Browsing Category

ରାଜନୀତି

(Video) ମୁଖ୍ୟମନ୍ତ୍ରୀ ଶପଥ ଉତ୍ସବରେ ପହଞ୍ଚିଲେ ନବୀନ: ହାତ ଯୋଡ଼ି ସ୍ୱାଗତ କଲେ ଅମିତ ଶାହ

ଭୁବନେଶ୍ୱର: ଆଜି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମୋହନ ଚରଣ ମାଝୀ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଯୋଗୀ…

ପେମା ଖାଣ୍ଡୁ ପୁଣି ହେବେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ: ବିଧାୟକ ଦଳ ବୈଠକରେ ନିଆଗଲା ନିଷ୍ପତ୍ତି

ନୂଆଦିଲ୍ଲୀ: ପେମା ଖାଣ୍ଡୁ ପୁଣି ହେବେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ପେମାଙ୍କ ନାମରେ ମୋହର ବାଜିଛି । ଆଜି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ପେମାଙ୍କୁ ବିଧାୟକ ଦଳ ଭାବେ ଚୟନ…

ରାଜ୍ୟ କ୍ୟାବିନେଟରେ କେତେଜଣ ମନ୍ତ୍ରୀ ଦାୟିତ୍ୱ ନେଇପାରିବେ: ସମ୍ବିଧାନର ନିୟମ କ’ଣ କହୁଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଛନ୍ତି । ଦୀର୍ଘ ୨୪ ବର୍ଷ ଧରି ରାଜ୍ୟକୁ ଏକାକୀ ଶାସନ କରିବା ପରେ ରାଜ୍ୟରେ ଏବେ ପ୍ରଥମ ଥର ଆରମ୍ଭ ହୋଇଛି ବିଜେପି…

Breaking; ମୋହନ ସରକାରରେ ବାଚସ୍ପତି ହେବେ ସୁରମା ପାଢୀ: ବଡ଼ ଘୋଷଣା

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ । ନବୀନ ସରକାର ପରେ ଆଜିଠାରୁ ‘ମୋହନ ସରକାର’ର ମୂଳଦୁଆ ପଡ଼ିଛି । ଭୁବନେଶ୍ୱରର ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମୋହନ ଚରଣ…

ମୁଁ ମୋହନ ଚରଣ ମାଝୀ… ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ମୋହନ ମାଝୀ: ଆରମ୍ଭ ନେଲା ନୂଆ ଅଧ୍ୟାୟ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ । ‘ନବୀନ ଯୁଗ’ରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଆଜିଠୁ ଆରମ୍ଭ ହେଉଛି ‘ମୋହନ ଯୁଗ’ । ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶା ପାଇଛି ଆଉ ଜଣେ ନୂଆ ମୁଖ୍ୟମନ୍ତ୍ରୀ ।…

Big Breaking: ମୋହନ ସରକାରରେ ୧୩ ମନ୍ତ୍ରୀ: ୮ କ୍ୟାବିନେଟ ମନ୍ତ୍ରୀ, ୫ ରାଷ୍ଟ୍ରମନ୍ତ୍ରୀଙ୍କ ଶପଥପାଠ

ଭୁବନେଶ୍ୱର: ଓଡ଼ିଶାରେ ହୋଇଛି ଏକ ନୂଆ ପରିବର୍ତ୍ତନ । ଓଡ଼ିଶା ପାଇଛି ନୂଆ ମୁଖ୍ୟମନ୍ତ୍ରୀ, ଏହାସହିତ ଗଠନ ହୋଇଛି ଏକ ମନ୍ତ୍ରୀମଣ୍ଡଳ । ମୋହନ ସରକାରରେ ମୋଟ ୧୩ ଜଣ ମନ୍ତ୍ରୀ ଶପଥପାଠ ଗ୍ରହଣ କରିବେ । ଏହି ତାଲିକାରେ ୮ ଜଣ…

ବିଧାୟକ ପଦରୁ ଇସ୍ତଫା ଦେଲେ ଅଖିଲେଶ ଯାଦବ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହିତ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଅନେକ ନେତା ଶପଥ ଗ୍ରହଣ କରିଛନ୍ତି । ଏଥର ବିଜେପି ଏକାକୀ ୨୪୦ଟି ଆସନ ପାଇଥିବା…

(Video) ମୁଁ ଏପର୍ଯ୍ୟନ୍ତ ବଞ୍ଚିଛି ତୁମେ ଭାଙ୍ଗିପଡ଼ନି; ସରକାର ପୁଣି ବଦଳିବ ବୋଲି କହିଲେ ନବୀନ

ଭୁବନେଶ୍ବର: ୨୪ ବର୍ଷର ସରକାର ଭାଙ୍ଗି ଯାଇଛି । ବିଜେଡି କର୍ମୀ ମାନେ ବି ଭାଙ୍ଗି ପଡ଼ିଛନ୍ତି । ସମସ୍ତେ ଏବେ ଝଟକା ଖାଇଛନ୍ତି । ହଠାତ୍ ସରକାର ବଦଳି ଯିବ କେହି କେବେ ଭାବି ନଥିଲେ । କର୍ମୀ ମାନଙ୍କର ଭାବନାରୁ ପୁରା…

ଦିଲ୍ଲୀ ଜଳ ସଙ୍କଟକୁ ଦୃଷ୍ଟିରେ ରଖି ଏପରି ନିର୍ଦ୍ଦେଶ ଦେଲେ ଜଳମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳୁଛି ଜଳ ସଙ୍କଟର ଭୟଙ୍କର ଚିତ୍ର । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସମସ୍ତ ଜୋନରେ ଅତିରିକ୍ତ ଜିଲ୍ଲାପାଳ ଏବଂ ଡିଭିଜନାଲ ମାଜିଷ୍ଟ୍ରେଟ ସ୍ତରର ଅଧିକାରୀଙ୍କୁ…

(Video) ଜାଣିଛନ୍ତି କି ମୋହନ ମାଝୀଙ୍କର କେତେ ରହିଛି ସମ୍ପତ୍ତି? ଏତିକି କୋଟି ଟଙ୍କାର ମାଲିକ ହେଉଛନ୍ତି…

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ମୋହନ ମାଝୀ । ଗୁରୁଜିରୁ ହୋଇଥିଲେ ସରପଞ୍ଚ ଏହା ପରେ ବିଧାୟକ ଥିଲେ । ଆଉ ଏବେ ଓଡିଶାର ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ, ଆଉ କିଛି ଘଣ୍ଟାର…