Browsing Category

ରାଜ୍ୟ

ଆଜି ବି ପ୍ରବଳ ବର୍ଷିବ! କଟକ-ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ଲାଗି ରହିଛି । କିଛି ସ୍ତାନରେ ବର୍ଷାର ପରିମାଣ କମ୍ ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ଜାରି ରହିଛି । ତେବେ…

ନର୍ସିଂ ସଂଘ ସହ ସରକାରଙ୍କ ଆଲୋଚନା ବିଫଳ; ସଂଘ ସାଧାରଣ ସଂପାଦକଙ୍କ ସୂଚନା

ବ୍ରହ୍ମପୁର: (ଓଡ଼ିଶା ଭାସ୍କର) ନର୍ସିଂ ସଂଘ ସହ ସରକାରଙ୍କ ଆଲୋଚନା ବିଫଳ ହୋଇଛି । ଆଲୋଚନା ବିଫଳ ହୋଇଥିବା କହିଲେ ସଂଘର ସାଧାରଣ ସଂପାଦକ । ଆଲୋଚନା ବିଫଳ ହୋଇଥିବାରୁ ଆଗକୁ ଚାଲୁ ରହିବ ଆନ୍ଦୋଳନ । ଉଚ୍ଚ ସ୍ତରୀୟ…

(video) ସୁଭଦ୍ରା ଯୋଜନାକୁ ନେଇ ନୂଆ ସୂଚନା, ଏମିତି କିଛି ବ୍ୟାଙ୍କ ଖାତାକୁ ଆସିବନି ଟଙ୍କା

ଭୁବନେଶ୍ୱର: ଅନେକଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମିଳିସାରିଲାନି, ହେଲେ ଆପଣଙ୍କ ଖାତାକୁ ଆସିନି ଟଙ୍କା । କେତେଜଣ ପୁଣି ରେଜିଷ୍ଟ୍ରେସନ କଲେଣି, କିଛି ପୁଣି ନିଜ ଦସ୍ତାବିଜ ଦାଖଲ କରିସାରିଲେଣି, ତଥାପି ହେବାକୁ…

ଲମ୍ବା ଇତିହାସ: ହତ୍ୟା ପାଇଁ ଆପଣଉଛନ୍ତି ସମାନ ତରିକା, ପ୍ରଥମେ କାଟୁଛନ୍ତି, ତାପରେ ରଖୁଛନ୍ତି ଫ୍ରିଜରେ

ନୂଆଦିଲ୍ଲୀ: ନିକଟରେ ବେଙ୍ଗାଲୁରର ମହାଲକ୍ଷ୍ମୀ ନାମକ ମହିଳାଙ୍କ ମୃତଦେହର ୪୦ ଖଣ୍ଡ ଫ୍ରିଜରୁ ମିଳିବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ତେବେ ହତ୍ୟା ପରି ଜଘନ୍ୟକାଣ୍ଡ ଭିଆଇବା ପରେ ମୃତଦେହକୁ ଏମିତି…

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଓଡ଼ିଶା ଭାସ୍କର: ଆସନ୍ତାକାଲି ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି। ଏହି…

ଦୁର୍ବଳ ହେଲା ଲଘୁଚାପ, ଆଗାମୀ ୪୮ ଘଣ୍ଟା ପ୍ରବଳ ବର୍ଷା ସହ ଘଡ଼ଘଡ଼ି

ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗରରେ ଗତକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଯାହା ବର୍ତ୍ତମାନ ଦୁର୍ବଳ ହୋଇଛି। ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ଯାଏଁ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଜାରି ରହିବ। ଏନେଇ…

ଭରତପୁର ଥାନା ବିବାଦ; ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ

ଭୁବନେଶ୍ବର(ଓଡିଶା ଭାସ୍କର): ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ । ପଲିଗ୍ରାଫ ଟେଷ୍ଟ ପାଇଁ…

ଶଙ୍ଖ ଭବନରେ ନୂଆପଡ଼ା ଜିଲ୍ଲାର ସମୀକ୍ଷା ବୈଠକ କଲେ ବିଜେଡିି ସୁପ୍ରିମୋ, ଦଳର ସ୍ଥିତିକୁ ନେଇ ହୋଇଥିଲା ଆଲୋଚନା

ଭୁବନେଶ୍ୱର: ଆଜି ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍ଖ ଭବନରେ ନୂଆପଡ଼ା ଜିଲାର ଦଳୀୟ ସମୀକ୍ଷା କରିଥିଲେ । ଦଳକୁ ସକ୍ରିୟ ରଖି ଆହୁରି ମଜଭୁତ କରିବା ଏହି ସମୀକ୍ଷା ବୈଠକର ମୂଳ ଲକ୍ଷ୍ୟ ।…

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ରାଜ୍ୟ ବିଜେପି ସଦସ୍ୟତା ଅଭିଯାନ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବେ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ରାଜ୍ୟରେ ବିଜେପିର ସଦସ୍ୟତା ଅଭିଯାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏକ କୋଟି ସଦସ୍ୟ…

(Video) ସୁଭଦ୍ରା ଯୋଜନାରେ ଆବେଦନ କଲେଣି 92 ଲକ୍ଷ, ଏହି ଦିନ ଟଙ୍କା ଆସିବ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(ଓଡିଶା ଭାସ୍କର) : ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଅପଡେଟ୍ । କେବେ ସୁଭଦ୍ରା କିସ୍ତି ମିଳିବ ସେନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ, “୨ ଦିନ ତଳେ ଯାହା…