Browsing Category
ରାଜ୍ୟ
୪୮ ଘଣ୍ଟା ଭିତରେ ଓଡ଼ିଶାକୁ ଆସୁଛି ବଡ଼ ବାତ୍ୟା! ୨୯ରେ ଅବପାତର ରୂପ ନେବ ସୃଷ୍ଟ ଲଘୁଚାପ
ନୂଆଦିଲ୍ଲୀ: ପାଣିପାଗ ବିଭାଗ ପକ୍ଷରୁ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି । ଆଗାମୀ ଦିନରେ ଏହା ଏକ ବଡ଼ ବାତ୍ୟାର ରୂପ ନେଇପାରେ । ତେଣୁ ଓଡ଼ିଶାକୁ ପୁଣି ଏକ ବାତ୍ୟା ଭୟ ଗାରିଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା…
ଆସନ୍ତା କାଲିଠୁ ରତ୍ନଭଣ୍ଡାର ଲେଜର ସ୍କାନିଂ: ଏଏସଆଇ ଦେବ ଫାଇନାଲ ରିପୋର୍ଟ
ପୁରୀ: ଆସନ୍ତା କାଲିଠୁ ରତ୍ନଭଣ୍ଡାରର ଲେଜର ସ୍କାନିଂ ଆରମ୍ଭ ହେବ । କାର୍ତ୍ତିକ ମାସରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ଣ୍ଣିମା ପରଦିନ ଏହି ସ୍କାନିଂ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ବାହାର ପଟ କାନ୍ଥର…
BJDରେ ସାମିଲ ହେଲେ ଭି.କେ. ପାଣ୍ଡିଆନ୍: ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗଦେଲେ ୫ଟି ସଚିବ
ଭୁବନେଶ୍ୱର: ଓଡ଼ିଶା ରାଜନୀତିରୁ ଆସିଛି ଏକ ବଡ଼ ଖବର । ବିଜୁ ଜନତା ଦଳରେ ଯୋଗେ ଦେଇଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି ପାଣ୍ଡିଆନ୍ ।…
Big Breaking; ବଡ଼ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ! ନବୀନ ନିବାସରେ ବରିଷ୍ଠ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର: ଆଜି ନବୀନ ନିବାସ ସମ୍ମୁଖରେ ଲାଗିଛି ବିଜେଡିର ବରିଷ୍ଠ ନେତାଙ୍କ ଭିଡ଼ । ଜଣକ ପରେ ଜଣେ ଦଳର ଅନେକ ନାମୀ ଚେହେରା ନବୀ ନିବାସରେ ଆସି ପହଞ୍ଚିଛନ୍ତି । ଏଠାରେ ଦଳ ତରପରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର…
ଆଜିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା: ଡିସେମ୍ବର ୪ ପର୍ଯ୍ୟନ୍ତ କଟକରେ ଲାଗିବ ଭିଡ଼
କଟକ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ପ୍ରସିଦ୍ଧ ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏହି ବାଲିଯାତ୍ରା ଆରମ୍ଭ ହୋଇ ୮ ଦିନ ପର୍ଯ୍ୟନ୍ତ ଲାଗି ରହିବ । ନଭେମ୍ବର ୨୭ ତାରିଖରେ ଆରମ୍ଭ ହେବାକୁ…
ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର: ନିଆଁରେ ଲକ୍ଷାଧିକ ଟଙ୍କାର ଜିନିଷ ଧ୍ୱଂସ
ବାଲେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସାରା ଓଡ଼ିଶାରେ ଖୁସିର ମାହୋଲ ଖେଳିଯାଇଛି । କିନ୍ତୁ ବାଲେଶ୍ୱର ସୋର ଅଞ୍ଚଳରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଔପଦା ବ୍ଲକ ଗୁରୁଡ଼ହତା ଗାଁରେ ଭୟଙ୍କର ଅଗ୍ନିକାଣ୍ଡରେ ୩…
ରାତି ପାହିଲେ କଟକର ଐତିହାସିକ ବାଲିଯାତ୍ରା; ଜାଣନ୍ତୁ ଏଥର କଣ ସବୁ ଆକର୍ଷଣ ରହିଛି
କଟକ: ରାତି ପାହିଲେ କଟକର ଐତିହାସିକ ବାଲିଯାତ୍ରା। ଯାହାକୁ ନେଇ ଏବେ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ମହାନଦୀ ପଠାରେ ଆରମ୍ଭ ହୋଇଯାଇଛି ବ୍ୟବସ୍ୟାୟୀଙ୍କ ପସରା। ରାଜ୍ୟ ଓ ରାଜ୍ୟ ବାହାରର ବ୍ୟବସ୍ୟାୟୀମାନେ…
BIG BREAKING: ଓଡିଶାରେ ମହାମହିମ, ବୋଇତ ବନ୍ଦାଣ ଉତ୍ସବରେ ହେବେ ମୁଖ୍ୟ ଅତିଥି
ଭୁବନେଶ୍ୱର: ଓଡିଶାରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିର୍ଦ୍ଧାରିତ ସମୟର ୨୦ ମିନିଟ ପୂର୍ବରୁ ସେ ପହଞ୍ଚିଥିବା ଦେଖିବାକୁ ମିଳିଛି। ବାୟୁ ସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱର…
ପ୍ଲାଷ୍ଟିକ୍ ବ୍ୟବହାର ବିରୁଦ୍ଧରେ ଅଭିନବ ପ୍ରୟାସ, ରାଜ୍ୟର ଏହି ଜିଲ୍ଲାରେ ଖୋଲିଲା ବାସନ ବ୍ୟାଙ୍କ
ଭୁୁବନେଶ୍ୱର: ପରିବେଶ ପ୍ରଦୂଷଣ ବୃଦ୍ଧି ଦିଗରେ ପ୍ଲାଷ୍ଟିକର ପ୍ରମୁଖ ଭୂମିକା ରହିଛି । କିନ୍ତୁ ଏହି ପ୍ଲାଷ୍ଟିିକ୍ ଆମ ଜୀବନର ଯେପରି ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି । ଆମେ ଚାହିଁଲେ ବି ପ୍ଲାଷ୍ଟିକ୍ ଠାରୁ ନିଜକୁ…
ଆଜି ଶ୍ରୀମନ୍ଦିରରେ କରାଯିବନି ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି: ସାରା ରାତି ଶ୍ରଦ୍ଧାଳୁ କରିବେ ଜଗା ଦର୍ଶନ
ଓଡିଶା ଭାସ୍କର(ପୁରୀ): ଆସନ୍ତାକାଲି ବା ସୋମବାର ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ମହାପ୍ରଭୁ ରତ୍ନସିଂହାସନରେ ସୁନାବେଶରେ ଦର୍ଶନ ଦେବେ ଯାହାକୁ ନେଇ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଛି। ତେବେ ଆଜି…