Browsing Category
ରାଜ୍ୟ
(Video) ଭୁବନେଶ୍ଵରରେ ଭୋଟ ହିଂସା; ସ୍ୱାମୀ ଆଗରେ ସ୍ତ୍ରୀକୁ ଧମକ, ‘ଭୋଟ ଚାଲିଥିବ ତୋ ସ୍ୱାମୀକୁ….’
ଭୁବନେଶ୍ୱର: ଗଞ୍ଜାମ ପରେ ଭୁବନେଶ୍ୱରରେ ଭୋଟ ହିଂସା । କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ଭୋଟ ବେଳେ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିବାକୁ ଧମକ। ଭୁବନେଶ୍ୱରରେ ସ୍ତ୍ରୀଙ୍କୁ ଟଣାଓଟରା କଲେ ସ୍ୱାମୀଙ୍କୁ ମାରିଲେ। ତତେ…
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା
ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆସନ୍ତାକାଲି (ବୁଧବାର) ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଲଘୁଚାପ ଉତ୍ତର-ପୂର୍ବ ଦିଗକୁ ଗତି…
Big Breaking; ୨୩ ତାରିଖରେ ଅଚାନକ ହେବ ମତଦାନ: ଏହି ବୁଥ୍ ପାଇଁ ନୂଆ ତାରିଖ ଦେଲେ କମିଶନ୍
ଓଡ଼ିଶା ଭାସ୍କର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ତେବେ ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ମେ’ ୨୫ ତାରିଖରେ ହେବାକୁ ସୂଚୀ ରହିଛି । କିନ୍ତୁ ଏହାପୂର୍ବରୁ ନିର୍ବାଚନ କମିଶନ୍ ଏକ ବଡ଼ ଘୋଷଣା କରିଛନ୍ତି…
(Video) ଗତକାଲି ଅଟୋରେ ଭୋଟରମାନଙ୍କୁ ନେଇଯାଉଥିଲେ ରାସ୍ତାରେ ଶେଷ କରିଦେଲେ; ପୁଣି ଆଜି …
ବରଗଡ଼: (ଓଡ଼ିଶା ଭାସ୍କର) ସରସରା ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ ଘଟଣା: ବିଜେଡ଼ି-ବିଜେପି କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ । ରାଜ୍ୟରେ ଦ୍ଵିତୀୟ ପର୍ୟ୍ୟାୟ ମତଦାନ ଚାଲିଥିବା ବେଳେ ଗତ କାଲି ସୋମବାର ବରଗଡ଼ ଜିଲ୍ଲା ସରସରାରେ…
ବଡ଼ ଖବର: ବୁର୍ଲା ଭୀମସାରରେ ଏକ ୟୁନିଟରେ ଅଗ୍ନିକାଣ୍ଡ; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
ସମ୍ବଲପୁର: (ଓଡ଼ିଶା ଭାସ୍କର) ବୁର୍ଲା ଭୀମସାରରେ ଏକ ୟୁନିଟରେ ଅଗ୍ନିକାଣ୍ଡ । ଫାର୍ମାକୋଲୋଜି ବିଭାଗର ଏମ୍ଆର୍ୟୁରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସର୍ଟସର୍କିଟରୁ ନିଆଁ…
(Video) କୁକୁର କାମୁଡ଼ିବା ପରେ କୁକୁର ଭଳି ଆଚରଣ କରୁଛନ୍ତି ଜଣେ ଯୁବକ…
ରାୟଗଡ଼ା: (ଓଡ଼ିଶା ଭାସ୍କର) କୁକୁର କାମୁଡ଼ିବା ପରେ ଜଣେ କୁକୁର ଭଳି ହୋଇଯାଇଛନ୍ତି । ବ୍ୟବହାରରେ ହୋଇଛି ପରିର୍ତ୍ତନ । ଆଉ ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଗୋଷ୍ଠୀ…
ବିଜେଡିରୁ ଇସ୍ତଫା ଦେଇଥିବା ୪ବିଧାୟକଙ୍କୁ ଜବାବ ତଲବ; ୨୭ସୁଦ୍ଧା ଦେବେ ଉତ୍ତର
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଜେଡିରୁ ଇସ୍ତଫା ଦେଇଥିବା ୪ ଜଣ ବିଧାୟକଙ୍କୁ ଜବାବ ତଲବ ଜାରି ହୋଇଛି । ସମୀର ଦାଶ, ସୀମାରାଣୀ ନାୟକ, ରମେଶ ସାଏ, ପର୍ଶୁରାମ ଧଡ଼ାଙ୍କୁ ଜବାବ ତଲବ । ୨୭ ତାରିଖ ସୁଦ୍ଧା ଉତ୍ତର…
ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି, ଆସନ୍ତାକାଲିଠାରୁ ଜୁନ୍ ୧୭ ଯାଏ ବନ୍ଦ ରହିବ କୋର୍ଟ
ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଜୁନ୍ ମାସ ୧୭ ତାରିଖ ପର୍ଯ୍ୟନ୍ତ ରହିବ । ଗ୍ରୀଷ୍ମ ଅବକାଶ ସମୟରେ ଚଳିତମାସ ୨୩, ୨୮, ୩୦ ତାରିଖ ଏବଂ ଜୁନ୍ ମାସ ୪, ୬, ୧୧ ଏବଂ…
୨୨ରେ ଓଡ଼ିଶା ଆସିବେ ରାମାୟଣର ‘ରାମ’ ଅରୁଣ ଗୋଭିଲ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପିର ଜୋରଦାର ପ୍ରଚାର । ଘନ ଘନ ଓଡ଼ିଶା ଆସୁଛନ୍ତି ବିଜେପିର ହେଭିୱେଟ୍ ନେତା । ଓଡ଼ିଶାରେ ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆସନ୍ତା…
(Video) ସୁନା ଦର ଟପିଲା ୭୫ ହଜାର: ଗୋଟେ ପରେ ଗୋଟେ ଭାଙ୍ଗି ଚାଲିଛି ଝିଅ ବାହାଘର!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ସୁନା ଦର ସମସ୍ତଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ସୁନା ଦର ବୃଦ୍ଧି କାରଣରୁ ଗତ ଏପ୍ରିଲ ମାସରେ କିଛି ଝିଅ ବାହାଘର ଭାଙ୍ଗିଯାଇଥିବା ନେଇ ମିଡ଼ିଆରେ ଖବର…