Browsing Category

ରାଜ୍ୟ

ପାଣ୍ଡିଆନଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ, ହେଲିକପ୍ଟର ବୁଲାକୁ ନେଇ ହେବ ତଦନ୍ତ: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହିରିଚନ୍ଦନ

ଭୁବନେଶ୍ୱର: ନୂତନ ସରକାରରେ ପୁଣି ଥରେ ଭିକେ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ହେଉଛି । ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାକୁ ନେଇ ତଦନ୍ତ ହେବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଇନ…

OJEE ପକ୍ଷରୁ ସୂଚନା: MBBS ଓ BDS ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ଆରମ୍ଭ ହେଲା ରେଜିଷ୍ଟ୍ରେସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏମବିବିଏସ ଓ ବିଡିଏସ ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ଗତ ୧୦ ତାରିଖ ଠାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଏହି ପଞ୍ଜିକରଣ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ…

କିଏ ପାଇବେ ‘ସୁଭଦ୍ରା’, କିଏ ବାଦ୍ ପଡ଼ିବେ? ସ୍ୱାଧୀନତା ଦିବସରେ ଜାରି ହେବ SOP

ଭୁବନେଶ୍ୱର: ଚଳିତବର୍ଷ ଅଗଷ୍ଟ ୧୫ ତାରିଖରେ ପାଳନ ହେବ ୭୮ତମ ସ୍ୱାଧୀନତା ଦିବସ । ଏହିଦିନ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ତରପରୁ ସାରା ଓଡ଼ିଶାର ମା’-ଭଉଣୀମାନଙ୍କୁ ମିଳିବ ବଡ଼ ଉପହାର । ସ୍ୱାଧୀନତା ଦିବସ ଅବସରରେ ଜାରି…

ସୁଲଭ ଦରରେ ଆଳୁ ଯୋଗାଇଲେ ରାଜ୍ୟ ସରକାର , ଜାଣନ୍ତୁ ୧୦୦ ଟଙ୍କାରେ କେତେ କିଲୋ ?

ଭୁବନେଶ୍ୱର : ରାଜ୍ୟରେ ଗ୍ରାହକମାନଙ୍କୁ ସୁଲଭ ଦରରେ ଆଳୁ ଯୋଗାଇ ଦେବାପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଗ୍ରାହକମାନଙ୍କୁ ୧୦୦ ଟଙ୍କାରେ ୩ କିଲୋଗ୍ରାମ୍‍ ଆଳୁ ଯୋଗାଇ…

ଜମ୍ମୁ-କଶ୍ମୀରରେ ୨ ଯବାନ ସହିଦ, ଲାଗି ରହିଛି ଆତଙ୍କବାଦୀଙ୍କ ଅନୁପ୍ରବେଶ, କୋକେରନାଗ ସାଜିଛି କାଳ!

ଓଡିଶା ଭାସ୍କର: ଜମ୍ମୁ-କାଶ୍ମୀରସ୍ଥିତ ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ଭୀଷଣ ଆକ୍ରମଣରେ ଭାରତର ୨ ଯବାନ ସହିଦ ହୋଇଛନ୍ତି । ତାହାସହ ଜଣେ ଭାରତୀୟ ଯବାନ ମଧ୍ୟ ଗୁରୁତର ହୋଇଛନ୍ତି । ଏହାବାଦ ଏହି ଆତଙ୍କବାଦୀ…

ରାକ୍ଷୀ, ତିଳକ, ମେହେନ୍ଦୀକୁ ମନା କରିପାରିବେ ନାହିଁ… ପର୍ବପର୍ବାଣୀରେ ସ୍କୁଲରେ ହେବନି ପକ୍ଷପାତିତା 

ଓଡ଼ିଶା ଭାସ୍କର: ସ୍କୁଲରେ ପାଳନ ହେଉଥିବା ବିଭିନ୍ନ ପର୍ବପର୍ବାଣୀରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୌଣସି ପାନ୍ତର-ଅନ୍ତର କରାଯିବ ନାହିଁ । ପିଲାମାନଙ୍କ ମଧ୍ୟରେ କୌଣସି ପକ୍ଷପାତିତା ହେବନାହିଁ ବୋଲି ଆଶ୍ୱସ୍ତି ମିଳିଛି…

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଆରଏସଏସ ମୁଖ୍ୟ: ଦେଶର ସାମ୍ପ୍ରତିକ ପରିସ୍ଥିତି ସହ ସଂଘର ବିଭିନ୍ନ ପ୍ରସଙ୍ଗ ଆଲୋଚିତ

ପୁରୀ: ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଆରଏସଏସର ମୁଖ୍ୟ ଡକ୍ଟର ମୋହନ ଭାଗବତ ପୁରୀ ଗୋବର୍ଦ୍ଧନ ପୀଠରେ ଭେଟିଛନ୍ତି । ଏଥିସହ ସେ ଆରଏସଏସର ବିଭିନ୍ନ କାର୍ଯ୍ୟକ୍ରମ ସହ ଦେଶର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲେଚନା…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ! ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ଝାରସୁଗୁଡ଼ା, ସୁନ୍ଦରଗଡ଼…

କେନ୍ଦ୍ର କ୍ୟାବିନେଟରେ ରାଜ୍ୟ ପାଇଁ ୬ଟି ରେଳ ପ୍ରକଳ୍ପ ପାରିତ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଓଡ଼ିଶାର ବିକାଶ ତଥା ଆର୍ଥିକ ଉନ୍ନତି ପାଇଁ ବଡ଼ ଉପହାର ଦେଇଛି କେନ୍ଦ୍ର । କେନ୍ଦ୍ର କ୍ୟାବିନେଟରେ ଓଡ଼ିଶା ପାଇଁ ୬ଟି ରେଳ ପ୍ରକଳ୍ପ ପାରିତ ହୋଇଛି । ଓଡ଼ିଶାର ରେଳ ଇତିହାସରେ ପ୍ରଥମ ଥର ପାଇଁ ୧୫ ହଜାର ୪…

Video; ହଠାତ୍ ପୁରୀ ସମୁଦ୍ରରେ ଲାଗିଲା ୫ ଯୁଦ୍ଧ ଜାହାଜ, ସାଇରନ୍ ଶୁଣି ଭୟରେ ଦୌଡ଼ି ପଳାଇଗଲେ ପର୍ଯ୍ୟଟକ

ପୁରୀ: (ଓଡ଼ିଶା ଭାସ୍କର) ପୁରୀ ସମୁଦ୍ରରେ ବିରାଟ ବିରାଟ ଯୁଦ୍ଧ ଯାହାଜ ଦେଖି ସବୁ ଭୟରେ। ଜଗନ୍ନାଇ ଧାମରେ ଲାଗିଲା ଭାରତୀୟ ନୌସେନାର ଯାହାଜ। ଭୟରେ ସମୁଦ୍ର ବହାରକୁ ଚାଲି ଆସିଲେ ପର୍ଯ୍ୟଟକ। କଣ ପାଇଁ ଆସିଛି କେହି…