Browsing Category

ରାଜ୍ୟ

ରାଜ୍ୟରେ ବଜ୍ରପାତ, ସଡକ ଦୁର୍ଘଟଣାରେ ଅଧିକ ଜୀବନ ଯାଉଛି, ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ବର- ରାଜ୍ୟରେ ବଜ୍ରପାତ ଓ ସଡକ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଦୁଇ ଦୁର୍ଘଟଣା ଉଦବେଗର କାରଣ ହୋଇଛି । ଆଜି ଗୃହରେ ପରିବହନ ମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରଙ୍କ ରିପୋର୍ଟରୁ ଏହା…

OUATରେ ରାଷ୍ଟ୍ରପତି, ପ୍ରାକୃତିକ ଓ ଜୈବିକ କୃଷିକୁ ପ୍ରୋତ୍ସାହନା ଦେବାକୁ ଦେଲେ ଆହ୍ୱାନ

ଭୁବନେଶ୍ୱର- ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କ ଓଡିଶା ଗସ୍ତର ତୃତୀୟ ଦିନରେ ସେ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଅତୀତରେ ଓୟୁଏଟିରେ ଶିକ୍ଷାଗ୍ରହଣ…

‘ଦଖଲ ହୋଇଥିବା ଆଦିବାସୀ ଜମିକୁ କରାଯିବ ବେଆଇନ ଘୋଷଣା’, ବିଧାନସଭାରେ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ଆଜିର ବିଧାନସଭା ପ୍ରଶ୍ନ କାଳ ସମୟରେ ଆଦିବାସୀ ଜମି ହଡପ ପ୍ରସଙ୍ଗରେ ପ୍ରଶ୍ନ ଉଠିଛି। ଏହି ପ୍ରଶ୍ନ ବିଜେପି ବିଧାୟକ ଭାସ୍କର ମଢେଇ କରିଛନ୍ତି। ଏହି ପ୍ରଶ୍ନରେ ସେ ପଚାରିଛନ୍ତି ଯେ, ଆଦିବାସୀଙ୍କ ଜମି ହଡପ…

(Breaking news) ସବୁ ଶିକ୍ଷାନୁଷ୍ଠାନକୁ ମିଳିବ ଜମି, କହିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକ ପାଇଁ ଆସୁଛି ଖୁସି ଖବର । ରାଜ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ରାଜ୍ୟ ସରକାର ଯୋଗାଇଦେବେ ଜମି ପଟ୍ଟା । ଏହି କାମ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ଆଜି…

ରାଜଧାନୀରେ ଚଳନ୍ତା କାରରେ ଲାଗିଲା ନିଆଁ

ଭୁବନେଶ୍ୱର: ପୁଣି ରାଜଧାନୀରେ ଦେଖିବାକୁ ମିଳିଛି ଏକ ଭୟାବହ ଦୃଶ୍ୟ । ଭୁବନେଶ୍ୱର କୋର୍ଟ ନିକଟରେ ଏକ ଚଳନ୍ତା କାରରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଛି । କାରରେ ଥିବା ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି । ଖବର…

Breaking: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ରାଣୀ, ଗର୍ଭାଶୟ ସଂକ୍ରମଣରେ ଥିଲା ଆକ୍ରାନ୍ତ

ସମ୍ବଲପୁର: ସମ୍ବଲପୁର ପ୍ରାଣୀ ଉଦ୍ୟାନରେ କଲରାପତରିଆ ବାଘର ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ବାଘ ରାଣୀର ମୃତ୍ୟୁ ଘଟିଛି । ଗର୍ଭାଶୟ ସଂକ୍ରମଣରେ ଆକ୍ରାନ୍ତ ରାଣୀର ଚାଲିଥିଲା ଚିକିତ୍ସା । ଗତମାସରେ ରାଣୀକୁ କମନ…

Breaking: ଆଳୁ କିଲୋ ୨୮, ଉତ୍ତର ପ୍ରଦେଶରୁ ଆସିଛି ୩୫ ଟନ୍ ଆଳୁ

କଟକ: କଟକ ଛତ୍ରବଜାରେ ଆଳୁ ଦର କମିଛି । କିଲୋ ପିଛା ୫ ଟଙ୍କା କମିଲା ଆଳୁ । ଖୁଚୁରା ଦୋକାନରେ ଆଳୁ କିଲୋ ୩୫ ଟଙ୍କା ଥିବାବେଳେ, ହୋଲେସେଲ ଦର ରହିଛି ୨୮ ଟଙ୍କା । ଏ ନେଇ ଛତ୍ରବଜାର ବ୍ୟବସାୟୀ ସଂଘ ସଭାପତି ସୂଚନା…

Breaking: ଜାଣିଶୁଣି ମନୁଷ୍ୟକୃତ ଅଭାବ ସୃଷ୍ଟି କରାଯାଇଛି, କମିବ ଆଳୁ ମୂଲ୍ୟ , ସରକାରଙ୍କୁ ବଦନାମ କରିବାର ଚେଷ୍ଟା….

ଭୁବନେଶ୍ୱର: ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଜାଣିଶୁଣି ମନୁଷ୍ୟକୃତ ଅଭାବ ତିଆରି କରାଯାଇଛି । ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆଳୁ…

ରେଳ ଷ୍ଟେସନରୁ ୫୮କେଜି ରୁପା ଜବତ, ଚାଲାଣକାରୀଙ୍କୁ ଧରିଲା ପୋଲିସ

ରାଉରକେଲା: ଦିନକୁ ଦିନ ସୁନା, ରୂପା ଅଳଙ୍କାର ଚୋରୀ, ଛିନତାଇ ଭଳି ଘଟଣା ସାମ୍ନାକୁ ଆସୁଛି । ଗୋଟିଏ ପଟେ ଚୋର ଓ ଲୁଟେରାମାନେ ପୋଲିସର ନିଦ ହଜାଇଥିବା ବେଳେ ଅନ୍ୟପଟେ ପୋଲିସ ସବୁବେଳେ ସଜାଗ ରହି ଆସୁଛି । ଏଥିମଧ୍ୟରେ…

ବିପଦରେ ଭୁବନେଶ୍ୱରବାସୀ! ପ୍ରଶ୍ୱାସରେ ନେଉଛନ୍ତି ବିଷାକ୍ତ ଗ୍ୟାସ, ପ୍ରଦୂଷଣରେ ଦିଲ୍ଲୀକୁ ପଛରେ ପକାଇଛି ସ୍ମାର୍ଟସିଟି

(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର, ଓଡ଼ିଶାବାସୀଙ୍କ ରୋଜଗାରର ପେଣ୍ଠସ୍ଥଳ । ଭୁବନେଶ୍ୱରର ରୂପରେଖ ବଦଳିଯାଇଛି କିନ୍ତୁ ସହରର ସ୍ଥିତି ବିଗିଡ଼ିଯାଇଛି । ପ୍ରଦୂଷଣରେ ଦିଲ୍ଲୀଠାରୁ ଟପିଗଲା ଭୁବନେଶ୍ୱର । ଦେଶର ୨୫ଟି…