Browsing Category

ରାଜ୍ୟ

ନିର୍ବାଚନ ପୂର୍ବରୁ ବଦଳିଲେ ଆଉ କିଛି OAS ଅଫିସର

ଭୁବନେଶ୍ୱର: OAS ସ୍ତରରେ ପୁଣି ଏକ ବଡ଼ ଧରଣର ଅଦଳ ବଦଳ କରାଯାଇଛି। ସାଧାରଣ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଓଏଏସ ସ୍ତରରେ ଏହି ବଡ଼ ଅଦଳ ବଦଳ ହୋଇଥିବା ଜଣାପଡ଼ିଛି। କେନ୍ଦ୍ର…

କଟକ: ସମଲିଙ୍ଗି ଅପ୍ରାକୃତିକ ଯୌନ ଅପରାଧ ପାଇଁ ୨୦ ବର୍ଷ ଜେଲ୍‌

କଟକ: ସମଲିଙ୍ଗି ଅପ୍ରାକୃତିକ ଯୌନ ଅପରାଧ ପାଇଁ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ । ନାବାଳକ ଦୁଷ୍କର୍ମ ମାମଲାରେ ଦୋଷୀ ଚିନ୍ତାମଣି ନାୟକକୁ ହେଲା ୨୦ବର୍ଷର ଜେଲ୍‌ । ୨୦ ବର୍ଷର ଜେଲ୍‌ ଦଣ୍ଡାଦେଶ ସହିତ ୨୦ ହଜାର ଟଙ୍କା…

ନଦୀରୁ ମିଳିଲା ଡଲଫିନ୍‌; ପୋଖରୀରେ ଛାଡିଲେ ଲୋକେ, ଦେଖିବାକୁ ପ୍ରବଳ ଭିଡ

ଭୁବନେଶ୍ୱର: ନଦୀରୁ ମିଳିଲା ଡଲଫିନ୍ । ଲୋକମାନେ ତାକୁ ଆଣି ପୋଖରୀରେ ଛାଡିଲେ । ବାଲେଶ୍ୱର ବସ୍ତାରେ ଜଳକା ନଦୀରୁ ଉଦ୍ଧାର ଡଲଫିନକୁ ଲୋକମାନେ ପୋଖରୀରେ ଛାଡିଲେ । ଏହି ଡଲଫିନକୁ ଦେଖିବାକୁ ପ୍ରବଳ ମାତ୍ରାରେ ଲୋକଙ୍କ…

୩୩ କେଭି ବିଦ୍ୟୁତ ଖୁଣ୍ଟକୁ ଚଢିଗଲେ ଯୁବକ: ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟରେ ଅଭାବନୀୟ କାଣ୍ଡ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଜନଗହଳି ପୂର୍ଣ୍ଣ ବରମୁଣ୍ଡା ଛକରେ ଦେଖିବାକୁ ମିଳିଛି ଅଦ୍ଭୁତ କାଣ୍ଡ । ଜଣେ ଯୁବକ ଅଚାନକ ବିଦ୍ୟୁତ ଖୁଣ୍ଟ ଉପରେ ଚଢିଯାଇଥିବା ଦେଖାଯାଇଛି । ବରମୁଣ୍ଡା ବସ୍ ଷ୍ଟାଣ୍ଡ ପାଖ ଏନଏଚ କଡ଼…

ବିଶ୍ୱବାସୀ ଶୁଣିଲେ ଓଡ଼ିଆ ଭାଷାରେ ରାମ ଭଜନ: ନମିତା ଅଗ୍ରୱାଲ ଗାଇଥିବା ଗୀତକୁ ଶେୟାର କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି । ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସମସ୍ତ…

ଓଡ଼ିଶାର ଘଟଣା: ଆକାଶରେ ଉଡ଼ିଲେ ଭକ୍ତ ହନୁମାନ, ‘ଜୟ ଶ୍ରୀରାମ’ ଧ୍ୱନିରେ କମ୍ପି ଉଠିଲା ସାରା ସହର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତ୍ରେତୟା ଯୁଗର ରାମାୟଣ ବିଷୟରେ ସମସ୍ତେ ଅଳ୍ପ ବହୁତ ଜାଣିଥିବେ । ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପରମଭକ୍ତ ହନୁମାନଙ୍କ ବୀରତ୍ୱର ଗାଥା ବିଷୟରେ ଶୁଣିଲେ ଆଜି ବି ଆଶ୍ଚର୍ୟ୍ୟ ଲାଗେ । ରାବଣ…

ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ ଗାଡ଼ି: ୪ ମୃତ

ବରଗଡ଼: ୪ ଜଣ ଶ୍ରମିକଙ୍କ ଉପରେ ବୋରୱେଲ ଗାଡ଼ି ମାଡ଼ିଯାଇଥିବା ଖବର ସାମ୍ନାକୁ ଆସିଛି । ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ମେଲଛାମୁଣ୍ଡା ଥାନା ବିର୍ଜାମ୍ ଗାଁରେ ଏହି ଅଭାବନୀୟ ଘଟଣା…

ଟ୍ୱିନସିଟିରେ ଘନ କୁହୁଡ଼ି: ଯାତାୟାତରେ ସମସ୍ୟା, ଉତ୍ତର ଭାରତରେ ପ୍ରବଳ ଥଣ୍ଡା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଅନୁଭୂତ ହୋଇଛି । ଏହାରି ମଧ୍ୟରେ ଟ୍ୱିନସିଟି କଟକ ଏବଂ ଭୁବନେଶ୍ୱରରେ ଘନ କୁହୁଡ଼ି ଆସ୍ତରଣ ଦେଖାଦେଇଛି । ଘନ କୁହୁଡ଼ି ଯୋଗୁଁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି । ଅନେକ…

ୟୁପି-ବିହାର ଭଳି ଘଟଣା ଓଡ଼ିଶାରେ; ଥାନାରେ ମାମଲା ପରେ ବି ଚୋରକୁ ଗିରଫ କଲାନି ପୋଲିସ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଘର ଭିତରୁ ଚୋରି ହେଲା । ଥାନାରେ ମାମଲା ରୁଜୁ ହେଲା । ଚୋରି ଆଉ ଚୋରର ଭିଜୁଆଲ CCTV ରେ କଏଦ ହେଲା । ହେଲେ ପୋଲିସ ଚୋରକୁ ଗିରଫ କଲା ନାହିଁ । ଚୋରିର ମାସେ ପରେ ଚୋରକୁ ସେହି ଅଞ୍ଚଳରେ…

Big Breaking; କୂଅ ଭିତରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର: ଜଣେ ପୁଅ ଆଉ ଜଣେ ଝିଅ

ଅନୁଗୁଳ: ଅନୁଗୁଳର ବନ୍ତଳା ଥାନା ବସଲା ଗାଁ ମୁଣ୍ଡାଢିପ ସାହିରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଘଟଣା । ଏକ କୂଅ ଭିତରୁ ଉଦ୍ଧାର ହୋଇଛି ଦୁଇ ଯାଆଁଳା ଶିଶୁଙ୍କ ମୃତଦେହ । ନିଜ ଘର ପଛପଟୁ ଉଭୟଙ୍କ ମୃତଦେହ ଉଦ୍ଧାର…