Browsing Category

ରାଜନୀତି

ପ୍ରଧାନମନ୍ତ୍ରୀଙ୍କୁ ପକେଟ୍ ମାର୍ ସହ ତୁଳନା କରି ଅଡ଼ୁଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପକେଟ୍ ମାର୍ ସହ ତୁଲନା କରି ଦେଇଥିବା ମନ୍ତବ୍ୟକୁ ନେଇ ଅଡ଼ୁଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀଙ୍କୁ ଝଟକା ଦେଲେ ଦିଲ୍ଲୀ ହାଇକୋର୍ଟ। ଏପରି ବୟାନ…

AICC ପକ୍ଷରୁ ନାମ ଘୋଷଣା: ଓଡ଼ିଶା ଓ ନାଗାଲାଣ୍ଡ ପ୍ରଦେଶ କଂଗ୍ରେସ କମିଟିରେ ନିଯୁକ୍ତି ପାଇଲେ ୧୨ ଜଣ ନେତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବ । ଏଥିସହିତ ଓଡ଼ିଶାରେ ମଧ୍ୟ ଆଉ କିଛି ମାସ ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ମଧ୍ୟରେ କଂଗ୍ରେସ ତା’ର ସଂଗଠନକୁ ସୁଦୃଢ଼ କରିବା…

ସ୍ଥାନାନ୍ତର ହେବ କଂଗ୍ରେସ ହେଡକ୍ୱାର୍ଟର, ଇନ୍ଦିରା ଭବନ ନାମରେ ହେବ ନାମିତ

ନୂଆଦିଲ୍ଲୀ: ଖୁବ ଶୀଘ୍ର କଂଗ୍ରେସ ହେଡକ୍ୱାଟର ବଦଳାଇବାକୁ ଯାଉଛି। ଜାନୁଆରୀ ଦ୍ୱିତୀୟ ସପ୍ତାହରେ ପାର୍ଟୀ ଏହାର ମୁଖ୍ୟାଳୟକୁ ଏକ ନୂତନ ସ୍ଥାନକୁ ସ୍ଥାନାନ୍ତର କରିବ ବୋଲି କୁହାଯାଉଛି। ତେବେ ଏହି କାର୍ଯ୍ୟାଳୟ ଇନ୍ଦିରା…

ଦୁଃଖ ଖବର: ଓଡ଼ିଶା ବିଧାନସଭାର ପୂର୍ବତନ ବିଧାୟକଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ଇଡିର ସମନକୁ ନେଇ କେଜ୍ରିୱାଲ କହିଲେ – ମୁଁ ପ୍ରତ୍ୟେକ ଡାକରା ଗ୍ରହଣ କରିବାକୁ ପ୍ରସ୍ତୁତ, କିନ୍ତୁ…

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଜର ହେବାକୁ କରିଥିବା ନୋଟିସ୍‌କୁ ପୁଣି ଏଡାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଇଡି ପକ୍ଷରୁ ମିଳିଥିବା ସମନ ଜବାବରେ…

ସଂସଦର ସୁରକ୍ଷା ତୃଟି ଏବଂ ମିମିକ୍ରି ଭାଇରାଲ ଭିଡ଼ିଓକୁ ନେଇ ଦୁଃଖ ପ୍ରକାଶ କଲେ ମାୟାବତୀ

ନୂଆଦିଲ୍ଲୀ: ନିକଟରେ ସଂସଦରେ ଦେଖା ଦେଇଥିବା ସୁରକ୍ଷା ତୃଟିକୁ ନେଇ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ଏଥିମଧ୍ୟରେ ବହୁଜନ ସମାଜ ପାର୍ଟି(ବିଏସ୍ପି) ମୁଖ୍ୟ ମାୟାବତୀ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିରୋଧୀ…

‘ଦେଶ ପାଇଁ ଦାନ’ ନାମରେ ଲୋକଙ୍କୁ ଚାନ୍ଦା ମାଗୁଛି କଂଗ୍ରେସ: ୪୮ ଘଣ୍ଟାରେ ମିଳିଲାଣି ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ: ‘ଦେଶ ପାଇଁ ଦାନ’ ନାମରେ କଂଗ୍ରେସ ପକ୍ଷରୁ ଏକ ଅନଲାଇନ୍ କ୍ରାଉଡଫଣ୍ଡିଂ କାର୍ୟ୍ୟକ୍ରମ ଜାରି ରହିଛି । ଡିସେମ୍ବର ୧୮ରୁ ଏହି ଅନଲାଇନ୍ କ୍ରାଉଡଫଣ୍ଡିଂ ଅଭିଯାନର ଶୁଭାରମ୍ଭ ହୋଇଥିବା ବେଳେ ଆଜକୁ ତାହା ୪୮…

ଲୋକସଭାରେ ପାସ୍‌ ହେଲା ନୂଆ କ୍ରାଇମ ବିଲ୍‌; ଭିଡ଼ ହିଂସାକାରୀଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଲୋକସଭାରେ ପାସ୍‌ ହେଲା ନୂଆ କ୍ରାଇମ ବିଲ୍‌ । ଭାରତୀୟ ନ୍ୟାୟ ସଂହିତା ବିଲ୍‌ ଲୋକସଭାରେ ପାସ୍‌ । ସମସ୍ତ ୩ଟି ସଂଶୋଧିତ ବିଲ୍‌ ଲୋକସଭାରେ ପାସ୍‌ । ଭିଡ଼ ହିଂସା ପାଇଁ ନୂଆ ଆଇନରେ କଠୋର…

ଉପରାଷ୍ଟ୍ରପତିଙ୍କ ମିମିକ୍ରି ଏବଂ ସାଂସଦଙ୍କ ବହିଷ୍କାରକୁ ନେଇ ମୁହଁ ଖୋଲିଲେ ରାହୁଲ ଗାନ୍ଧୀ, କହିଲେ-‘ମୋ ଫୋନରେ ଭିଡିଓ ଅଛି’, ହେଲେ..

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଦ୍ୱାରା ଦେଶର ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ମିମିକ୍ରିକୁ ନେଇ ବିବାଦ ଜାରି ରହିଛି। ବର୍ତ୍ତମାନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ…

‘ଅହଂକାରୀ ଗଠବନ୍ଧନର ପ୍ରତ୍ୟେକ ସଦସ୍ୟ ବୈଠକରେ ପ୍ରଧାନମନ୍ତ୍ରୀ ହୋଇପାରିବେ’; କେଶବ ପ୍ରସାଦ ମୌର୍ଯ୍ୟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଣ୍ଡିଆ ଆଲାଏନ୍ସ ବୈଠକରେ ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନାମ ପ୍ରସ୍ତାବ ଦେଇଥିଲେ। ମମତା ବାନାର୍ଜୀଙ୍କ ଏହି…