CHARIDHAM
Browsing Category

ରାଜ୍ୟ

ହଠାତ୍ ବଦଳିଗଲା ସ୍ମାର୍ଟସିଟି ପାଗ: ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା, ୨ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର :  (ଓଡ଼ିଶା ଭାସ୍କର) ଭିଷଣ ଖରା ପରେ ଆଜି ବଦଳିଛି ପାଗ । ରାଜଧାନୀରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ପବନ ହେଉଛି । ବର୍ଷା ଯୋଗୁଁ ୩ଘଣ୍ଟା ପାଇଁ ୨ ଜିଲ୍ଲାକୁ ଆଲର୍ଟ ଜାରି କରି ଦିଆଯାଇଛି । ପାଣିପାଗର…

ବଦଳିଲା ସ୍କୁଲ ଛୁଟି ନିଷ୍ପତ୍ତି: ପାଗକୁ ଦେଖି ଛୁଟି କରିବେ କିମ୍ବା ମସୟ ବଦଳାଇବେ ଜିଲ୍ଲାପାଳ

ଭୁବନେଶ୍ୱର: ଗ୍ରୀଷ୍ମ ଛୁଟିପରେ ବଦଳିଲା ସ୍କୁଲ ଛୁଟି ନିଷ୍ପତ୍ତି । ଏଥିପାଇଁ ନିଷ୍ପତ୍ତି ଜିଲ୍ଲାପାଳ ନେବେ ବୋଲି କୁହାଯାଇଛି । ପାଗକୁ ଦେଖି ଛୁଟି କରିବେ କିମ୍ବା ସମୟ ବଦଳାଯିବ । ଯେଉଁଠି ପାଗ ଅନୁକୂଳ ରହିବ ସେଠାରେ…

ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ବଢ଼ିବ କି ଖରାଛୁଟି ? ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର : ଆହୁରି କିଛି ଦିନ କଲବଲ କରିପାରେ ଗୁଳୁଗୁଳି । ଅନ୍ୟ ଜିଲ୍ଲାକୁ ମୌସୁମି ପହଞ୍ଚିବାକୁ ୪ରୁ ୫ ଦିନ ଲାଗିପାରେ । କିଛି ସ୍ଥାନର ପ୍ରାକ୍‌ ମୌସୁମି ବର୍ଷା ସମ୍ଭାବନା ରହିଛି । ୧୮ ଓ ୧୯ ତାରିଖ ବେଳକୁ…

(Video) BSKY ନା ଆୟୁଷ୍ମାନ… କେଉଁ କାର୍ଡରେ ସ୍ୱାସ୍ଥ୍ୟସେବା ପାଇବ ଓଡ଼ିଶା? କହିଦେଲେ ବିଭାଗୀୟ ମନ୍ତ୍ରୀ

ଓଡ଼ିଶା ଭାସ୍କର: ଓଡ଼ିଶାରେ ବଦଳି ଯାଇଛି ୨୪ ବର୍ଷର ସରକାର । ବଦଳି ଯାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଉ ଅନ୍ୟ ବିଭାଗର ମନ୍ତ୍ରୀମଣ୍ଡଳ । ନବୀନ ପଟ୍ଟନାୟକଙ୍କ ସ୍ଥାନରେ ଶପଥ ଗ୍ରହଣ କରିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ…

Breaking News; ବଣାଇ ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା: ୧୫ ଯାତ୍ରୀ ଆହତ, ୫ ଗୁରୁତର

ରାଉରକେଲା: ଘାଟି ମାନଙ୍କରେ ଗାଡ଼ି ଦୁର୍ଘଟଣା ମାମଲା ଖୁବ ବଢିବାରେ ଲାଗିଛି । ଆଜି ବଣାଇ ଘାଟିରେ ଏକ ବସ୍ ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି ।…

ଆଜି ଇଦ୍‍-ଉଜ୍‍-ଜୁହା, ଚଳଚଞ୍ଚଳ ମସଜିଦ ଓ ଇଦଗା ମୈଦାନ

ସମଗ୍ର ରାଜ୍ୟରେ ଆଜି ଇଦ୍‍-ଉଜ୍‍-ଜୁହା ପର୍ବ ପାଳନ କରାଯାଉଛି । ଏହି ଅବସରରେ ମୁସଲମାନ ସମ୍ପ୍ରଦାୟ ବ୍ୟକ୍ତିଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ଇଦଗାହ ଓ ମସ୍‍ଜିଦରେ ସମୂହ ନମାଜପାଠର ଆୟୋଜନ କରାଯାଇଛି । ରାଜ୍ୟର ସବୁ…

ପାଗ ପରିବର୍ତ୍ତନର ସମ୍ଭାବନା ନାହିଁ… ଆହୁରି ଜାରି ରହିବ ଅସହ୍ୟ ଗୁଳୁଗୁଳି, ଜଳୁଛି ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାରେ ପାଣିପାଗ ଲୋକଙ୍କ ଚିନ୍ତା ବଢାଉଛି । ନାଁ ଓଡ଼ିଶାରେ ମୌସୂମୀ ବାୟୁର ପ୍ରଭାବ ଦେଖା ଦେଉଛି, ନା ଗୁଳୁଗୁଳି କମିବାର ନାଁ ନେଉଛି । ମୌସୂମୀର ଲୁଚକାଳି ଖେଳରେ ହନ୍ତସନ୍ତ ହେଉଛନ୍ତି ସାରା ଓଡ଼ିଶା ବାସୀ…

ସାଧାରଣ ଲୋକ, ସଂଗଠନ ଠାରୁ ଆରମ୍ଭ କରି ଅଧିକାରୀଙ୍କ ପର୍ଯ୍ୟନ୍ତ , ୫ ଦିନରେ ୧ ଲକ୍ଷ ଲୋକଙ୍କୁ ଭେଟିଲେଣି ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଗତ ୫ ଦିନ ମଧ୍ୟରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାୟ ୧ ଲକ୍ଷ ଲୋକ ଭେଟିଛନ୍ତି। ଏଥିମଧ୍ୟରେ ରାଜ୍ୟର ବିଭିନ୍ନ କୋଣରୁ ଶିଶୁ, ବୃଦ୍ଧ, ମହିଳା ଏବଂ ଭିନ୍ନକ୍ଷମ ଅନ୍ତର୍ଭୁକ୍ତ। ମୋହନ ଚରଣ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରାକ୍ଟର-କାର୍ ଧକ୍କାରେ ୪ ଜଣଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ

ଭବାନୀପାଟଣା: ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଭବାନୀପାଟଣା ରାସ୍ତାର ଲଛିପୁର ଛକ ନିକଟରେ ଏହି ଦୁର୍ଘଟରାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏକ ଟ୍ରାକ୍ଟରକୁ ପଛପଟୁ ଏକକାର୍ ଧକ୍କା ଦେବା ଫଳରେ…

(Video) ବିଶ୍ୱାସ ନହେଲେ ବି ସତ! ରାଜଧାନୀରେ ମିଳୁଛି ମାଗଣା ବିରିୟାନୀ, ଲୋକଙ୍କର ଧାଡ଼ି ଲମ୍ବିଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ସମୟରେ କୌଣସି ଜିନିଷ ମାଗଣାରେ ମିଳେ ନାହିଁ । ଏପରିକି ପାଣି ଓ ପବନ ପାଇଁ ମଧ୍ୟ ପଇସା ଦେବାକୁ ପଡ଼େ । ଏକଥା ଆପଣମାନେ ଭଲ ଭାବରେ ଜାଣିଥିବେ । ତେବେ ଏଭଳି ସମୟରେ କିଛି ସହୃଦୟ…