Browsing Category
ରାଜ୍ୟ
ବଢ଼ିଲା ବନ୍ୟା ଜଳସ୍ତର: ହୀରାକୁଦରେ ଖୋଲିଲା ଆଉ ୬ଟି ଗେଟ୍, ବନ୍ୟା ଆଶଙ୍କା ନେଇ ୧୦ ଜିଲ୍ଲାପାଳଙ୍କୁ ସତର୍କ ନିର୍ଦ୍ଦେଶ ଦେଲେ SRC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇଥିଲା । ସେଥିପାଇଁ ଡ୍ୟାମର ଆଉ ୬ଟି ଗେଟକୁ ଖୋଲାଯାଇଛି । ବର୍ତ୍ତମାନ ମୋଟ ୧୪ଟି ଗେଟ ଦେଇ ବନ୍ୟାଜଳ…
ରାଜ୍ୟରେ ୫ ଦିନ ଯାଏଁ କମିବ ବର୍ଷା, ବିକ୍ଷିପ୍ତ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷିପାରେ !
ଓଡିଶା ଭାସ୍କର: ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ବର୍ଷା କମିପାରେ ବୋଲି ଜଣା ପଡିଛି । କେବଳ କାଭାଁ ବର୍ଷା ହୋଇପାରେ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହା ଜଣାଇଛନ୍ତି । ମୌସୁମୀର…
(Video) ଅଲିମ୍ପିକ୍ସରେ ଭାରତୀୟ ହକି ଟିମର ବିଜୟକୁ ନେଇ ଭାବବିହ୍ୱଳ ହେଲେ ନବୀନ ପଟ୍ଟନାୟକ, ଜାଣନ୍ତୁ କ’ଣ କହିଲେ
ଭୁବନେଶ୍ୱର: ଭାରତୀୟ ହକି ଟିମ ଲଗାତାର ଦ୍ୱିତୀୟଥର ଅଲିମ୍ପିକ ଖେଳରେ କାଂସ୍ୟ ପଦକ ହାସଲ କରିଛି। ଶୁକ୍ରବାର ଦିନ ପ୍ୟାରିସ ଅଲିମ୍ପିକ ୨୦୨୪ରେ ବ୍ରୋଞ୍ଜ ମେଡାଲ ପାଇଁ ହୋଇଥିବା ମ୍ୟାଚରେ ଭାରତୀୟ ହକି ଟିମ ସ୍ପେନର ଟିମକୁ…
ବାଙ୍କୀରେ ପ୍ରବେଶ କଲା ମହାନଦୀର ପ୍ରଥମ ବନ୍ୟାଜଳ, ଚିନ୍ତାରେ ଚାଷୀ
କଟକ: ବାଙ୍କୀରେ ପ୍ରବେଶ କରିଛି ମହାନଦୀର ପ୍ରଥମ ବନ୍ୟାଜଳ। ବିଲିପଡ଼ା-ତାଳବସ୍ତ ରାସ୍ତାରେ ୩ଫୁଟର ବନ୍ୟାଜଳ ଜମିଛି। ଏଥିସହ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ବିଲିପଡା, ତାଳବସ୍ତ, ବରହମପୁର ପଞ୍ଚାୟତ ଚାଷଜମିରେ…
ମଧ୍ୟାହ୍ନ ଭୋଜନରେ ଝିଟିପିଟି ! ସ୍କୁଲ ପିଲାଙ୍କ ଜୀବନ ସହ ଖେଳ
ସୋର: ପୁଣି ଚର୍ଚ୍ଚାରେ ମଧ୍ୟାହ୍ନ ଭୋଜନ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ଶିରାପୁର ଉଦୟନାରାୟଣ ନୋଡାଲ ସ୍କୁଲରେ ଅଘଟଣ । ମଧ୍ୟାହ୍ନ ଭୋଜନ ଖାଇ ପ୍ରାୟ ୧୦୦ ପିଲା ଅସୁସ୍ଥ ହୋଇପଡ଼ିଥିବା ଘଟଣା ସାମ୍ନାକୁ ଆସିଛି । ତେବେ…
Video; କେତେ ସୁରକ୍ଷିତ ଆମ ଡାକ୍ତରଖାନା, ୱାର୍ଡରେ ଶୋଇଥିବା ବେଳେ ପ୍ୟାଣ୍ଟ ଭିତରେ ପଶି କାମୁଡିଦେଲା ସାପ
କେନ୍ଦୁଝର: (ଓଡ଼ିଶା ଭାସ୍କର) ମେଡିକାଲ ବେଡରେ ଶୋଇଥିଲେ, ପ୍ୟାଣ୍ଟ ଭିତରେ ପଶି କାମୁଡ଼ିଦେଲା ସାପ । ସୁସ୍ଥ ହେବାକୁ ଯାଇଥିଲେ ଆହୁରି ସଂଙ୍ଗୀନ ହୋଇଗଲେ, ମେଡିକାଲ ୱାର୍ଡରେ ଶୋଇଥିବା ବେଳେ କାମୁଡ଼ି ଦେଲା ଚିତି ସାପ ।…
(Video) ଆସିଗଲା ବଡ଼ ଅଫର! ରାଜଧାନୀରେ ମାତ୍ର ୨୦ ଟଙ୍କାରେ ମିଳୁଛି କେଜିଏ ଆଳୁ, ପଲିଥିନ୍ ଓ ବ୍ୟାଗ ଧରି ଦୌଡ଼ିଲେ ଲୋକେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଆଳୁ ଦରକୁ ମନରେ ଏକ ଶକ୍ତ ଝଟକା ଲାଗି ଯାଉଛି । କିଛିଦିନ ତଳେ ମାତ୍ର ୨୦-୨୫ ଟଙ୍କାରେ ୧ କେଜି ଆଳୁ ମିଳୁଥିବା ବେଳେ ଏବେ ଆଳୁ ଦର ହ୍ରାସ ପାଇଁ ସରକାର, ବେପାରୀ ଓ…
ଦେଶରେ ପ୍ରଥମ: ରାଜଧାନୀର ମଞ୍ଚେଶ୍ୱରରେ ଖୋଲିଲା ‘ଶସ୍ୟ ଏଟିଏମ୍’, ଉଦଘାଟନ କଲେ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ସାଧାରଣ ଭାବେ ଏଟିଏମରୁ ଟଙ୍କା ବାହାରୁଥିବା କଥା ସମସ୍ତେ ଜାଣିଛନ୍ତି । ମାତ୍ର ଏଣିକି ଏଟିଏମରୁ ଶସ୍ୟ ବାହାରିଯିବ । ଏହି କ୍ରମରେ…
ବସ୍-ଟ୍ୟାଙ୍କର ଧକ୍କାରେ ୧୦ ଜଣ ଗୁରୁତର
ମାର୍ଶାଘାଇ: ହଜାରୀ ଛକରେ ବସ୍ ଓ ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୧୦ଜଣ ବସ୍ ଯାତ୍ରୀ ଗୁରୁତର ଅଛନ୍ତି। ଦୁର୍ଘଟଣା ଘଟିବା ମାତ୍ରେ ସଙ୍ଗେ ସଙ୍ଗେ ଏହି ଗୁରୁତରଙ୍କୁ…
IAS ସ୍ତରରେ ଅଦଳବଦଳ: ରାଜ୍ୟର ୨୦ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ଦାୟିତ୍ୱ, ବଦଳିଲେ ୪ ବରିଷ୍ଠ OAS ଅଧିକାରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟର ୨୦ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ୪ ଜଣ ବରିଷ୍ଠ…