Browsing Category
ରାଜ୍ୟ
ରାଜ୍ୟରେ ବଢିବ ବର୍ଷାର ପରିମାଣ: ଆଜି ପ୍ରବଳ ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୭ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି…
(Video) ଏ କି ଅବ୍ୟବସ୍ଥା! ଏଟିଏମରୁ ବାହାରୁନି ଟଙ୍କା, ଆଶ୍ରୟ ନେଉଛନ୍ତି ଗାଈଗୋରୁ ଓ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଜରୁରୀ କାମ ପାଇଁ ଟଙ୍କାର ଆବଶ୍ୟକ ପଡ଼ିଲେ ଲୋକମାନେ ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥାନ୍ତି । ତେବେ ଏଟିଏମରେ ଟଙ୍କା ବାହାରିବା ତ ଦୂରର କଥା, ସେଠାରେ ଯଦି ଗାଈଗୋରୁ,…
ଓଡ଼ିଶାରେ କାର୍ଯ୍ୟକାରୀ ହେବ ‘ପେସା ଆଇନ’: ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଦୀର୍ଘଦିନ ଧରି ବନ୍ଦ ରହିଥିବା ମୁଖ୍ୟମନ୍ତ୍ରୀଙ୍କ…
କାଲିଠାରୁ ରାଜ୍ୟରେ ପ୍ରବଳ ବର୍ଷା: ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ଜାରି
ଭୁବନେଶ୍ୱର: ଆଗାମୀ ୪ ଦିନ ଉତ୍ତର ଓ ଉପକୂଳ ଓଡିଶାର କିଚ୍ଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଲାଗିରହିଛି ଲଗାଣ ବର୍ଷା। ତେବେ ୬ ତାରିଖ ସଂଧ୍ୟାରୁ…
ଭାରତ ସରକାରଙ୍କ ନୂଆ ଜିଏସଟି କାଉନସିଲ ଗଠନ:କେନ୍ଦ୍ର ଜିଏସଟି ପରିଷଦର ସଦସ୍ୟ ହେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ
ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ହେଲେ କେନ୍ଦ୍ର ଜିଏସଟି ପରିଷଦର ସଦସ୍ୟ । ଭାରତ ସରକାରଙ୍କ ଅଧୀନରେ ଏକ ନୂଆ ଜିଏସଟି କାଉନ୍ସିଲ ଗଠନ କରାଯାଇଛି । ଏଥିରେ ସମସ୍ତ ରାଜ୍ୟର ମନ୍ତ୍ରୀମାନଙ୍କୁ ସଦସ୍ୟ…
ନୂଆ ଟିମ ଗଠନ କଲା ବିଜେଡ଼ି: ନବୀନ ପଟ୍ଟନାୟଙ୍କ ନିର୍ଦ୍ଦେଶରେ ୧୫ ଜଣିଆ କମିଟି, ବାଦ ପଡ଼ିଲେ ପ୍ରଣବ ପ୍ରକାଶ ଦାସ
ଭୁବନେଶ୍ୱର: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗଠନ ହୋଇଛି ୧୫ ଜଣିଆ ସଦସ୍ୟ ଟିମ୍ । ରାଜ୍ୟରେ ବିଭିନ୍ନ କାର୍ଯ୍ୟ ସମନ୍ବୟ ରକ୍ଷା ପାଇଁ ୧୫ ଜଣିଆ ଟିମ୍ ଗଠନ କରିଛି ବିଜେଡି । ବିଜେଡିର ନୂତନ ଟିମରୁ…
Video; ରାଜ୍ୟ ରାଜନୀତିରେ ଝଡ଼, ବିଜେଡିର ବଡ଼ ନେତା ବିଜେପିରେ ମିଶିବେ ବୋଲି କହିଲେ ବିଧାୟକ!…
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟ ରାଜନୀତିରେ ବଡ଼ ହଲ୍ଚଲ୍ । ‘ବିଜେପିରେ ମିଶିବେ ବଡ଼ ବିଜେଡି ନେତା’ । ବିଜେପି ବିଧାୟକଙ୍କ ବିସ୍ଫୋରକ ବୟାନ । ‘ଲାଇନ୍ରେ ଅଛନ୍ତି ଅନେକ ବଡ ନେତା’ । ଛିଡୁଛି ବିଜେଡି, ବଢୁଛି…
ସାମାନ୍ୟ କଥାରୁ ବୋହୂର ନାକ କାଟିଦେଲା ଶ୍ବଶୁର; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ବୋହୂ
କଟକ: (ଓଡ଼ିଶା ଭାସ୍କର) ସାମାନ୍ୟ କଥାକୁ ନେଇ ବୋହୂର ନାକ କାଟିଦେଲା ଶ୍ବଶୁର । କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଗୋବରା ଗାଁରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା । ମିଳିଥିବା ସୂଚନା ଅନୁସାରେ, ନାତୁଣୀ ଛୁରି ଧରି…
OAS ସ୍ତରରେ ବଡ଼ ଧରଣର ଅଦଳବଦଳ: ପ୍ରଶାନ୍ତ କିଶୋର ହେଲେ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ
ଭୁବନେଶ୍ୱର : ବରିଷ୍ଠ ଓଏଏସ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ । ପ୍ରତାପ ମିଶ୍ର ହେଲେ ପବ୍ଲିକ ଏଣ୍ଟରପ୍ରାଇଜେସ୍ ବିଭାଗ ସ୍ବତନ୍ତ୍ର ସଚିବ । ଲାଲା ମନୋଜ ରାୟଙ୍କୁ ଗୋପବନ୍ଧୁ ଏକାଡେମୀ ଅଫ ଆଡମିନଷ୍ଟ୍ରେସନର ଡେପୁଟି…
ବିଜେଡିକୁ ନେଇ ବର୍ଷିଲେ ସାଂସଦ ଅପରାଜିତା ଷଡଙ୍ଗୀ, ଟ୍ରେଲର ଦେଖିଛି ରାଜ୍ୟ, ସିନେମା ଆସୁଛି….
ଓଡିଶା ଭାସ୍କର: ବିଜେଡିରୁ ମମତା ମହନ୍ତ ଇସ୍ତଫା ଦେଇ ପଦ୍ମ ଧରିଛନ୍ତି । ମମତାଙ୍କ ଏହି ପଦ୍ମ ଧରିବାକୁ ନେଇ ରାଜନୈତିକ ମହଲରେ ଏବେ ଚର୍ଚ୍ଚାର ଶଙ୍ଖଧ୍ୱନି ବେଶ ଶବ୍ଦ କରୁଛି । ଚାରିଆଡେ ତାଙ୍କୁ ନେଇ କେବଳ…