Browsing Category
ରାଜ୍ୟ
କ୍ରିପ୍ଟୋ କରେନ୍ସିରେ ବିନିଯୋଗ ନାଁରେ ୧୪ କୋଟି ଟଙ୍କାର ଠକେଇ
ଭୁବନେଶ୍ଵର: କ୍ରିପ୍ଟୋ କରେନ୍ସିରେ ବିନିଯୋଗ ନାଁରେ ୧୪ କୋଟି ଟଙ୍କା ଠକେଇ । ଫାଇଭ ଷ୍ଟାର ହୋଟେଲରେ ମିଟିଂ କରି ଲୋକଙ୍କୁ ଚୁନା ଲଗାଉଥିଲେ । ୨ କାର୍ପଟଦାରଙ୍କୁ ଏହି ଘଟଣାରେ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା। ୨…
Big Breaking: ଦିନ ୧୧ଟାରୁ ୩ ପର୍ଯ୍ୟନ୍ତ କାମ କରାଇଲେ ମିଳିବ ଦଣ୍ଡ
ଭୁବନେଶ୍ୱର: ପ୍ରବଳ ଖରାରେ କାମ କରାଇବାକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ତେବେ ଏହି ପ୍ରବଳ ଖରା ସମୟ ଦିନ ୧୧ଟାରୁ ୩ଟା…
‘ଭୋଟ ଫ୍ରମ୍ ହୋମ’ କାର୍ଯ୍ୟକ୍ରମ ମାଧ୍ୟମରେ ଶତାୟୁ ଓ ଦିବ୍ୟାଙ୍ଗ ମତଦାତାଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) 'ଭୋଟ ଫ୍ରମ ହୋମ' କାର୍ଯ୍ୟକ୍ରମ ମଧ୍ୟମରେ ୮୫ ବୟସରୁ ଅଧିକ ବ୍ୟକ୍ତି ଓ ଦିବ୍ୟାଙ୍ଗ ମତଦାତା ମାନଙ୍କୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । ଇଲେକ୍ସନ କମିସନ…
(Video) ଏଇ ତ ଆରମ୍ଭ… ‘କାର୍-ଖାନା’ ଛାଡ଼ି ରାଜନୀତିକୁ ଆସିଲେ ଭାଉଜ: ବିଜେପିରେ ସାମିଲ
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ନେତା-ମନ୍ତ୍ରୀଙ୍କ ମିଶ୍ରଣ ପର୍ବ ଚର୍ଚ୍ଚାରେ ରହିଛି । ଗୋଟିଏ ଦଳର ନେତା ଆଉ ଏକ ଦଳରେ ମିଶି ରାଜନୀତି କରିବାକୁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ବିଜେପି ଏହି ମିଶ୍ରଣ ପର୍ବରେ ଅଧିକ…
‘ପଦ୍ମ ପୋଖରୀ’ରେ ପାଦ ଦେଲେ ଜ୍ୟୋତି ପାଣିଗ୍ରାହୀ: ସ୍ୱାମୀ ସରୋଜ ପାଣିଗ୍ରାହୀଙ୍କ ସହ ବିଜେପିରେ ସାମିଲ
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ନେତା-ମନ୍ତ୍ରୀଙ୍କ ଦଳଡିଆଁ ପର୍ବ ଏବେ ବି ଜାରି ରହିଛି । ଆଜି ବିଜୁ ଜନତା ଦଳର ଆଉ ଜଣେ ସଦସ୍ୟ ଦଳ ଛାଡ଼ି ବିଜେପିକୁ ନିଜର କରିଛନ୍ତି । କିଛି ଦିନ ତଳେ ବିଜେଡିରୁ ବିଦାୟ ନେଇଥିବା…
ରାଣୀପଦର ଘାଟିରେ ବଡ଼ ଦୁର୍ଘଟଣା: ବସ୍-ଟ୍ରକ ଧକ୍କାରେ ୩୦ ଗୁରୁତର, ମେଡିକାଲରେ ଭର୍ତ୍ତି
ବୌଦ୍ଧ: ବୌଦ୍ଧ ଜିଲ୍ଲା ରାଣୀପଥର ଘାଟିରେ ଘଟିଯାଇଛି ଏକ ବଡ଼ ଧରଣର ଦୁର୍ଘଟଣା । ଘଟି ଉପରେ ବସ୍ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଅନେକ ଯାତ୍ରୀ ଗୁରୁତର ହୋଇଛନ୍ତି । ବୌଦ୍ଧରୁ ଫୁଲବାଣୀ ଯାଉଥିବା ବେଳେ…
ସକାଳୁ ତାତୁଛି ଓଡ଼ିଶା: ସାଢେ ୮ଟା ସୁଦ୍ଧା ୩୦ ଡିଗ୍ରୀ ପାର୍ ୮ ସହରର ତାପମାତ୍ରା
ଭୁବନେଶ୍ୱର: ରାତି ନ ପାହୁଣୁ ଓଡ଼ିଶାବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସକାଳ ସାଢେ ୮ଟା ସୁଦ୍ଧା ଅନେକ ସହରରେ ତାପମାତ୍ରା ୩୦ ଡିଗ୍ରୀ ପାର୍ କରି ସାରିଲାଣି । ରାଜ୍ୟର ୮ଟି ସହରରେ ସକାଳ ସାଢେ ୮ଟା ସୁଦ୍ଧା…
ପାରାଦୀପରେ ମାଛ ଧରିବା ଉପରେ ଲାଗିଲା ରୋକ୍, ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି
ପାରାଦୀପ: ଚିନ୍ତାରେ ମତ୍ସ୍ୟଜୀବୀ । ଆଜିଠାରୁ ଓଡିଶା ଉପକୂଳରେ ମାଛ ଧରା ଉପରେ ଲାଗିଲା ରୋକ୍ । ନଦୀ ମୁହାଣରେ ବି ମାଛ ଧରିବା ପାଇଁ ଲାଗିଲା ଅଙ୍କୁଶ। ଆଜିଠାରୁ ଜୁନ ୧୪ ଯାଏ ଏହି କଟକଣା ଲାଗୁ ହୋଇଛି । ମାଛ…
ପୁଣି ଖାଉଟିଙ୍କୁ କଲବଲ କଲାଣି ଆଳୁ ଦର; ଏକାଥରରେ ବଢ଼ିଲା କିଲୋ ପ୍ରତି ୭ ଟଙ୍କା
ଭୁବନେଶ୍ୱର: ପରିବା ଦର ବଢ଼ୁଥିବା ବେଳେ ଏବେ ଆଳୁ ଦର ମଧ୍ୟ ଆକାଶ ଛୁଆଁ ହେଲାଣି । ଖାଲି ଏତିକି ନୁହେଁ ମନ ମୁତାବକ ଚଢ଼ା ଦରରେ ଆଳୁ ବିକୁଛନ୍ତି ଖୁଚୁରା ବ୍ୟବସାୟୀ । ସୂଚନା ମୁତାବକ ଭୁବନେଶ୍ୱର ଆଇଗିଣିଆସ୍ଥିତ ପାଇକାରୀ…
ମାଲକାନଗିରି; ୮ ବର୍ଷର ଶିଶୁକୁ ପିଟିପିଟି ମାରିଦେଲା ମା’, ଥାନର ଦ୍ଵାରସ୍ଥ ହେଲା ବାପା
ମାଲକାନଗିରି: (ଓଡ଼ିଶା ଭାସ୍କର) କାଲିମେଳା ଥାନା ତୁମ୍ବାଗୁଡ଼ା ଗାଁରେ ଅଭାବନୀୟ ଘଟଣା । ୮ ବର୍ଷର ଶିଶୁକୁ ପିଟିପିଟି ମାରିଦେଲା ମା’ । ନିଶାସକ୍ତ ଅବସ୍ଥାରେ ମହିଳା ଜଣଙ୍କ ପିଟି ମାରିଥିବା ଅଭିଯୋଗ । ମୃତ ଶିଶୁର…