Browsing Category

ରାଜ୍ୟ

ଓଡ଼ିଶା ଗସ୍ତରେ ହିମନ୍ତ ଓ ଭେଙ୍କୟା ନାଇଡୁ, ରାଜ୍ୟପାଳଙ୍କ ସହ କରିବେ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର: ଆଜି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ।ଏହି ଗସ୍ତ ଅବସରରେ ଉଭୟ ହିମନ୍ତ ଓ ଭେଙ୍କୟା ରାଜଭବନରେ…

ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ

ଭୁବନେଶ୍ୱର: ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବର୍ତ୍ତମାନର ବିଜେଡି ନେତା ପ୍ରଦୀପ ମାଝୀ । ବିବାହ ତାରିଖ ବିଷୟରେ କୌଣସି ସୂଚନା ନ ଥିଲେ ମଧ୍ୟ ବହୁତ ଜଲଦି ସେ ବିବାହ…

ମାଲକାନଗିରିରେ ମାଓ ବିରୋଧୀ ପୋଷ୍ଟର, ଆଦିବାସୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ

ମାଲକାନଗିରି: ଦିନକୁ ଦିନ ମାଓବାଦୀଙ୍କ ତାଣ୍ଡବ ବୃଦ୍ଧି ପାଉଥିବା ବେଳେ ଏହା ସାଧାରଣ ଜନତା ଏବଂ ପୋଲିସଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବିଶେଷକରି ମାଓ ପ୍ରବଣ ଅଞ୍ଚଳରେ ଲୋକମାନେ ଭୟରେ ଦିନ ବିତାଉଛନ୍ତି ।…

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସିଖବର; ପରିବର୍ତ୍ତନ ହେଲା ନିୟମ, ଏଣିକି ମିଳିବ..

ଭୁବନେଶ୍ବର : ରାସକାର୍ଡକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଅକ୍ଟୋବରରୁ ପରିବର୍ତ୍ତନ ହେବ ନିୟମ । ଏଣିକି ରାସନରେ ସାମିଲ ହେବ ଗହମ । ଅକ୍ଟୋବର ମାସରୁ ରାସନକାର୍ଡ ହିତାଧିକାରୀଙ୍କୁ ଗହମ ମିଳିବ । ଓଡିଶା ସମେତ 9…

ଆଜିଠାରୁ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀ, ତୃଣମୂଳ ସ୍ତରରେ ସରକାରୀ ଯୋଜନା ପହଂଚାଇବା ନେଇ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଲୋକସେବା ଭବନରେ ଆରମ୍ଭ ହୋଇଛି ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ । ନୂଆ ସରକାରରେ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନେଇ ବୈଠକ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି…

Weather Update; ଟ୍ବିନ ସିଟିରେ ପ୍ରବଳ ବର୍ଷା, ଆଗାମୀ 3 ଘଣ୍ଟା ନାହିଁ ନିସ୍ତାର.. ଏହି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର : ଓଡିଶା ଉପରେ ଟ୍ରପଲାଇନ୍ ରହିଛି । ଏହାରି ପ୍ରଭାବରେ ମୂଶଳ ଧାରରେ ଜାରି ରହିଛି ବର୍ଷା । ଆଜି ସକାଳୁ ସକାଳୁ ଟ୍ବିନ ସିଟିରେ ପ୍ରବଳ ବର୍ଷା ଜାରି ରହିଛି । ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି : ଏଥର ସରୋଗେସି ପାଇଁ ମିଳିବ ଛୁଟି, ମହିଳା କର୍ମଚାରୀଙ୍କୁ ୧୮୦ଦିନ ତ’ ପୁରୁଷଙ୍କୁ ୧୫ଦିନ

ଭୁବନେଶ୍ୱର : ଏଥର ସରୋଗେସି ପାଇଁ ମିଳିବ ଛୁଟି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି। ସରୋଗେସି ପାଇଁ ମହିଳା ସରକାରୀ କର୍ମଚାରୀଙ୍କୁ ୧୮୦ଦିନର ମାତୃତ୍ୱ ଛୁଟି ଓ ପୁରୁଷ କର୍ମଚାରୀଙ୍କୁ ୧୫ଦିନର…

(Video) ମହାଲକ୍ଷ୍ମୀ ହତ୍ୟା ଗୁମର ଖୋଲିଲେ ମା’, ମରିବା ଆଗରୁ ପୁଅ କହିଥିଲା ନନଭେଜ୍ ପାଇଁ ଟଙ୍କା…

ଭୁବନେଶ୍ବର(ଓଡିଶା ଭାସ୍କର) : ବେଙ୍ଗାଲୁରୁରେ ମହାଲକ୍ଷ୍ମୀକୁ 59 ଖଣ୍ଡ କରିବା ଘଟଣା ବର୍ତ୍ତମାନ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବାନ୍ଧବୀଙ୍କୁ 59 ଖଣ୍ଡ କରିବା ପରେ ନିଜ ପ୍ରାଣ ହାଇଥିଲା ପ୍ରେମିକ । ତେବେ…

ଗର୍ଭରେ ଆଖିବୁଜିଲା ଶିଶୁ, ଡାକ୍ତରୀ ଅବହେଳାକୁ ପରିବାର କଲା ଦାୟୀ

ଢେଙ୍କାନାଳ: ପ୍ରସବ ପାଇଁ ହସ୍ପିଟାଲ ଯାଇଥିବା ମହିଳାଙ୍କ ପେଟରେ ଶିଶୁ ମୃତ୍ୟୁ ପରେ ଦେଖାଦେଇଛି ହଙ୍ଗାମା । ଡାକ୍ତରଙ୍କ ଅବହେଳା ଓ ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ ।…

Breaking: ଦଶହରା ପୂର୍ବରୁ ଝଟକା; ବର୍ଷିଲେ ହାଇକୋର୍ଟ, ରାସ୍ତା ଉପରେ ତୋରଣ ମନା

କଟକ: ଦଶହରା ପାଇଁ ମାତ୍ର ଆଉ ଦିନ କେଇଟା ବାକି ରହିଥିବା ବେଳେ କଡା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କଟକ ସହରର ରାସ୍ତାଘାଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ । ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ…