Browsing Category
ରାଜ୍ୟ
IPL 2024 Auction: ମେଗା ନିଲାମୀରେ ଏହି ଭାରତୀୟ ଖେଳାଳିଙ୍କ ଉପରେ ହେବ ଟଙ୍କା ବର୍ଷା, ଭାଙ୍ଗିପାରେ ସମସ୍ତ ରେକର୍ଡ, ଜାଣନ୍ତୁ..
ଓଡିଶା ଭାସ୍କର: ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାକୁମ୍ଭ ଆଇପିଏଲର ପ୍ରସ୍ତୁତି । ପ୍ରସ୍ତୁତି ଆରମ୍ଭ କରୁଛନ୍ତି ଫ୍ରାଞ୍ଜାଇଜ । ସେମାନେ ବଡ ବଡ ତଥା ଷ୍ଟାର ଖେଳାଳିଙ୍କୁ କେମିତି ନିଜ ଦଳରେ ସାମିଲ କରିବେ ସେଥିପାଇଁ…
Video; ଗାଳୁଛି ଅନର୍ଗଳ ବର୍ଷା… ଭୋର୍ ସମୟରେ ଓଦା ସର ସର ହୋଇ ସିଂହଦ୍ୱାର ଆଗରେ କାହିଁକି ଶୋଇ ରହିଛନ୍ତି ଏହି ମହିଳା?
ପୁରୀ: (ଓଡ଼ିଶା ଭାସ୍କର) ଗାଳୁଛି ଢୁ ଢୁ ବର୍ଷା । ବଡଦାଣ୍ଡରେ କିଏ ଏହି ମହିଳା? ସିଂହଦ୍ୱାର ଆଗରେ ଲମ୍ବ ହୋଇ ଶୋଇଛନ୍ତି । ଏତେ ବର୍ଷାରେ ଏମିତି କାହିଁକି କରୁଛନ୍ତି? ଚକ୍ ଚକ୍ ବିଜୁଳି ସାଙ୍ଗକୁ ଘଡଘଡିରେ କାନ…
ରାକ୍ଷୀ ପୂର୍ଣ୍ଣମୀରେ ଭଉଣୀକୁ ମାରିଦେଲା ଭାଇ; ମିଛ ହେଲା ପ୍ରତିଶ୍ରୁତି, ମର୍ଯ୍ୟାଦା ହରାଇଲା ପବିତ୍ର ରାକ୍ଷୀ
ବ୍ରହ୍ମପୁର: (ଓଡ଼ିଶା ଭାସ୍କର) ବଡ଼ବଜାର ଥାନା ନିକଟରୁ ଆସିଲା ସାଙ୍ଘାତିକ ଖବର । ରାକ୍ଷୀ ପୂର୍ଣ୍ଣମୀରେ ଭଉଣୀକୁ ମାରିଦେଲା ଭାଇ । ସମ୍ପର୍କୀୟ ଭାଇର ଛୁରାମାଡ଼ରେ ଭଉଣୀ ମୃତ । ବଡ଼ବଜାର ଥାନା ସପ୍ତମ ଗଳିରେ ଘରେ…
ରାଜ୍ୟରେ ପୁଣି ହେବ ଆଳୁ ସଂକଟ!, ଯେତିକି ଆଳୁ ଅଛି ମାତ୍ର ୩ ଦିନ ଯିବ; ରାଜ୍ୟ ବ୍ୟବସାୟୀ ମହାସଂଘ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ ପୁଣି ଦେଖା ଦେଇପାରେ ଆଳୁ ସଂକଟ । କିଛିଦିନ ହେବ ସ୍ଥିତି ଟିକିଏ ସୁଧୁରି ଆସିବା ବେଳକୁ ପୁଣି ବିଗିଡ଼ିବାକୁ ବସିଲାଣି ରାଜ୍ୟର ଆଳୁ ସମସ୍ୟା । ବର୍ତ୍ତମାନ ରାଜ୍ୟରେ ଯେତିକି…
ଆଖି ବୁଜିଲା ଦନ୍ତାହାତୀ ରାମୁ: ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ଅନୁମାନ
ଖୋର୍ଦ୍ଧା: ଖୋର୍ଦ୍ଧା ବନବିଭାଗ ତରଫରୁ ଆସିଛି ଏକ ଦୁଃଖଦ ଖବର । ଖୋର୍ଦ୍ଧା ଜିଲ୍ଲାର ସବୁଠୁ ବଡ଼ ଦନ୍ତାହାତୀ ରାମୁର ମୃତ୍ୟୁକୁ ନେଇ ସୂଚନା ଦେଇଛି ବନବିଭାଗ । ଚନ୍ଦକା ଡମପଡ଼ା ବନଖଣ୍ଡ ଭରତପୁର ଅଭୟାରଣ୍ୟରୁ ରାମୁର…
ରାଜ୍ୟରେ ଡେଙ୍ଗୁ ଆତଙ୍କ: ଦୁଇ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଏହି ସ୍ଥାନରେ ସର୍ବାଧିକ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟକୁ ଡେଙ୍ଗୁ ଭୟ ଘାରିଛି । ଚଳିତ ବର୍ଷ ଡେଙ୍ଗୁରେ ଅନେକ ରୋଗୀଙ୍କ ଜୀବନ ଯାଉଥିବା ଅଭିଯୋଗ ହେଉଥିଲେ ହେଁ ସରକାରୀ ଭାବେ ଡେଙ୍ଗୁରେ କାହାର ମୃତ୍ୟୁ ହୋଇ ନଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ।…
ଆସନ୍ତା ବର୍ଷରୁ ଛାତ୍ର ସଂସଦ ନିର୍ବାଚନ, ଆଇନ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ଆସନ୍ତା ବର୍ଷରୁ ହେବ ଛାତ୍ର ସଂସଦ ନିର୍ବାଚନ । ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି କରାଯିବ । ଛାତ୍ର ସଂସଦ…
ରାଜ୍ୟକୁ ଫେରିବେ ପ୍ରବାସୀ ଓଡ଼ିଆ ଶ୍ରମିକ, ପ୍ରତିଶ୍ରୁତି ଦେଲେ ଶ୍ରମମନ୍ତ୍ରୀ
ଓଡ଼ିଶା ଭାସ୍କର: ବାଂଲାଦେଶରେ ଲାଗି ରହିଥିବା ହିଂସା ଥମିବାର ନାଁ ଧରୁନି । ଏଥିମଧ୍ୟରେ ସେଠାରେ ହିଂସାର ଶିକାର ହେଉଥିବା ପ୍ରବାସୀ ଶ୍ରମିକଙ୍କୁ ତୁରନ୍ତ ରାଜ୍ୟକୁ ଫେରାଇଆଣିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର ।…
ରାଜ୍ୟରେ ଆଉ ଦୁଇ ଦିନ ପ୍ରବଳ ବର୍ଷା: ଆସନ୍ତାକାଲି ପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳ ୮ଟା ୩୦ ଯାଏଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ…
ପିଏମ୍ ଆବାସ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ଅଧିକ ଟଙ୍କା, ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସୂଚନା
ନୂଆଦିଲ୍ଲୀ: ଖୁସିଖବର। ପିଏମ୍ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଅଧିକ ଟଙ୍କା ମିଳିବ। ହିତାଧିକାରୀଙ୍କୁ ୧ ଲକ୍ଷ ୮୦ ହଜାର ଟଙ୍କା ମିଳିବ। ସୂଚନା ମୁତାବକ, ପୂର୍ବରୁ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା…