Browsing Category

ରାଜ୍ୟ

କମିଶନରେଟ୍ ପୋଲିସ କବ୍‌ଜାରେ ବନ୍ଧୁକ ସପ୍ଲାଇ ଗ୍ୟାଙ୍ଗ; କ୍ରାଇମ ସିଣ୍ଡିକେଟ୍ ମୁଖ୍ୟ ରଶ୍ମି ସମେତ ୬ ଗିରଫ

ଓଡ଼ିଶା ଭାସ୍କର : (ଓଡ଼ିଶା ଭାସ୍କର) କମିଶନରେଟ୍ ପୋଲିସ କବ୍‌ଜାରେ ବନ୍ଧୁକ ସପ୍ଲାଇ ଗ୍ୟାଙ୍ଗ, କ୍ରାଇମ ସିଣ୍ଡିକେଟ୍ ମୁଖ୍ୟ ରଶ୍ମି ସମେତ ୬ ଗିରଫ । ସୂଚନା ଅନୁସାରେ ବାଲିଅନ୍ତା ପୋଲିସ ଓ ସ୍ପେଶାଲ୍ ସ୍କ୍ୱାଡ୍‌ର…

ସାମ୍ନାକୁ ଆସିଲା ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ ; ମୃତ୍ୟୁ ପୂର୍ବରୁ …

ଭୁବନେଶ୍ୱର : ସାମ୍ୱାଦିକା ମଧୁମିତା ପରିଡ଼ାଙ୍କ ମୃତ୍ୟୁ ଘଟଣାରେ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ମୃତ୍ୟୁ ପୂର୍ବରୁ ମଧୁମିତାଙ୍କ ଦେହରେ ରହିଛି ଏକାଧିକ କ୍ଷତ। ଅର୍ଥାତ ଟ୍ରେନ୍ ଆଗକୁ ଡେଇଁବା ପରେ କିଛି ବାଟ ଘୋଷାଡ଼ି…

ଅତ୍ୟାଧୁନିକ ଉପକରଣରେ ହେବ ରତ୍ନଭଣ୍ଡାର ମରାମତି କାମ: ତଦାରଖ କମିଟି ବୈଠକରେ ନିଷ୍ପତ୍ତି

ପୁରୀ: ଆଜି ରତ୍ନଭଣ୍ଡାର ମରାମତିକୁ ନେଇ ତଦାରଖ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଅନ୍ୟ କମିଟି…

ଅଲମ୍ପିକ୍ସରେ ଭାରତକୁ ଆଜି ମିଳିପାରେ ୩ ସ୍ୱର୍ଣ୍ଣ, ଜାଣନ୍ତୁ ଆଜିର ପୂରା ଦିନର ଖେଳସୂଚୀ

ଓଡିଶା ଭାସ୍କର: ପ୍ୟାରିସ ଅଲମ୍ପିକ୍ସରେ ଗତକାଲି ଭାରତକୁ ତାହାର ପ୍ରଥମ ପଦକ ମିଳିସାରିଛି । ମହିଳା ସୁଟର ଏହି ପଦକ ଭାରତ ପାଇଁ ଜିତିଛନ୍ତି । ଯାହା କାଂସ୍ୟ ଭାବରେ ଆସିଛି । ଏହିକ୍ରମରେ ଭାରତକୁ ଆଜି ଗୋଟିଏ କିମ୍ବା ୨…

ଭିଜିଲାନ୍ସ ଜାଳରେ ଅବକାରୀ କମିଶନର, ବାସଭବନ ଓ ଅଫିସ ସହ ଏକକାଳୀନ ୧୦ଟି ସ୍ଥାନରେ ରେଡ୍

ଓଡ଼ିଶା ଭାସ୍କର: ଭିଜିଲାନ୍ସ ଜାଲରେ ଅବକାରୀ ଯୁଗ୍ମ କିମିଶନର । ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରିଥିବା…

୩୧ ସୁଦ୍ଧା ଆଉ ଏକ ଘୂର୍ଣ୍ଣିବଳୟ, ୨୪ ଘଣ୍ଟା ପାଇଁ ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆସନ୍ତା ୩୧ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଆଉଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଜ୍ଞାନୀ ସଞ୍ଜୟ ଦ୍ୱିବେଦୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଘୂର୍ଣ୍ଣିବଳୟ…

କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର, ମହିଳା କାଉଡ଼ିଆ ମୃତ, ୨ ଜଣ ଗୁରୁତର

ନିଶ୍ଚିନ୍ତକୋଇଲି: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ବୋଲ ବମ୍ ନାରାରେ କମ୍ପୁଛି ବିଭିନ୍ନ ଶୈବ ପୀଠ । ମହାଦେବଙ୍କ ଜଳଲାଗି କରି ମନସ୍କାମନା ପୂରଣ ପାଇଁ ବିଭିନ୍ନ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥାଏ…

ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ବସ୍, ୧୩ ଆହତ

ବସ୍ତା: ବାଲେଶ୍ୱର ଜିଲ୍ଲା ସିଂଲା ଥାନା ପୁଟୁରା ଛକ ନିକଟରେ ଏକ ବସ୍ ଦୁର୍ଘଟଣା ଘଟିଯାଇଛି । ବାଲିଆପାଳରୁ ବାଲେଶ୍ୱର ଯାଉଥିବା ଏହି ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଇଥିଲା । ଏହି ବସ୍ ଦୁର୍ଘଟଣାରେ…

ମଞ୍ଚେଶ୍ୱର ଷ୍ଟେସନରେ ଲାଇନ୍‌ଚ୍ୟୁତ୍ ହେଲା ମାଲବାହୀ ଟ୍ରେନ୍‌, ଟ୍ରାକରୁ ଖସିଲା ୮ଟି ବଗି

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱରରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ରେଲୱେ ଷ୍ଟେସନ ଲେବୁଲ କ୍ରସିଂ ନିକଟରେ ଟ୍ରେନ୍ ଲାଇନ୍‌ଚ୍ୟୁତ୍ ହୋଇଥିଲା । ତେବେ ଏହି ଦୁର୍ଘଟଣାରେ…

ଖାଉଟିକୁ ଡରାଉଛି ଆଳୁଦର, କୃତ୍ରିମ ଅଭାବ ଯୋଗୁଁ ଖାଉଟି କଲବଲ, ରାଜ୍ୟବ୍ୟାପି ଗୋଟିଏ ଚିନ୍ତା କେବେ କମିବ!

ଓଡିଶା ଭାସ୍କର: ସାରା ରାଜ୍ୟରେ ଖାଉଟି ମନରେ ଗୋଟିଏ ଚିନ୍ତା, କେବେ କମିବ ଆଳୁଦର । କେଉଁଠି କିଲୋପିଛା ୪୦ ଟଙ୍କା ଅଛି ତ ପୁଣି କେଉଁଠି ଅର୍ଦ୍ଧଶତକ ହାସିଲ କରିଛି ଆଳୁ । ରାଜଧାନୀ ଭୁବନେଶ୍ୱର, ବାଲେଶ୍ୱର ବ୍ରହ୍ମପୁରରେ…