Browsing Category

ରାଜନୀତି

‘ଉପ ରାଷ୍ଟ୍ରପତିଙ୍କୁ ଅପମାନିତ କରିବା ମୋ ଉଦ୍ଦେଶ୍ୟ ନଥିଲା’ ସ୍ପଷ୍ଟୋକ୍ତି କରିଲେ କଲ୍ୟାଣ ବାନାର୍ଜୀ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତିଙ୍କ ନକଲ(ମିମିକ୍ରି) କରିଥିବା ଟିଏମ୍ସି ସାଂସଦ କଲ୍ୟାଣ ବାନାର୍ଜୀ ଅନେକ ବିବାଦ ମଧ୍ୟରେ ଛନ୍ଦି ହୋଇଯାଇଛନ୍ତି । ‘କାହାକୁ ଆଘାତ ଦେବା ମୋ ଉଦ୍ଦେଶ୍ୟ ନଥିଲା । ଧନଖଡ଼ ମୋ ଠାରୁ ବହୁତ ବରିଷ୍ଠ…

୨୦ ବର୍ଷରୁ ମୁଁ ଅପମାନ ସହି ଆସୁୁଛି; ଧନଖଡ଼ଙ୍କୁ ନିଜ ଦୁଃଖ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲୋକସଭାର ସୁରକ୍ଷା ତୃଟି ପ୍ରସଙ୍ଗକୁ ନେଇ ୪୯ ସାଂସଦଙ୍କ ନିଲମ୍ବନକୁ ବିରୋଧ କରି ବିରୋଧୀ ଦଳର ସଦସ୍ୟମାନେ ମଙ୍ଗଳବାର ସଂସଦ ଭବନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସମୟରେ ତୃଣମୂଳ…

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଲଢ଼ିପାରିବେ ନାହିଁ ଡୋନାଲ୍ଡ ଟ୍ରମ୍ପ୍‌

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା । କ୍ୟାପିଟାଲ ହିଂସା ମାମଲାରେ ମଙ୍ଗଳବାର କୋଲୋରାଡ଼ୋ କୋର୍ଟ ଆମେରିକାର ସମ୍ବିଧାନ ଅନୁଯାୟୀ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ…

ମଲ୍ଲିକାର୍ଜୁନ ଖଡ଼ଗେ ହେଲେ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା; ପ୍ରସ୍ତାବ ଦେଲେ ମମତା, ସମର୍ଥନ କଲେ କେଜ୍ରିଓ୍ଵାଲ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ବୈଠକରେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ଚେହେରା ଭାବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଏହି…

ଜାତୀୟ ଗଠବନ୍ଧନ କମିଟି ଗଠନ କଲା କଂଗ୍ରେସ; ଅଶୋକ ଗେହଲଟ ଓ ଭୂପେଶ ବଘେଲଙ୍କ ସମେତ ଏହି ନେତାମାନେ ଥିଲେ ଉପସ୍ଥିତ

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ ଜାତୀୟ ଗଠବନ୍ଧନ କମିଟି ଗଠନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ଏହି ବୈଠକରେ ୫ ଜଣ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଛି। ଏହି କମିଟିରେ ରାଜସ୍ଥାନର…

ଛତିଶଗଡ଼ର ବାଚସ୍ପତି ଭାବେ ନିର୍ବାଚିତ ହେଲେ ରମଣ ସିଂହ

ନୂଆଦିଲ୍ଲୀ: ଛତିଗଡ଼ରେ ୧୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିଥିବା ବିଜେପି ନେତା ରମଣ ସିଂହ ରାଜ୍ୟର ପରବର୍ତ୍ତୀ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ବାଚସ୍ପତି ପଦ ପାଇଁ ରମଣ ଗତ ୧୭ ତାରିଖରେ ନାମାଙ୍କନ…

BIG BREAKING: ପୁଣି ୪୯ ଜଣ ସାଂସଦ ହେଲେ ନିଲମ୍ବିତ

ନୂଆଦିଲ୍ଲୀ: ଆକ୍ସନ ମୋଡ଼ରେ ଲୋକସଭା ବାଚସ୍ପତି ଓମ ବିର୍ଲା। ଆଜି ପୁଣି ସେ ୪୯ ଜଣ ବିରୋଧୀ ସାଂସଦଙ୍କୁ ଲୋକସଭାରୁ ନିଲମ୍ବନ କରିଛନ୍ତି। ତେବେ ଏଯାବତ ଲୋକସଭାରୁ ମୋଟ ୧୪୧ ସାଂସଦଙ୍କୁ ନିଲମ୍ବନ କରାଗଲାଣି। ଅନ୍ୟପଟେ…

ସଂସଦର ସୁରକ୍ଷା ଭଙ୍ଗ କରିଥିବା ବ୍ୟକ୍ତି ବିଶେଷଙ୍କୁ ବିରୋଧୀଙ୍କ ସମର୍ଥନ ରହିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନିକଟରେ ଶୀତକାଳୀନ ଅଧିବେଶନ ସମୟରେ ସଂସଦରେ ଦେଖାଦେଇଥିବା ସୁରକ୍ଷା ତୃଟିକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା । ଏନେଇ ଗୋଟିଏ ପଟେ ଅନେକ ସାଂସଦଙ୍କୁ ବହିଷ୍କୃତ କରାଯାଇଥିବା ବେଳେ ଅନ୍ୟପଟେ…

ଗୁଜରାଟ: କଂଗ୍ରେସ ବିଧାୟକ ଚିରାଗ ପଟେଲଙ୍କ ଇସ୍ତଫା

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ସେନେଇ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ସେମାନଙ୍କର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ନିକଟରେ ୫ଟି ରାଜ୍ୟରେ…

ମମତା ବାନାର୍ଜୀଙ୍କ ରାଜନୈତିକ ଉତ୍ତରାଧିକାରୀ ହେବେ ପୁତୁରା ଅଭିଷେକ ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ହେବେ ତାଙ୍କ ରାଜନୈତିକ ଉତ୍ତରାଧିକାରୀ। ଭବିଷ୍ୟତରେ ସେ ହିଁ ଟିଏମସିର ଦାୟିତ୍ୱ ଭାର…