Browsing Category
ରାଜ୍ୟ
ଆଠଗଡ଼ ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍, ୪ଟି ସ୍ଥାନରେ ଚଢାଉ
କଟକ: ସକାଳୁ ସକାଳୁ କଟକ ଆଠଗଡ଼ ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍ ପଡିଛି । ବିଡିଓ ପ୍ରଦୀପ ସାହୁଙ୍କ ଘରେ ରେଡ୍ ପଡିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି । ଖୋର୍ଦ୍ଧା, ଭୁବନେଶ୍ୱର, ନୟାଗଡ଼ ଓ…
(Video) ଓଡ଼ିଶାର ଜଣେ ବିରଳ ପ୍ରତିଭା! ବଇଁଶୀ ମୁହଁରେ ନୁହେଁ ନାକରେ କ୍ରମାଗତ ୩ ଘଣ୍ଟା ପର୍ଯ୍ୟନ୍ତ ବଜାଇ ପାରୁଛନ୍ତି ଜଣେ ବ୍ୟକ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ସମାଜରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଏପରି ଭାବେ ଅନେକ ପ୍ରତିଭା ରହିଛନ୍ତି । ଆଜିକାଲିର ସୋସିଆଲ ମିଡ଼ିଆ ଜରିଆରେ ଅନେକ ସମୟରେ ଏଭଳି ପ୍ରତିଭା…
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା: ରାଜ୍ୟର ପ୍ରତି ପଞ୍ଚାୟତରେ ଖୋଲିବ ‘ଜନ ଆରୋଗ୍ୟ ମନ୍ଦିର’, ନିଯୁକ୍ତି ପାଇବେ ଯୋଗ ଶିକ୍ଷକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଜେପି ସରକାର ପ୍ରଥମ ଥର ପାଇଁ କ୍ଷମତାକୁ ଆସିବା ବେଳେ ଅନେକ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ବର୍ଷ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିବା…
ରାଜ୍ୟରେ ସୁଦୃଢ଼ ହେବ ଅର୍ଥନୀତି ବ୍ୟବସ୍ଥା: ଓଡ଼ିଶାରେ ହେବ ଷ୍ଟିୟରିଂ କମିଟି ଗଠନ, ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାରରେ ପହଞ୍ଚିବ
ଭୁବନେଶ୍ୱର: ନୀତି ଆୟୋଗ ସହଯୋଗରେ ବିକଶିତ ଓଡିଶା ପାଇଁ ଭିଜନ ଡକ୍ୟୁମେଣ୍ଟ ୨୦୩୬ ଏବଂ ଭିଜନ ଡକ୍ୟୁମେଣ୍ଟ ୨୦୪୭ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ନୀତି ଆୟୋଗ ସି.ଇ.ଓ ଶ୍ରୀ…
ଶ୍ରୀମନ୍ଦିରରେ ଆୟୋଜିତ ହେବ ବନକଲାଗି ନୀତି: ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ
ପୁରୀ: ମହାପ୍ରଭୁଙ୍କ ଆସନ୍ତାକାଲି ଶ୍ରାବଣ-ଶୁକ୍ଳ ତୃତୀୟା ତିଥିରେ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିଲାଗି ୪ ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଆସନ୍ତାକାଲି ଅପରାହ୍ନ ୫ ଟାରୁ ରାତି ୯ ଟା ପର୍ୟ୍ୟନ୍ତ…
Big Breaking; ସମୁଦ୍ର ମଝିରେ ବୁଡ଼ିଗଲା ୩ଟି ଡଙ୍ଗା: ଅଧିକ ମାଛ ଥିବାରୁ ଘଟିଲା ଅଘଟଣ
କେନ୍ଦ୍ରାପଡ଼ା: ସମୁଦ୍ର ମଝିରେ ଘଟିଯାଇଛି ଏକ ବଡ଼ ଅଘଟଣ । ଅତ୍ୟଧିକ ଓଜନ ଯୋଗୁଁ ୩ଟି ମାଛଧରା ଡଙ୍ଗା ମଝି ସମୁଦ୍ରରେ ଓଲଟି ପଡ଼ିଛି । ଏହି ବୋଟରେ ପ୍ରାୟ ୧୬ ଜଣ ମତ୍ସ୍ୟଜୀବୀ ଥିବା ଜାଣିବାକୁ ମିଳିଛି । ଡଙ୍ଗାରେ ଅତ୍ୟଧିକ…
ବଲାଙ୍ଗିର ପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ, ଶୁଭ ମୁହୂର୍ତ୍ତରେ ଲାଗି ହେବ ନବାନ୍ନ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ନୂଆଁଖାଇ ପାଇଁ ତାରିଖ ଓ ସମୟ ଧାର୍ଯ୍ୟ ହୋଇଛି । ବଲାଙ୍ଗିର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ନିର୍ଣ୍ଣାୟକ କମିଟି ଏହ ଲଗ୍ନ ଧାର୍ଯ୍ୟ କରିଛନ୍ତି । ଭାଦ୍ରବ ଶୁକ୍ଳପକ୍ଷ…
ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର
ଭୁବନେଶ୍ୱର: ଆସନ୍ତାକାଲି ଲୋକସେବା ଭବନରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ୪ର୍ଥ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ ।
ବୁଧବାର ଦିନ ୧୧ଟା ୩୦ରେ ବସିବ ରାଜ୍ୟ…
କେବେ ତୁଟିବ ଆଳୁ ସମସ୍ୟା ? ୬୦ ଟଙ୍କାରେ ମିଳୁଛି କିଲେ, ପୁଣି ଚିନ୍ତାରେ ଜନତା
ଭୁବନେଶ୍ୱର: ପୁଣି ବଢ଼ିଲା ଆଳୁ ସମସ୍ୟା। ପଶ୍ଚିମବଙ୍ଗ ପରିବର୍ତ୍ତେ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏବେ ଆଳୁ ପାଇଁ ପଞ୍ଜାବ ମୁହାଁ ସରକାର। ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ଅଣାଯିବ ବୋଲି…
ଐତିହାସିକ ପ୍ୟାରୀମୋହନଙ୍କ ସ୍ମୃତିରକ୍ଷା ପାଇଁ ଚିଠି ଲେଖିଲେ ମାହାଙ୍ଗା ବିଧାୟକ, ଜୟନ୍ତୀ ପାଳନ ସହିତ ରାଜଧାନୀରେ ପୂର୍ଣ୍ଣାବୟବ…
ଭୁବନେଶ୍ୱର: ମାହାଙ୍ଗାର ବରପୁତ୍ର ତଥା “ଉତ୍କଳପୁତ୍ର” ପତ୍ରିକାର ସୁଯୋଗ୍ୟ ସମ୍ପାଦକ ଦେବାତ୍ମା ଐତିହାସିକ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ସ୍ମୃତିରକ୍ଷା ଲାଗି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଉଚ୍ଚଶିକ୍ଷା ଏବଂ କ୍ରୀଡ଼ା…