Browsing Category

ରାଜନୀତି

ବଲାଙ୍ଗିର ସଂସଦୀୟ କ୍ଷେତ୍ର ପାଇଁ ମନୋଜ ମିଶ୍ର ଆଶାବାଦୀ; ବରିଷ୍ଠ ନେତା ନରସିଂହ ମିଶ୍ରଙ୍କୁ ସାକ୍ଷାତ ପରେ ଦେଲେ ସୂଚନା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବଲାଙ୍ଗିର ସଂସଦୀୟ କ୍ଷେତ୍ର ପାଇଁ ମନୋଜ ମିଶ୍ର ଆଶାବାଦୀ । ବରିଷ୍ଠ ନେତା ନରସିଂହ ମିଶ୍ରଙ୍କୁ ସାକ୍ଷାତ ପରେ ଦେଲେ ସୂଚନା । ବଲାଙ୍ଗିର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହେବାକୁ ଆବେଦନ…

ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ପହଞ୍ଚିଲେ ଦଳର ହେବିୱେଟ ନେତା, ରାଜ୍ୟସଭା ପ୍ରାର୍ଥୀ ପାଇଁ ହେବ କି ଆଲୋଚନା?

ଓଡ଼ିଶା ଭାସ୍କର: କିଏ ହେବ ବିଜେଡିର ତୃତୀୟ ରାଜ୍ୟସଭା ପ୍ରାର୍ଥୀ? ଏହାକୁ ନେଇ ବଢିବାରେ ଲାଗିଛି ସସ୍ପେନ୍ସ। ଗତକାଲି ୨ ଜଣଙ୍କୁ ବିଜେଡି ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଏଯାଏଁ ତୃତୀୟ ପ୍ରାର୍ଥୀ…

(Video) ବିଜେପି ମଞ୍ଚରେ ଅଶୋକ ଚହ୍ୱାନ କହିଦେଲେ ଏପରି କଥା.., ହସିବାକୁ ଲାଗିଲେ ସମସ୍ତେ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଆଜି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ସେ କଂଗ୍ରେସରେ ୩୮ ବର୍ଷର କାର୍ଯ୍ୟକାଳ ପରେ ବିଜେପିରେ ସାମିଲ ହୋଇଛନ୍ତି ।…

କିଏ ହେବ ବିଜେଡିର ତୃତୀୟ ରାଜ୍ୟସଭା ପ୍ରାର୍ଥୀ? ଚର୍ଚ୍ଚା ବଢ଼ାଇଲା ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ସୂଚୀ

ଓଡ଼ିଶା ଭାସ୍କର: କିଏ ହେବ ବିଜେଡିର ତୃତୀୟ ରାଜ୍ୟସଭା ପ୍ରାର୍ଥୀ? ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଛି ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ସୂଚୀ। କାରଣ ଆସନ୍ତାକାଲି ୨ ଦିନିଆ…

ନାମାଙ୍କନ ପତ୍ର ଦାଖଲ କଲେ ୨ ବିଜେଡି ରାଜ୍ୟସଭା ପ୍ରାର୍ଥୀ

ଓଡ଼ିଶା ଭାସ୍କର: ବିଜେଡି ରାଜ୍ୟସଭାର ତୃତୀୟ ପ୍ରାର୍ଥୀଙ୍କୁ ନେଇ ସସ୍ପେନ୍ସ ଜାରି ରହିଥିବା ବେଳେ ୨ ଜଣ ବିଜେଡି ରାଜ୍ୟସଭା ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକର ପୂର୍ବତନ ବିଧାୟକ ଦେବାଶିଷ…

ଲୋକସଭା ନିର୍ବାଚନ: କହ୍ନୈୟା ଏବଂ ଉଦିତଙ୍କୁ ନେଇ ବଡ଼ ଯୋଜନାରେ ଅଛି କଂଗ୍ରେସ

ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାକ୍ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଜେପି, କଂଗ୍ରେସ, ଆପ୍ ଭଳି ଅନ୍ୟ ଦଳଗୁଡ଼ିକ ନିଜ ନିଜ ପ୍ରାର୍ଥୀ ଚୟନ…

ବିଜେପିରେ ସାମିଲ ହେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ: ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଗତ ୧୨ ତାରିଖ ଦିନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କଂଗ୍ରେସ ଛାଡ଼ିଥିଲେ । ତେବେ କଂଗ୍ରେସରୁ ଇସ୍ତଫା ଦେବାର ଗୋଟିଏ ଦିନ ନ ପୂରୁଣୁ ଅଶୋକ ପଦ୍ମ ଧରିଛନ୍ତି । ଆଜି ଅଶୋକ ବିଧିବଦ୍ଧ ଭାବେ…

ରାଜ୍ୟସଭା ନିର୍ବାଚନ: ୩ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି(ସପା) ସୋମବାର ୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସପା ପକ୍ଷରୁ ପୂର୍ବତନ ସାଂସଦ ରାମଜୀ ଲାଲ ସୁମନ, ପୂର୍ବତନ ଆଇଏଏସ୍ ଅଧିକାରୀ ଆଲୋକ ରଞ୍ଜନ ଏବଂ ଜୟା…

ଆଜି ନାମାଙ୍କନ ଦାଖଲ କରିବେ ୨ ବିଜେଡ଼ି ପ୍ରାର୍ଥୀ, ତୃତୀୟ ପ୍ରାର୍ଥୀକୁ ନେଇ ଜାରି ରହିଛି ସସ୍ପେନ୍ସ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ିର ସମର ସଜ୍ଜା । ଏଥିପାଇଁ ୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡ଼ି । କଟକ- ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ବିଜେଡ଼ି ଯୁବ ମୋର୍ଚ୍ଚା…

ରାଜ୍ୟସଭା ପ୍ରାର୍ଥୀ: ଅଶ୍ୱିନୀ ବୈଷ୍ଣବଙ୍କ ସ୍ଥାନରେ କାହାକୁ ସୁଯୋଗ ଦେବ ବିଜେଡି?

ଓଡ଼ିଶା ଭାସ୍କର: ଓଡ଼ିଶାର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍ ୩ରେ ଶେଷ ହେଉଛି। ଏହି ତିନିଟି ଆସନ ପାଇଁ ଫେବ୍ରୁଆରି ୨୭ ତାରିଖରେ ନିର୍ବାଚନ…