Browsing Category

ରାଜ୍ୟ

ଭୁବନେଶ୍ୱର ମଣିପାଲ ହସ୍ପିଟାଲରେ ଆଡଲ୍ଟ ଇମ୍ୟୁନାଇଜେସନ୍ କ୍ଲିନିକର ଉଦଘାଟନ, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ୱର: ଭୁବନେଶ୍ୱରରେ ମଣିପାଲ ହସ୍ପିଟାଲରେ ଆଡଲ୍ଟ ଇମ୍ୟୁନାଇଜେସନ୍ କ୍ଲିନିକ ଉଦଘାଟିତ ହୋଇଛି । ପିଫାଇଜର ଲିମିଟେଡ୍ ସହଭାଗିତାରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ବୟସ୍କମାନଙ୍କ ପ୍ରତି ପ୍ରତିଷେଧକ ପଦକ୍ଷେପ ଉପରେ…

ସମ୍ବଲପୁରରେ ରେଳ ଫ୍ଲାଏଓଭର ପ୍ରକଳ୍ପ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ୨୮୮.୬୧ କୋଟି ଟଙ୍କା ଅନୁମୋଦନ

ଭୁବନେଶ୍ୱର : ସମ୍ବଲପୁର ଷ୍ଟେସନରୁ ସମ୍ବଲପୁର ସିଟି ଷ୍ଟେସନକୁ ରେଳ ଚଳାଚଳ କ୍ଷେତ୍ରରେ ପ୍ରତିବନ୍ଧକ ଦୂର କରିବା ଉଦେଶ୍ୟରେ 8.10 କିଲୋମିଟର ଦୂରତା ବିଶିଷ୍ଟ ଏକ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ…

NEET RESULT: ଜୁଲାଇ ୨୦ ମଧ୍ୟାହ୍ନ ୧୨ ଟା ଭିତରେ ନିଟ ପରୀକ୍ଷାଫଳ, ସୁପ୍ରିମକୋର୍ଟ ଦେଲେ ଏନଟିଏକୁ ଆଦେଶ

ଓଡିଶା ଭାସ୍କର: ଆସନ୍ତା ଜୁଲାଇ ୨୦ ତାରିଖ ମଧ୍ୟାହ୍ନ ୧୨ ଟା ଭିତରେ ନିଟ ପରୀକ୍ଷାଫଳ ପ୍ରକାଶ ପାଇବ । ଏନେଇ ସୁପ୍ରିମକୋର୍ଟ ଏନଟିଏକୁ ଆଦେଶ ଦେଇଛନ୍ତି । ରାଷ୍ଟ୍ରୀୟ ପରୀକ୍ଷଣ ଏଜେନ୍ସି ( ଏନଟିଏ ) ଏହାକୁ…

ବନ୍ଦ ହେବନି ଗରିବଙ୍କ ସାହାରା ସାଜିଥିବା ‘ଆହାର କେନ୍ଦ୍ର’…..

ଓଡିଶା ଭାସ୍କର: ପୂର୍ବତନ ସରକାର, ମାନେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଗରିବଙ୍କ କଲ୍ୟାଣ ପାଇଁ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଆହାର କେନ୍ଦ୍ର ଖୋଲାଯାଇଥିଲା । ପାଞ୍ଚ ଟଙ୍କା ଦେଇ ଜଣେ ସାଧାରଣ ବର୍ଗର…

ଉତ୍ତରପ୍ରଦେଶରେ ଟ୍ରେନ ଦୁର୍ଘଟଣାଗ୍ରସ୍ତ, ୨ ମୃତ, ୩ ଗୁରୁତର

ଓଡିଶା ଭାସ୍କର: ଉତ୍ତରପ୍ରଦେଶରେ ରେଳ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦିବ୍ରୁଗଡ ଏକ୍ସପ୍ରେସ ଟ୍ରେନ ଗୋଣ୍ଡାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ଜଣା ପଡିଛି । ତାହାସହ ୩…

(Video): ବାଥରୁମ୍ ଭିଡିଓ ଲିକ ପରେ ଉର୍ବଶୀ ଫୋନରେ ନିଜ ମ୍ୟାନେଜରଙ୍କୁ କହିଲେ, ‘ତମେ ବି ଦେଖିଛ’

ଓଡିଶା ଭାସ୍କର: ସୁନ୍ଦରୀ ହଟ ଆଣ୍ଡ ବୋଲ୍ଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଗତକାଲି ଏକ ବାଥରୁମ୍ ଭିଡିଓ ଲିକ ହୋଇଛି । ଜିରୋ ଫିଗର ରଖୁଥିବା ଏହି ଅଭିନେତ୍ରୀ ଜଣଙ୍କ ଏହି ଲିକ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି…

ଧବଳେଶ୍ୱର ପୀଠରେ ପ୍ଲାଷ୍ଟିକ୍ ମନା, ମନ୍ଦିରକୁ ନେଇପାରିବେନି ପ୍ଲାଷ୍ଟିକ କଳସୀ

କଟକ: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ପ୍ଲାଷ୍ଟିକ ଜିନିଷର ବ୍ୟବହାରକୁ ମନା କରାଯାଇଛି । ପ୍ଲାଷ୍ଟିକ କଳସ, ପ୍ଲାଷ୍ଟିକ ତିଆରି ଅନ୍ୟାନ୍ୟ ସାମଗ୍ରୀକୁ ମଧ୍ୟ ସଂପୂର୍ଣ୍ଣ ମନା କରାଯାଇଛି । ଦେବୋତ୍ତର ବିଭାଗ ଏବଂ ପୂଜକ…

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଏତଲା

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଏତଲା ଦିଆଯିବା ଖବର ସାମ୍ନାକୁ ଆସିଛି । ଦୀର୍ଘ ୨୫ ବର୍ଷ ଭିତରେ ସେ ରାଜ୍ୟ ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ ସୁଦ୍ଧା ବର୍ତ୍ତମାନ…