
Browsing Category
ରାଜ୍ୟ
(Video) କମିଲା ସୁରକ୍ଷା, ଉଠିଗଲା ଅସ୍ଥାୟୀ କ୍ୟାମ୍ପ: ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ବଦଳିଲା ନବୀନ ନିବାସର ଚିତ୍ର
ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ । ନୂଆ ମୁଖ୍ୟମନ୍ତ୍ରୀ ଭାବରେ ମୋହନ ଚରଣ ମାଝୀ ଶପଥ ନେବା ପରେ ଏବେ ନବୀନ ପଟ୍ଟନାୟକଙ୍କ ଯୁଗ ଶେଷ ହୋଇଛି । ନବୀନ ନିବାସରୁ ସୁରକ୍ଷା ହଟାଇ ଦିଆଯାଇଛି । ତେଣୁ…
ନିଷ୍କ୍ରିୟ ବେଳେ ଫୁଟିଲା ବୋମା, ଜଣେ ହାବିଲଦାର ମୃତ
ଭୁବନେଶ୍ୱର: କଟକରେ ଜବତ କରାଯାଇଥିବା ଏକ ବୋମାକୁ ନିଷ୍କ୍ରିୟ କଲାବେଳେ ଏହା ଫୁଟିଛି । ନିଷ୍କ୍ରିୟକାରୀ ପୋଲିସ ଟିମ୍ରେ ଥିବା ଜଣେ ହାବିଲଦାର ଏହି ଘଟଣାରେ ମୃତ୍ୟୁବରଣ କରିଛନ୍ତି । ନିଷ୍କ୍ରିୟକାରୀ ପୋଲିସ୍ ଟିମ୍ର…
Big Breaking: ପ୍ରୋଟେମ୍ ସ୍ପିକର ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଭୁବନେଶ୍ୱର: ରଣେନ୍ଦ୍ର ପ୍ରଦାପ ସ୍ୱାଇଁ ପ୍ରୋଟେମ ସ୍ପିକର ହୋଇଛନ୍ତି । ପ୍ରୋଟେମ ସ୍ପିକରଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ । ପ୍ରୋଟେମ ସ୍ପିକର ହେବା ପରେ ରଣେନ୍ଦ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ତାଙ୍କ…
ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ କହିଲେ
ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ରଜ ଉପଲ୍ଲଖେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଟ୍ବିଟ୍ କରି କହିଛନ୍ତି ଯେ, ପହିଲି ରଜ ଉପଲକ୍ଷେ ଓଡ଼ିଶା ବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ…
ଖୋଲିବ ସ୍କୁଲ: ପ୍ରଥମ ଦିନରୁ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦେବାପାଇଁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ
ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୧୮ ତାରିଖରୁ ସ୍କୁଲ ଖୋଲିବାର ପ୍ରଥମ ଦିନରୁ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଅବଗତ କରାଯାଇଛି ।…
ପହିଲି ରଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ମୃତ, ୫ ଗୁରୁତର
ଅସ୍ତରଙ୍ଗ: ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ପହିଲି ରଜରେ ରାଜ୍ୟବାସୀ ଉତ୍ସାହର ସହ ରଜପର୍ବ ପାଳନ କରୁଥିବା ବେଳେ ଅସ୍ତରଙ୍ଗରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି…
‘ରଜ ଆମ ଓଡ଼ିଆ ଅସ୍ମିତାର ଅନନ୍ୟ ପରିଚୟ’, ଟ୍ୱିଟ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ପହିଲି ରଜ ପାଳନ କରାଯାଉଛି । ପହିଲି ରଜ ପାଳନ ପାଇଁ ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ରଜ ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ସମ୍ବଲପୁର ସାଂସଦ ତଥା ଶିକ୍ଷାମନ୍ତ୍ରୀ…
ଆଜି ପହିଲି ରଜ: ସକାଳୁ ସକାଳୁ ଚଳଚଞ୍ଚଳ ରାଜଧାନୀ, ପିଠାପଣା ଓ ପାନର ମହକରେ ସମସ୍ତେ ମତୁଆଲା
ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ । ଆଜି ପହିଲି ରଜ । ନାନା ପ୍ରକାରର ପିଠାପଣା, ରଜପାନ ଆଉ ତା ସାଙ୍ଗକୁ ଦୋଳି ଖେଳର ମଜା । ଦୁ ନୂଆ ପୋଷାକ, ହାତରେ ମେହେନ୍ଦୀ ଓ ପାଦରେ ଅଳତା ଲଗାଇ ସଜ ହେଉଛନ୍ତି…
(Video) କେତେ ବୟସର ମହିଳାଙ୍କୁ ମିଳିବ ସରକାରଙ୍କ ସୁଭଦ୍ରା ଟଙ୍କା; ଦରକାର କେଉଁ ପ୍ରମାଣ ପତ୍ର ?
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) କାହାକୁ ମଳିବ ସୁଭଦ୍ରା ଟଙ୍କା, ସୁଭଦ୍ରା ଟଙ୍କା କିଏ ପାଇବାକୁ ଯୋଗ୍ୟ ହେବେ ? ପାଖକୁ ଆସିବ ୫୦ ହଜାର ଟଙ୍କାର ଭାଉଚର୍ । କେଉଁ ମହିଳା ଯୋଜନାରେ ହେବେ ଅନ୍ତର୍ଭୁକ୍ତ । ପଥମ କ୍ୟାବେନଟ…
ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହେଲେ କାମଚଳା ବାଚସ୍ପତି; ଶୁକ୍ରବାର କରିବେ ଶପଥ ଗ୍ରହଣ
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଆସନ୍ତା ଜୁନ୍ ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ । ଜୁନ୍ ୧୮ ଏବଂ ୧୯ ତାରିଖରେ ଦୁଇ ଦିନ ଧରି ଶପଥ ଗ୍ରହଣ କରିବେ ନୂଆ ବିଧାୟକ । କାମଚଳା ବାଚସ୍ପତି ପ୍ରଥମେ ନୂଆ…