଝିଅ ବର୍ଣ୍ଣାଳୀ ହୋତା; ଫାଇନାଲରେ ସପୋର୍ଟ କରିବା ପାଇଁ ଓଡିଶାବାସୀଙ୍କୁ କହିଲେ ବର୍ଣ୍ଣାଳୀ

ଓଡ଼ିଶା ଭାସ୍କର : ଦୂରଦର୍ଶନ ନ୍ୟାସନାଲ୍ ରେ ପ୍ରସାରିତ ଏବଂ ଭାରତର ପ୍ରଥମ ଲୋକ ସଂଗୀତ ରିୟଲିଟି ସୋ ଭାବରେ ମାନ୍ୟତା ପାଇଥିବା ‘ଭାରତ କା ଅମୃତ କଳସ’ ଭାରତୀୟ ଲୋକ ସଂଗୀତ ଏବଂ ପ୍ରତିଭା ପ୍ରତି ନୂତନ ଆଭିମୁଖ୍ୟ ଗ୍ରହଣ…

ରାଜଧାନୀରେ ‘ହର ଘର ତ୍ରିରଙ୍ଗା’ ଶୋଭାଯାତ୍ରାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ସ୍ୱାଧୀନତାର ୭୮ତମ ବର୍ଷ ପାଳନ ଅବସରରେ ଅମୃତ ମହୋତ୍ସବ ପୂର୍ତ୍ତି ଅବସରରେ ତିନିଦିନ ଧରି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସାରା ଦେଶରେ ପାଳନ କରିବା ନିମନ୍ତେ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି ।…

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କଲା ବିଧାନସଭା ସଚିବାଳୟ: ସେପ୍ଟେମ୍ବର ୩ରେ ହେବ ମତଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ରାଜ୍ୟ ବିଧାନସଭା ସଚିବାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି । ଆସନ୍ତା ମାସ ୩ ତାରିଖରେ ମତଦାନ…

ଭିଜିଲାନ୍ସ ଜାଳରେ ଡେପୁଟି କଲେକ୍ଟର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ନୀଳଗିରି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୀଳଗିରି ଉପ ଜିଲ୍ଲାପାଳ ପରୀକ୍ଷିତ ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ । ନୀଳଗିରି ବାଲିଗୋହିରୀ ସ୍ଥିତ ଭଡ଼ା ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି…

ଓଡ଼ିଶାର ଚତୁଃପାର୍ଶ୍ବରେ ଘୂର୍ଣ୍ଣିବଳୟ ସକ୍ରିୟ : ଆହୁରି ୩ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଆହୁରି ୩ ଦିନ ପ୍ରବଳ ବର୍ଷିବ। ଓଡ଼ିଶାର ଚତୁଃପାର୍ଶ୍ବରେ ୩ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଦକ୍ଷିଣ ବାଂଲାଦେଶ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଥିବା ବେଳେ ଝାଡ଼ଖଣ୍ଡ ଓ…

ଉତ୍କଳ ହସ୍ପିଟାଲରେ ପାଳନ ହେଲା ଅଙ୍ଗଦାନ ଦିବସ

ଭୁବନେଶ୍ୱର: ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେସିଆଲିଟି ଉତ୍କଳ ହସ୍ପିଟାଲରେ ଅଙ୍ଗଦାନ ଦିବସ ପାଳନ ହୋଇଯାଇଅଛି। ଅଙ୍ଗଦାନ ଏକ ମହତ କାର୍ଯ୍ୟ,ମାନବିକତାକୁ ଆଧୁନିକ ବିକାଶସିଳ ମାନବ…

ମହିଳା ବେଶରେ ଲୁଚିଲୁଚି ଓଡ଼ିଶା ଆସୁଛନ୍ତି! ଜଳପଥ ଦେଇ ମାଡ଼ି ଆସୁଛନ୍ତି ଶହଶହ ବାଂଲାଦେଶୀ

ପୁରୀ: (ଓଡ଼ିଶା ଭାସ୍କର) ବାଂଲାଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ହିଁସା କାଣ୍ଡ । ସେଥିପାଇଁ ଭାରତ ମୁଁହା ବାଂଲାଦେଶି । ସ୍ଥଳପଥ ଅପେକ୍ଷା ଜଳପଥରେ ଅଧିକ ଅନୁପ୍ରବେଶ କାରୀଙ୍କ ପ୍ରବେଶ ଆସଙ୍କା କରି ଓଡ଼ିଶା…

ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ: ଭୁବନେଶ୍ୱରରୁ ପୁରୀ ହେବ ୬ ଲେନ୍… କମିବ ଦୁର୍ଘଟଣା?

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପୂର୍ବରୁ ଓଡ଼ିଶାବାସୀଙ୍କୁ ବଡ଼ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜଧାନୀ ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ର ପୁରୀକୁ ଏବେ ୬ଟି ଲେନ୍ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା…

SCBରେ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଡାକ୍ତର; ଇକୋ ଟେଷ୍ଟ ବେଳେ ଦୁଷ୍କର୍ମ କରିଥିବା ହୋଇଥିଲା ଅଭିଯୋଗ

କଟକ: (ଓଡ଼ିଶା ଭାସ୍କର) SCBରେ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡାକ୍ତର ଗିରଫ । କାର୍ଡିଓଲୋଜି ବିଭାଗର ସଂପୃକ୍ତ ଡାକ୍ତରଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ । ଇକୋ ଟେଷ୍ଟ ବେଳେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା…

SCBରେ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ନେଇ ଆସିଲା ସଙ୍ଗୀନ୍ ଅଭିଯୋଗ: ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ମାଡ଼ରେ ଡାକ୍ତର ଆଇସିୟୁରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସସିବି) ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରୁ ଆସିଛି ଏକ ବଡ଼ ଖବର । ଜଣେ ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ନେଇ ଆସିଛି ଏକ ବଡ଼ ଅଭିଯୋଗ । ରୋଗୀଙ୍କ…