Browsing Category

ରାଜ୍ୟ

ଟ୍ରକ ସହ ଧକ୍କା ହେଲା ପିକଅପ୍‌; ଦୁଇ ମୃତ, ଗୁରୁତର ଡ୍ରାଇଭର ମେଡିକାଲରେ ଭର୍ତ୍ତି

ଆସିକା: ହିଞ୍ଜିଳି ଥାନା ପିତ୍ତଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଓଭରଟେକ୍ କରିବାକୁ ଯାଇ ଟ୍ରକ ସହ ଧକ୍କା ହୋଇଥିଲା ପିକଅପ୍ । ଦୁର୍ଘଟଣାରେ ଯୋଗୁ ପିକଅପରେ ଥିବା ଦୁଇ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।…

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

କଟକ: (ଓଡ଼ିଶା ଭାସ୍କର) ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ । କୋର୍ଟରେ ମହିଳାଙ୍କ ବେଲ୍‌ ପ୍ରସଙ୍ଗ ନେଇ ଅସନ୍ତୋଷ ପ୍ରକାଶ କଲେ ମାଜିଷ୍ଟ୍ରେଟ୍‌…

Video; ସେଦିନ ରାତିରେ ଭରତପୁର ଥାନା ଭିତରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ କ’ଣ ହୋଇଥିଲା?

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ହୋଇଛନ୍ତି ବଡ଼ ବଡ଼ ପୋଲିସ କର୍ମଚାରୀ। ହେଲେ ସେଦିନ ରାତିରେ ଭରତପୁର ଥାନାରେ କ’ଣ ଘଟିଥିଲା? କ’ଣ ପାଇଁ ପୋଲିସ କର୍ମଚାରୀ…

ପୂର୍ଣ୍ଣଗର୍ଭା ଭାର୍ଗବୀକୁ କୁନି ଛୁଆ ସହ ଡେଇଁପଡିଲା ମା’, ଉଦ୍ଧାର ହେଲା…

ଭୁବନେଶ୍ବର: ବର୍ଷା ପାଇଁ ଭାର୍ଗବୀ ଗର୍ଭ ପୂରି ଉଠିଛି । ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟା ଜଳ ପ୍ରବାହ ଦେଖିବାକୁ ଲୋକଙ୍କ ଥାଟ ପଟାଳ ପଡୁଛି ନଦୀ ବନ୍ଧରେ । ଲୋକଙ୍କ ଭିତରେ ଭୟ, କାଳେ ବନ୍ଧ ଭାଙ୍ଗିବ । ହେଲେ…

ବିବାହର ପ୍ରତିଶ୍ରୁତି ଦେଇ ନାବାଳିକା ସହ ରଖିଲା ସମ୍ପର୍କ, ଗର୍ଭବତୀ ହେବା ପରେ…

ସୁନ୍ଦରଗଡ: ଆଧୁନିକତାର ଚାକ ଚକ୍ୟରେ ମଣିଷ ଭିତରେ ମରିଯାଉଛି ମାନବିକତା । ଉତ୍ସୃଙ୍ଖଳିତ ଜୀବନ ଶୈଳୀରେ ପ୍ରେମ ହରାଉଛି ଗରିମା । କେତେବେଳେ ପ୍ରେମରେ ବିଶ୍ୱାସ ମୃତ୍ୟୁକୁ ଡାକି ଆଣିଛୁ ତ କେତେବେଳେ ନାରୀ ମୁଣ୍ଡାଉଛି…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀ ଉତ୍ପୀଡନ ଘଟଣାରେ ଆସିଷ୍ଟାଣ୍ଟ ପ୍ରଫେସର ସସ୍ପେଣ୍ଡ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀ ଯୌନ ଉତ୍ପୀଡନ ଘଟଣାରେ ଶେଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କର୍ତ୍ତୃପକ୍ଷ । ଘଟଣାରେ ଅଭିଯୁକ୍ତ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଲମ୍ବନ କରାଯାଇଛି । ଆଇସିସି ରିପୋର୍ଟ…

Video; ପାଣ୍ଡିଆନ-ନବୀନଙ୍କୁ ନେଇ ଭାଇରାଲ ହେଉଛି ଯାତ୍ରା ସିନ୍, ସୋସିଆଲ ମିଡିଆ ହୁଲସ୍ତୁଲ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) 'ଏଠି କଷ୍ଟ ସହି ସୀତା କିନ୍ତୁ ମନ୍ଦିରର ନାଁ ରାମ ମନ୍ଦିର । ଏଠି ଭୁଲ କରେ ପାଣ୍ଡିଆନ କିନ୍ତୁ ବଦନାମ ହୁଏ ନବୀନା । ଏଠି ରାତି ସାରା କାନ୍ଦେ ନମୀତା କିନ୍ତୁ ନାଟକର ନାଁ କେତେ…

କୋଣାର୍କ ସୂର୍ଯ୍ୟମନ୍ଦିରରେ ଏଏସଆଇ ଟିମ୍, ଗର୍ଭଗୃହରୁ ବାଲିକଢ଼ା ସ୍ଥିତିର କଲେ ଅନୁଧ୍ୟାନ

ଓଡ଼ିଶା ଭାସ୍କର: କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଏଏସଆଇ ଟିମ୍ । ମନ୍ଦିର ସଂରକ୍ଷଣ ଏବଂ ଗର୍ଭଗୃହର ବାଲିକଢ଼ା ସ୍ଥିତି ନେଇ ଅନୁଧ୍ୟାନ କରିଛି ଏଏସଆଇ ଟିମ୍ । ଏଏସଆଇ ଏଡିଜି ଜାହ୍ନବୀ ଶର୍ମାଙ୍କ ନେତୃତ୍ୱରେ ଏଏସଆଇ ଟିମ୍…

ମାତାଲ ଶିକ୍ଷକ-ଡ୍ରାଇଭର ସାବଧାନ, ମଦ ପିିଇଲେ ଚାଲିଯିବ ଚାକିରି

ହାଇଦ୍ରାବାଦ: ମଦ ପିଇ ସ୍କୁଲ ଆସୁଥିବା ଶିକ୍ଷକ ସାବଧାନ । ନଚେତ ହେବ କାର୍ଯ୍ୟାନୁଷ୍ଠାନ । ସତର୍କ କରାଇଲେ ଗଣଶିକ୍ଷା ମନ୍ତ୍ରୀ । ମଦ ପିଇ ସ୍କୁଲ ଆସିଲେ ଶିକ୍ଷକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ତାଗିଦ…

ବିପଦ ସଂକେତ ଉପରେ ସୁବର୍ଣ୍ଣରେଖାର ଜଳସ୍ତର, ବନ୍ୟାସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବାଲେଶ୍ୱର: ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବାଲେଶ୍ୱରର ୩ଟି ବ୍ଲକରେ ବନ୍ୟା ସ୍ଥିତି ଦେଖାଦେଇଛି । ବାଲିଆପାଳ, ଜଳେଶ୍ୱର ଏବଂ ଭୋଗରାଇରେ ବନ୍ୟା ସ୍ଥିତି ଯୋଗୁ…