Browsing Category
ରାଜ୍ୟ
କେବେ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ? କାଲି ଦିନ ୧୧ ଟାରେ ବସିବ ବୈଠକ!
ଓଡ଼ିଶା ଭାସ୍କର: ଦୀର୍ଘ ବର୍ଷର ଅପେକ୍ଷା ପରେ ଖୋଲିଛି ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର । ଭଣ୍ଡାର ଭିତରେ ଥିବା ମହାପ୍ରଭୁଙ୍କ ସମସ୍ତ ରତ୍ନ ଅଳଙ୍କାର ବାହାର କରିବା ପରେ ଏହାର ମରାମତି କାର୍ଯ୍ୟକୁ ନେଇ ଆଲୋଚନା ହେବ ।…
ଭଗବତ ଗୀତା ସାଜିଲା ମନୁଙ୍କ ସଫଳତା, ଅଲମ୍ପିକ୍ସ କାଂସ୍ୟ ଜିତିବାରେ କେମିତି କରିଥିଲା ସାହାଯ୍ୟ, ପଢନ୍ତୁ ଏ ରିପୋର୍ଟ
ଓଡିଶା ଭାସ୍କର: ଭାରତର ସୁନା ଝିଅ ଆଜି ପ୍ୟାରିସ ଅଲମ୍ପିକ୍ସରେ କାଂସ୍ୟ ଜିତିଛନ୍ତି । ୧୨ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି । ତାହାସହ ପ୍ରଥମ ମହିଳା ବନ୍ଧୁକଚାଳକ ବା ସୁଟର ଭାବରେ ଅଲମ୍ପିକ୍ସରେ ସେ କାଂସ୍ୟ ଜିତି ସାରା…
ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏବଂ ଅର୍ଥ ବିଭାଗର ପାଇଁ ନୂଆ ଆଇଏଏସ ନିଯୁକ୍ତ: ପଢନ୍ତୁ ଏହି ରିପୋର୍ଟ
ଭୁବନେଶ୍ୱର: ରାଜ୍ୟରେ କିଛି ଆଇଏଏସଙ୍କୁ ନୂତନ ବିଭାଗର ପ୍ରମୁଖ ଦାୟିତ୍ୱ ମିଳିଛି । ଆଇଏଏସ ଶାଶ୍ୱତ ମିଶ୍ରଙ୍କୁ ଓଏସଏସଏସସି ଅଧ୍ୟକ୍ଷ ଏବଂ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବରେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । କେବଳ…
ହୀରାକୁଦରେ ବଢୁଛି ବନ୍ୟା ପାଣି: ନିଷ୍କାସନ ପାଇଁ ପୁଣି ଡ୍ୟାମରେ ଆଉ ୬ଟି ଗେଟ୍ ଖୋଲିଲା
ହୀରାକୁଦ: ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମରେ ବୃଦ୍ଧି ପାଇଛି ଜଳସ୍ତର । ତେଣୁ ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲି ଏହାକୁ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଉଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍…
(Video) ପାକିସ୍ତାନକୁ ଭାରତ ସରକାରଙ୍କ କଡା ଚେତାବନୀ: ଆତଙ୍କବାଦୀ ନିପାତ ପାଇଁ ଓଡିଶାରୁ ଜାମ୍ମୁ-କାଶ୍ମୀର ଯିବେ BSF ଯବାନ
ଭୁବନେଶ୍ୱର: ଓଡିଶାରୁ ଜାମ୍ମୁ-କାଶ୍ମୀର ସୀମାକୁ BSF ଯବାନ ଯିବେ । ରାଜ୍ୟରୁ ଦୁଇ ହଜାର ଯବାନ ଜାମ୍ମୁ-କାଶ୍ମୀର ସ୍ଥାନାନ୍ତରଣ ହେବେ । ସୀମାନ୍ତ ଜମ୍ମୁ-କାଶ୍ମୀରରୁ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସରକାର ନେଇଛନ୍ତି…
ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ, ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ଅତ୍ୟଧିକ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ । ଏ ନେଇ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସୂଚନା ରହିଛି । ହୀରାକୁଦକୁ ଇନ୍ ଫ୍ଲୋ କମୁଛି । ଆଗକୁ ବର୍ଷା ହେଲେ ବି ଏବେ ବନ୍ୟାର ଆଶଙ୍କା…
ଖୁବ୍ଶୀଘ୍ର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ, ଚାବି ଷଡ଼ଯନ୍ତ୍ରର ହେବ ଖୁଲାସା: ଆଇନ୍ ମନ୍ତ୍ରୀ
ପୁରୀ: ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହିଚନ୍ଦନଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ଚାବି ହଜିବା ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ସହ ରତ୍ନଭଣ୍ଡାର ମରାମତି ହେବ ବୋଲି…
‘ମନ୍ କି ବାତ୍’ରେ ସମ୍ବଲପୁରୀ ଶାଢ଼ି କଥା କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ‘ମନ୍ କି ବାତ୍’ରେ ସମ୍ବଲପୁରୀ ଶାଢ଼ି କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ, ଦେଶରେ ହ୍ୟାଣ୍ଡଲୁମ ଧାଢ଼ିର ଚାହିଦା ବଢିବାରେ ଲାଗିଛି । ହ୍ୟାଣ୍ଡଲୁମ ଶାଢ଼ି ଲୋକଙ୍କ ଭିତରେ…
ବୈତରଣୀରେ ବୁଡ଼ି କାଉଡ଼ିଆଙ୍କ ମୃତ୍ୟୁ, ଆଖଣ୍ଡଳମଣିକୁ ପାଣି ନେବାକୁ ଆସିଥିଲେ
ଯାଯପୁର: ବର୍ତ୍ତମାନ ଶ୍ରାବଣ ମାସ ଚାଲିଥିବାରୁ ଶୈବ ଭକ୍ତମାନେ ପାଣି କାନ୍ଧରେ ନେଇ ଶିବ ଲିଙ୍ଗ ଉପରେ ଜଳାଭିଶେକ କରୁଛନ୍ତି । ବିଶ୍ୱାସ ରହିଛି ଯେ, ଏହା କରିବା ଦ୍ୱାରା ଅନେକ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେବେ…