fbpx
Browsing Category

ସାଧାରଣ ନିର୍ବାଚନ 2024

Modi Cabinet 3.0: କ୍ୟାବିନେଟରେ କେଉଁ Minister ବେଶି ଶିକ୍ଷିତ? ଜାଣନ୍ତୁ ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା

ଓଡ଼ିଶା ଭାସ୍କର: ୨୦୨୪ରେ ତୃତୀୟ ଥର ପାଇଁ ସରକାର ଗଠନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜୁନ୍ ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବରେ ତୃତୀୟ ଥର ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ…

ମୁଁ ମୋହନ ଚରଣ ମାଝୀ… ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ମୋହନ ମାଝୀ: ଆରମ୍ଭ ନେଲା ନୂଆ ଅଧ୍ୟାୟ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ । ‘ନବୀନ ଯୁଗ’ରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଆଜିଠୁ ଆରମ୍ଭ ହେଉଛି ‘ମୋହନ ଯୁଗ’ । ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶା ପାଇଛି ଆଉ ଜଣେ ନୂଆ ମୁଖ୍ୟମନ୍ତ୍ରୀ ।…

Big Breaking: ମୋହନ ସରକାରରେ ୧୩ ମନ୍ତ୍ରୀ: ୮ କ୍ୟାବିନେଟ ମନ୍ତ୍ରୀ, ୫ ରାଷ୍ଟ୍ରମନ୍ତ୍ରୀଙ୍କ ଶପଥପାଠ

ଭୁବନେଶ୍ୱର: ଓଡ଼ିଶାରେ ହୋଇଛି ଏକ ନୂଆ ପରିବର୍ତ୍ତନ । ଓଡ଼ିଶା ପାଇଛି ନୂଆ ମୁଖ୍ୟମନ୍ତ୍ରୀ, ଏହାସହିତ ଗଠନ ହୋଇଛି ଏକ ମନ୍ତ୍ରୀମଣ୍ଡଳ । ମୋହନ ସରକାରରେ ମୋଟ ୧୩ ଜଣ ମନ୍ତ୍ରୀ ଶପଥପାଠ ଗ୍ରହଣ କରିବେ । ଏହି ତାଲିକାରେ ୮ ଜଣ…

Modi 3.0; ମୋଦୀ କ୍ୟାବିନେଟରେ କେଉଁ ରାଜ୍ୟରୁ କେତେ ମନ୍ତ୍ରୀଙ୍କୁ ସୁଯୋଗ? ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀ ୩.୦ କ୍ୟାବିନେଟର ମୋଟ ୭୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରୁଛନ୍ତି । ଏଥିରେ ବିଭିନ୍ନ ରାଜ୍ୟରୁ ଉପଯୁକ୍ତ ନେତାଙ୍କୁ ନିଜ କ୍ୟାବିନେଟରେ ସାମିଲ କରିଛନ୍ତି…

(Video) ଶପଥ ଗ୍ରହଣରେ ଅଧାରୁ ରୋକିଦେଲେ ରାଷ୍ଟ୍ରପତି: ବଡ଼ ଭୁଲ କରିଦେଲେ ମୋଦୀଙ୍କ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ନିର୍ବାଚନରେ ବହୁମତ ପାଇବା ପରେ ଏନଡିଏ ସରକାରରେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଚୟନ କରାଯାଇଛି ।…

ମୋଦୀ ସରକାର ୩.୦ରେ ଉପାଧ୍ୟକ୍ଷରୁ ଅଧ୍ୟକ୍ଷ ହେବେ ବୈଜୟନ୍ତ! ଜେପି ନଡ୍ଡାଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା

ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନରେ ବହୁମତ ପାଇବା ପରେ ଆଜି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ଏହାସହିତ ଦେଶର ୭୧ ମନ୍ତ୍ରଙ୍କୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଛି । ଅମିତ…

Reel ନୁହେଁ, ଏବେ Real ‘ମୁଖ୍ୟମନ୍ତ୍ରୀ’! ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଜେପି ଦେବ କି CM ପଦବୀ? ଚର୍ଚ୍ଚା ଜୋରଦାର

ଓଡ଼ିଶା ଭାସ୍କର: ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ତୃତୀୟ ଥର ମୋଦୀ ଏହି ପଦରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାସହିତ ମୋଦୀ କ୍ୟାବିନେଟର ମୋଟ ୭୧ ଜଣ ମନ୍ତ୍ରୀ ମଧ୍ୟ ଏଥିରେ ଶପଥ…

PM Modi Swearing-In Ceremony: ମୋଦୀ ମନ୍ତ୍ରୀମଣ୍ଡଳ ୩.୦ରେ କେତେ ଜଣ ମହିଳା ମନ୍ତ୍ରୀଙ୍କୁ ମିଳିଲା ସ୍ଥାନ, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ରବିବାର ଦିନ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମୋଦୀ ୩.୦ କ୍ୟାବିନେଟରେ ଅନେକ ମହିଳାଙ୍କୁ ମନ୍ତ୍ରୀ ସାମିଲ କରାଯାଇଛି। ଏଥିମଧ୍ୟରୁ ନିର୍ମଳା…

Modi 3.0 କ୍ୟାବିନେଟରେ କିଏ? କାହାକୁ କେଉଁ କ୍ୟାବିନେଟ ପାହ୍ୟା ସ୍ଥାନ ଦେଲେ ପ୍ରଧାନମନ୍ତ୍ରୀ?

ନୂଆଦିଲ୍ଲୀ: ଆଜି ତୃତୀୟ ଥର ଭାବରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି । ୨୦୧୪ ଏବଂ ୨୦୧୯ ପରେ…

Big Breaking; ଶପଥ ନେଲେ ନରେନ୍ଦ୍ର ମୋଦୀ: ପ୍ରଧାନମନ୍ତ୍ରୀ ଭାବରେ ତୃତୀୟ ଥର ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ଭାବରେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୧୪ ଏବଂ ୨୦୧୯ ପରେ ୨୦୨୪ରେ ମଧ୍ୟ ଭାରତରେ ସରକାର ଗଢିବେ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।…