Browsing Category
ରାଜନୀତି
ତାଇଓ୍ଵାନ ରାଷ୍ଟ୍ରପତିଙ୍କ ଅଭିନନ୍ଦନ ଗ୍ରହଣ କଲେ ନରେନ୍ଦ୍ର ମୋଦୀ; ପ୍ରତିବାଦ କଲା ଚୀନ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଇୱାନର ରାଷ୍ଟ୍ରପତି ଲାଇ ଚିଙ୍ଗଙ୍କ ଅଭିନନ୍ଦନ ବାର୍ତ୍ତାର ଜବାବ ଦେଇଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜବାବକୁ ବିରୋଧ କରିଛି ଚୀନ୍। ବୈଦେଶିକ ମନ୍ତ୍ରଣାଳୟର…
BIG BREAKING…ଦିଲ୍ଲୀ ପଳାଇଗଲେ ଭିକେ ପାଣ୍ଡିଆନ୍!; ଏକ ପଞ୍ଚ ତାରକା ହୋଟେଲରେ ରହୁଥିବା ସୂଚନା
ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଜୁନ୍ ୪ ତାରିଖରେ ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ବାହାରିବା ପରେ ସମସ୍ତେ ଏକ ପ୍ରକାରର ସ୍ତବ୍ଦ ହୋଇ ଯ଼ାଇଛନ୍ତି । ଏହାରି ଭିତରେ ଦେଖିବାକୁ ଗଲେ ବିଜେଡି ଏଭଳି ହାରିବା ଦେଖି…
ଓଡ଼ିଶା ବିଜେପି ପାଇଁ ପୁଣି ଖୁସି ଖବର: ଭାଜପା ବିଧାୟକ ସଂଖ୍ୟା ୭୯କୁ ବୃଦ୍ଧି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିବାକୁ ଯାଉଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ୫ ଥର ବିଜେଡି ସରକାର ଗଠନ କରିଥିବା ବେଳେ ୬ଷ୍ଠ ଥର…
ଚଣ୍ଡିଗଡ଼ରେ କଙ୍ଗନା ରାଣାୱତଙ୍କୁ ଆକ୍ରମଣ; ବିମାନବନ୍ଦରେ ଚାପୁଡ଼ା ମାରିଲେ CISF ଗାର୍ଡ
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ନବ ନିର୍ବାଚିତ ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ମାଡ଼ ମରାଯାିଥିବା ଅଭିଯୋଗ ହୋଇଛି। ଚଣ୍ଡିଗଡ଼ ବିମାନ ବନ୍ଦରରେ ଚାପୁଡ଼ା ମାରିଲେ CISF ଗାର୍ଡ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼…
ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା
ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ । ତେବେ ଖବର ଅନୁସାରେ ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ଶେଖ…
ବିଜେପିର ବଡ଼ ଘୋଷଣା: ୨୦୨୫ରେ ନୀତିଶଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ାଯିବ
ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରି ନଥିବାରୁ ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ଓ ବିହାରର ନୀତିଶ କୁମାରଙ୍କ ଜେଡିୟୁ ସହ ମେଣ୍ଟ କରି ସରକାର ଗଠନ କରିବ ।…
(Video) ଜଣାପଡ଼ିଲା କେଉଁଠି ଅଛନ୍ତି ଭି.କେ ପାଣ୍ଡିଆନ୍! ସତ କଥା କହିଦେଲେ ଦୁଇ ବିଧାୟକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ପ୍ରକାଶିତ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ସଭିଙ୍କୁ ତାଜୁବ କରିଦେଇଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରମାଗତ ୬ଷ୍ଠ ଥର କ୍ଷମତା ଦଖଲ କରିବା ଲକ୍ଷ୍ୟରେ…
(Video) ‘କିଛି ମାସ ଭିତରେ ଭାଙ୍ଗିଯିବ NDA ସରକାର’, ଏଭଳି ସିଗନାଲ ଦେଲେ INDIA ମେଣ୍ଟର ନେତା
ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ସରକାର ଗଠନ କରିବା ଲାଗି ପସ୍ତୁତ ଅଛି । ନରେନ୍ଦ୍ର ମୋଦୀ ତୃତୀୟ ଥର ପ୍ରଦାନମନ୍ତ୍ରୀ ପଦବୀ ପାଇଁ ଶପଥ ଗ୍ରହଣ କରିବେ । ଅନ୍ୟପଟେ ଇଣ୍ଡିଆ ମେଣ୍ଟ ମଧ୍ୟ ସରକାର ଗଠନ…
ଘୁଞ୍ଚିଲା ମୋଦୀଙ୍କ ଶପଥ ଗ୍ରହଣ ତାରିଖ, ଜାଣନ୍ତୁ କେଉଁ ଦିନ ହେବ ଶପଥ ଗ୍ରହଣ ସମାରୋହ
ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଏନଡିଏ ସରକାରର ଶପଥ ଗ୍ରହଣ ସମାରୋହକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି । ଏହାରି ମଧ୍ୟରେ ଶପଥ ଗ୍ରହଣ ତାରିଖକୁ ନେଇ ନୂଆ ଅପଡେଟ୍ ସାମ୍ନାକୁ ଆସିଛି ।…
ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଚନ୍ଦ୍ରବାବୁ ନାଇଡୁ, ଜୁନ୍ ୧୨କୁ ଘୁଞ୍ଚିଲା ତାରିଖ
ନୂଆଦିଲ୍ଲୀ: ତେଲୁଗୁ ଦେଶମ ପାର୍ଟିର ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କ ଶପଥ ଗ୍ରହଣ ତାରିଖ ଘୁଞ୍ଚିଛି । ସୂତ୍ରରୁ ପ୍ରକାଶ ଜୁନ୍ ୮ ପରିବର୍ତ୍ତେ ବର୍ତ୍ତମାନ ଜୁନ୍ ୧୨ରେ ନାଇଡୁଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।…