Browsing Category

ରାଜନୀତି

ଭୋଟ ପାଇଁ ସ୍କୁଲ ପିଲାଙ୍କୁ ଏପରି ଧମକ ଦେଲେ ବିଧାୟକ, ଭିଡିଓ ଭାଇରାଲ ହେବା ପରେ ବଢିଲା ବିବାଦ

ମୁମ୍ବାଇ: ଏକନାଥ ସିନ୍ଦେ ନେତୃତ୍ୱ ବିଶିଷ୍ଟ ଶିବସେନାର ଜଣେ ବିଧାୟକ ସନ୍ତୋଷ ବାଙ୍ଗର ସ୍କୁଲ ପିଲାମାନଙ୍କୁ ଏପରି ଧମକ ଦେଇ ବିବାଦ ମଧ୍ୟକୁ ଆସିଛନ୍ତି । ସେ ପିଲାଙ୍କୁ ଧମକ ଦେଇ କହିଛନ୍ତି ଯଦି ତୁମର ମା’ବାପା ମୋତେ…

କାଲି ଫ୍ଲୋରଟେଷ୍ଟ, ଏହା ପୂର୍ବରୁ ତେଜସ୍ୱୀଙ୍କ ଘରେ ବିଧାୟକଙ୍କ ଲାଗି ମନୋରଞ୍ଜନ ସହିତ କରାଯାଇଛି ଏହିସବୁ ସ୍ୱତନ୍ତ୍ର ବ୍ୟବସ୍ଥା

ପାଟନା: ବିହାରରେ ନୂଆ ସରକାର ଗଠନକୁ ନେଇ ଫ୍ଲୋରଟେଷ୍ଟ ପୂର୍ବରୁ ରାଜନୀତି ବେଶ୍ ଉଷ୍ମ ରହିଛି । ସମସ୍ତ ଦଳ ନିଜ ନିଜ ବିଧାୟକଙ୍କୁ ଏକଜୁଟ କରିବା ପାଇଁ କଳ ବଳ କୌଶଳ ଲଗାଇ ଦେଇଛନ୍ତି । ପକ୍ଷ ବିପକ୍ଷ ଉଭୟ ଫ୍ଲୋରଟେଷ୍ଟ…

‘ଆମେ ଗରିବ ହୋଇପାରୁ କିନ୍ତୁ ବେଇମାନ ନୁହେଁ’, ବିହାର Floor Test ପୂର୍ବରୁ ଜିତନ ରାମ ମାଂଝିଙ୍କ ବୟାନ

ପାଟନା: ଫେବୃଆରୀ ୧୨ରେ ହେବାକୁ ଥିବା ବିହାର ଫ୍ଲୋର୍ ଟେଷ୍ଟ ପାଇଁ ବିହାର ରାଜନୀତି ବେଶ ସରଗରମ ରହିଛି । ଏଥିପାଇଁ ଶାସକ ଦଳ ଏବଂ ବିରୋଧୀ ଦଳ ନିଜ ନିଜ ବିଧାୟକଙ୍କୁ ଏକତ୍ର କରିବାରେ ବ୍ୟସ୍ତ ଅଛନ୍ତି । ଏଥିମଧ୍ୟରେ…

ଭୁବନେଶ୍ୱର ଲୋକସଭା ଆସନରେ କିଏ ବାଜିମାତ୍ କରିବ: ବିଜେଡି ନା ବିଜେପି, ଏଥର କାହାକୁ ବାଛିବେ ରାଜଧାନୀବାସୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୧୯ ବିଧାନସଭା ନିର୍ବାଚନରେ ରାଜଧାନୀର ଉତ୍ତର, ମଧ୍ୟ ଓ ଏକାମ୍ର ତିନୋଟି ବିଧାନସଭା ଆସନକୁ ବିଜେଡି କବଜା କରିଥିଲା । ମାତ୍ର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ…

Reform, Perform, Transformର ୫ ବର୍ଷ: ଲୋକସଭାରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ଦେଶରେ ଏବେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଖୁବ ବୃଦ୍ଧି ପାଇଛି । ତେବେ ଆଗାମୀ ନିର୍ବାଚନକୁ ନେଇ ଏବେ ରାଜନୀତି ମାହୋଲ ସରଗରମ ହେଉଥିବା ବେଳେ ମୋଦୀଙ୍କ ବୟାନ ଏବେ ଚର୍ଚ୍ଚାକୁ ଆସିଛି । ଲୋକସଭାରେ…

ନିର୍ବାଚନ ପୂର୍ବରୁ ‘Electoral Bond’ର ଅଡିଟ୍ ରିପୋର୍ଟ ଜାରି: ଜାଣନ୍ତୁ କେଉଁ ପାର୍ଟିକୁ କେତେ ମିଳିଲା ଚାନ୍ଦା…

ନୂଆଦିଲ୍ଲୀ: ନିର୍ବାଚନ ଆସିବା ମାତ୍ରେ ନିର୍ବାଚନ ବଣ୍ଡ ବିଷୟରେ ଆଲୋଚନା ଆରମ୍ଭ ହୁଏ । ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ବଣ୍ଡର ଅଡିଟ୍ ରିପୋର୍ଟ ପୁଣି ଥରେ ବାହାରକୁ ଆସିଛି । ଭାରତୀୟ ଜନତା ପାର୍ଟି ଏହାର ଅଡିଟ୍…

NCP ବିଧାୟକ ଛଗନ ଭୂଜବଳଙ୍କୁ ମିଳିଲା ହତ୍ୟା ଧମକ; ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ସମର୍ଥକଙ୍କ ଦାବି

ମୁମ୍ୱାଇ: ମହାରାଷ୍ଟ୍ରମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ବିଧାୟକ ଛଗନ ଭୂଜବଳଙ୍କୁ ହତ୍ୟା ଧମକପୂର୍ଣ୍ଣ ଚିଠି ମିଳିଛି। ଏହାର ଗୋଟିଏ ଦିନ ପରେ ସେ ଶନିବାର ଗଣମାଧ୍ୟମକୁ କହିଛନ୍ତି କିପରି ତାଙ୍କୁ…

ପାକିସ୍ତାନ ନିର୍ବାଚନ ଫଳାଫଳ ଭିତରେ ଏପରି କହିଲେ ସେନାମୁଖ୍ୟ ଜେନେରାଲ ଅସୀମ ମୁନିର

ଲାହୋର୍: ୨୦୨୪ ସାଧାରଣ ନିର୍ବାଚନର ସଫଳ ଆୟୋଜନ ପାଇଁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦେଶକୁ ଅରାଜକତା ଓ ବିଭାଜନ ରାଜନୀତିରୁ ବାହାରକୁ ନେବା ପାଇଁ ଏକ ସ୍ଥିର…

ପାକିସ୍ତାନ ନିର୍ବାଚନ; ଚାଲିଛି ଭୋଟ ଗଣତି, ଜାଣନ୍ତୁ କିଏ ଆଗରେ କିଏ ପଛରେ?

ଲାହୋର୍: ଗୁରୁବାର ପାକିସ୍ତାନର ନ୍ୟାସନାଲ ଆସେମ୍ବ୍ଲିର ୨୬୬ ଟି ଆସନ ପାଇଁ ମତଦାନ ପରେ ଫଳାଫଳ ଘୋଷଣା କରାଯାଇଛି । ବର୍ତ୍ତମାନ ସୁଦ୍ଧା ପ୍ରକାଶିତ ଫଳାଫଳରେ ଇମ୍ରାନ ଖାନଙ୍କ ପିଟିଆଇ ସମର୍ଥିତ ୮୭ ଜଣ ସ୍ୱାଧୀନ…

ପାକିସ୍ତାନ ନିର୍ବାଚନରେ ଜାଲିଆତି ଅଭିଯୋଗରେ ଚିନ୍ତା ପ୍ରକଟ କଲେ ଆମେରିକା ଓ ବ୍ରିଟେନ

ନୂଆଦିଲ୍ଲୀ: ପାକିସ୍ତାନର ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ ଅଭିଯୋଗ କୁ ନେଇ ସେ ଉଦ୍ ବେଗ ପ୍ରକାଶ କରିଛନ୍ତି। ବ୍ରିଟିଶ ବୈଦେଶିକ ସଚିବ ଡେଭିଡ୍ କ୍ୟାମେରନ୍ କହିଛନ୍ତି ଯେ ତାଙ୍କ ଦେଶ ମୌଳିକ ମାନବିକ ଅଧିକାର ବଜାୟ…