Browsing Category
ରାଜ୍ୟ
ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
ଭଞ୍ଜନଗର: ଭଞ୍ଜନଗର ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ବୁଧବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ଵାଇଁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ…
ଲୁହା କଡ଼େଇରେ ମହାପ୍ରସାଦ ପରମ୍ପରା ବିରୋଧୀ: ସୁଆର ମହାସୁଆର ନିଯୋଗ ସଭାପତି
ପୁରୀ: ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରନ୍ଧା ହେଉଛି ମହାପ୍ରସାଦ । ଏହାକୁ ପରମ୍ପରା ବିରୋଧୀ ବୋଲି କହି ସୁଆର ଓ ମହାସୁଆର ନିଯୋଗ ଶ୍ରୀମନ୍ଦିର ପ୍ରଶାସନକୁ ନିଯୋଗ ଚିଠି ଲେଖିଛନ୍ତି । କରୋନା ସମୟରୁ ଲୁହା କଡ଼େଇରେ ରନ୍ଧା…
ଜଣଙ୍କ ପରେ ଜଣଙ୍କର ଜୀବନ ନେଉଛି ସ୍କ୍ରବ୍ ଟାଇଫସ୍, ବରଗଡ଼ ଜିଲ୍ଲାରେ ଲୋକ ଛାନିଆ
ଡରାଇଲାଣି ସ୍କ୍ରବ୍ ଟାଇଫସ୍ । ସ୍କ୍ରବ୍ ଟାଇଫସ୍ ନା ଶୁଣିବା ମାତ୍ରକେ ଛାନିଆ ହେଲେଣି ଲୋକେ । ଡେଙ୍ଗୁ ଭୟ ନଥମୁଣୁ ପୁଣି ଆସି ପହଁଚି ସାରିଛି ସ୍କ୍ରବ୍ ଟାଇଫସ୍ । ଯାହା ଏବେ ବରଗଡ଼ ଜିଲ୍ଲାରେ ଆତଙ୍କ ଖେଳାଉଛି । ଧିରେ…
ରାଜ୍ୟ କ୍ୟାବିନେଟରେ ବଡ ନିଷ୍ପତ୍ତି, ବାପାଙ୍କ ପରେ ଝିଅ ପାଇବେ ସରକାରୀ ଚାକିରି
ଭୁବନେଶ୍ବର: ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ 3ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି ।…
୪୭୬ଜଣଙ୍କୁ ଆଜି ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନର କନ୍ଭେନସନ ସେଣ୍ଟରରେ ଆୟୋଜିତ ହେବାକୁ ଥିବା ନିଯୁକ୍ତି ମେଳାରେ ୪୭୬ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ । ସାଧାରଣ ପ୍ରଶାସନ ଓ ସାଧାରଣ…
ଆଜି 12 ଘଣ୍ଟିଆ ତେଲକୋଇ ବନ୍ଦ, ରାଜରାସ୍ତାରେ ଅଟକି ରହିଛି ଶହ ଶହ ଗାଡି
ତେଲକୋଇ: ଆଜି 12 ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି । ଜଳସେଚନ ପ୍ରକଳ୍ପକୁ ବିରୋଧ କରି 12 ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଅବରୋଧ ମଧ୍ୟ କରାଯାଇଛି । ସମାକୋଇ ଜଳସେଚନ…
ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର
ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୦ଟାରେ ବସିବ ଏହି କ୍ୟାବିନେଟ୍ ବୈଠକ । ଏହି କ୍ୟାବିନେଟ୍ ବୈଠକରେ ଅନେକ…
କୁଚିଣ୍ଡାରେ ଘରୋଇ ବସ୍ ସେବା ଠପ୍, ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବନ୍ଦ ଡାକରା
କୁଚିଣ୍ଡା: କୁଚିଣ୍ଡାରେ ଗଡ଼ିବନି ଘରୋଇ ବସ୍ । ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଅପରପକ୍ଷରେ ଏହି ମାମଲାରେ ପୋଲିସର ହସ୍ତକ୍ଷେପକୁ ବିରୋଧ କରିଛି ବସ୍…
(Video) ଟୁଙ୍ଗୁରୁ weds ବର୍ଷା: ଏକାଠି ହେଲେ ଭାଇରାଲ ଯୋଡ଼ି, ରହିଲା ବର୍ଷାଙ୍କ ଜିଦ୍!
ଓଡ଼ିଶା ଭାସ୍କର: କିଛି ଦିନ ତଳେ ଖୁବ ଚର୍ଚ୍ଚାକୁ ଆସିଥିବା ଭାଇରାଲ ଯୋଡ଼ି ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ମୁଣ୍ଡରେ ମୁକୁଟ, ବେକରେ ଫୁଲ ମାଳ ଆଉ ମଥାରେ ସିନ୍ଦୁର । ଭାଇରାଲ ହେଉଛି…
ପୁରୀ: ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି; ସୁରକ୍ଷା ବଳୟ ଭାଙ୍ଗି ଗଲେ କିପରି?
ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି । ସୁରକ୍ଷା ବଳୟ ଭାଙ୍ଗି କିପରି ଦଧିନଉତି ଉପରକୁ ଚଢ଼ିଲେ ତାହା ଅସ୍ପଷ୍ଟ । ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ । କିପରି ଜାଣି…