Browsing Category

ରାଜ୍ୟ

ଓଡ଼ିଶାରେ ଏହି ତାରିଖରେ ହେବ ଭୋଟ ଗ୍ରହଣ, ଭାରତର ନିର୍ବାଚନ କମିଶନଙ୍କ ଘୋଷଣା

ଭୁବନେଶ୍ୱର: ଭାରତର ନିର୍ବାଚନ କମିଶନ କରିଛନ୍ତି ନିର୍ବାଚନ ତାରିଖ ଘୋଷଣା । ମୋଟ ୭ ଟି ପର୍ଯ୍ୟାୟରେ ହେବ ସାରା ଦେଶରେ ଭୋଟ ଗ୍ରହଣ । ତେବେ ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ମେ’ ୧୩, ମେ’ ୨୦, ମେ’ ୨୫ ଓ…

(Video) ସାଙ୍ଗର ପ୍ରେମ ପାଇଁ ମିଡିଏଟର ହୋଇଥିଲେ…ହେଲେ ଅକାଳରେ ସେହି ସାଙ୍ଗର ପ୍ରେମ ପାଇଁ ଚାଲିଗଲେ

ଭୁବନେଶ୍ୱର: ସାଙ୍ଗର ପ୍ରେମ ପାଇଁ ମିଡିଏଟର ହୋଇଥିଲେ । ପ୍ରେମକୁ ନେଇ ଯୁବକଙ୍କର ପାଖକୁ ବୁଝାଇବାକୁ ଯାଇଥିଲେ । ରାତି ଅଧରେ ଗୋଡ଼ାଇ ଗୋଡ଼ାଇ ହାଣିଲା । ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ହାଣିଲେ । ମିଡିଏଟର ହେଉଥିଲୁ ଏବେ…

(Video) ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟା ଘଟଣା; ପ୍ରତ୍ୟକ୍ଷଦର୍ଶୀ ବଖାଣିଲେ ସେହି ସମୟର ଛାତିଥରା ଦୃଶ୍ୟ

ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ତ୍ରିକୋଣୀୟ ପ୍ରେମକୁ ନେଇ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳ ହତ୍ୟାକାଣ୍ଡ ଘଟଣାରେ ପ୍ରତ୍ୟକ୍ଷଦର୍ଶୀ ବଖାଣିଲେ ସେହି ସମୟର ଛାତିଥରା…

ନିର୍ଦ୍ଧାରିତ ସମୟରେ ଆସିବ ମାଟ୍ରିକ୍ ରେଜଲ୍ଟ, ସୂଚନା ଦେଲେ ମାଟ୍ରିକ ମୂଲ୍ୟାୟନ ବୋର୍ଡ ସଭାପତି

ଭୁୁବନେଶ୍ୱର: ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ୧୪ରୁ ଖାତା ଦେଖା ଆରମ୍ଭ ହୋଇଛି ଯାହା ୨୮ ସୁଦ୍ଧା ସରିବ । ମାଟ୍ରିକ ମୂଲ୍ୟାୟନ ବୋର୍ଡ ପକ୍ଷରୁ ପ୍ରେସ୍ ମିଟ୍ କରାଯାଇ ଏହି ସୂଚନା ଦିଆଯାଇଛି ।…

୧୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର: ନିର୍ବାଚନ ତାରିଖ ପୂର୍ବରୁ ବସିଥିଲା ବୈଠକ

ଭୁବନେଶ୍ୱର: ଆଜି ଅପରାହ୍ନରେ ଘୋଷଣା ହୋଇପାରେ ଓଡ଼ିଶା ବିଧାନସଭା ନିର୍ବାଚନ ତାରିଖ । କିନ୍ତୁ ଏହାପୂର୍ବରୁ ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୋଟ ୧୪ଟି…

ରାଜ୍ୟ କାର୍ଯ୍ୟାଳୟରେ ବିଜେପି କୋର୍ କମିଟି ବୈଠକ; ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ବର ଟୁଡୁ ଉପସ୍ଥିତ

ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ରାଜ୍ୟ କାର୍ଯ୍ୟାଳୟରେ ବିଜେପି କୋର୍ କମିଟି ବୈଠକ । ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ବର ଟୁଡୁ ଉପସ୍ଥିତ ।…

ବରମୁଣ୍ଡା ବସ୍ ଟର୍ମିନାଲକୁ ବସ୍ ବନ୍ଦ: ନୂଆ ନିୟମକୁ ନେଇ ବସ୍ ଷ୍ଟାଣ୍ଡରେ ଉତ୍ତେଜନା

ଭୁବନେଶ୍ୱର: ନିକଟରେ ନୂଆ କରି ନିର୍ମାଣ ହୋଇଛି ବରମୁଣ୍ଡା ବସ୍ ଟର୍ମିନାଲ । ଅତ୍ୟାଦୁନିକ ସେବା-ସୁବିଧା ସହିତ ବରମୁଣ୍ଡା ବସ୍ ଟର୍ମିନାଲ ଏକ ନୂଆ ରୂପ ପାଇଛି । ତେବେ ଆଜି ବସ୍ ଟର୍ମିନାଲ ଭିତରକୁ ବସ୍ ଯିବା ପାଇଁ ବନ୍ଦ…

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି; ଆଚରଣ ବିଧି ଲାଗୁ ପୂର୍ବରୁ ହୋଇପାରେ ବଡ଼ ଘୋଷଣା

ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ଆରମ୍ଭ ହେଲା ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଚଳିତ ସରକାରର ବସିବ ଶେଷ କ୍ୟାବିନେଟ୍। ଏକାଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର । ଶେଷ କ୍ୟାବିନେଟ ଥିବାରୁ…

(Video) ନାଲି କପଡ଼ା ଦେଖାଉଥିଲେ, ତଥାପି ଅଟକିଲାନି ଟ୍ରେନ୍‌… ମେମୁ ଟ୍ରେନ୍‌ରେ କଟି ଛାତ୍ରଙ୍କ ମୃତ୍ୟୁ

ବାରିପଦା: ଦୁଇଜଣ ଛାତ୍ର ଟ୍ରେନ୍ ଅଟକାଉଥିଲେ । ଦୂରରୁ ଲାଲ କପଡା ଦେଖାଉଥିଲେ । ହେଲେ ଅଟକିଲାନି ଟ୍ରେନ୍ । ଯେମିତି ଆସୁଥିଲା, ସେମିତି ମାଡିଗଲା । ଦୂରରୁ ଆସୁଥିଲା ଟ୍ରେନ୍ । ଆଉ ସାମ୍‌ନା ପଟରୁ ଟ୍ରେନ୍‌କୁ…

ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା; ପୂର୍ବତନ ପ୍ରେମିକ ସହ ମିଶି ପ୍ରେମିକା କରିଥିଲା ମାଷ୍ଟରପ୍ଲାନ୍

ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ତ୍ରିକୋଣୀୟ ପ୍ରେମକୁ ନେଇ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଚାଞ୍ଚଲ୍ୟ । ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ ଖଣ୍ଡାରେ ହାଣି…