Browsing Category
ରାଜନୀତି
ରାହୁଲ ଗାନ୍ଧୀଙ୍କ ନାଁରେ ଆଉ ଏକ ମାନହାନୀ ମାମଲା ରୁଜୁ: ଆରଏସଏସକୁ କହିଥିଲେ ଏକବିଂଶ ଶତାବ୍ଦୀର କୌରବ
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀଙ୍କ ସମସ୍ୟା କମିବାର ନାଁ ନେଉନାହିଁ । ମୋଦୀ ସରନେମକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଂସଦର ସଦସ୍ୟତା ହରାଇଥିବା ରାହୁଲ…
ମୋ ପାଇଁ ପଞ୍ଜାଵ ବଡ଼, ଏହାକୁ ବଞ୍ଚେଇବା ପାଇଁ ମୁଁ ମୋ ଜୀବନ ଲଗେଇଦେବି : ନବଜୋତ ସିଂ ସିଦ୍ଧୁ
ପଟିଆଲା:ପଞ୍ଜାବର ପଟିଆଲା ଜେଲରୁ ସଡ଼କ ରାଗ ମାମଲାରେ ନବଜୋତ ସିଂ ସିଦ୍ଧୁ ୧୦ ମାସର ଦଣ୍ଡ ଶେଷ କରିବା ପରେ ଶନିବାର ବାହାରକୁ ଆସିଛନ୍ତି । ଜେଲରୁ ବାହାରିବା ମାତ୍ରେ ସିଦ୍ଧୁ ତାଙ୍କ ସମର୍ଥକଙ୍କୁ ଭେଟିଥିଲେ। ଏହି ସମୟରେ…
(video) MLC ନିର୍ବାଚନରେ ଭୋଟ୍ ବଦଳରେ ନୋଟ୍ ! ଗୟାରେ ଭୋଟରଙ୍କୁ ନଗଦ ଟଙ୍କା ବଣ୍ଟୁଛନ୍ତି ଏହି ଦଳର ଜିଲ୍ଲା ସଭାପତି, ଭିଡିଓ ଭାଇରାଲ
ନୂଆଦିଲ୍ଲୀ : ବିହାର ବିଧାନ ପରିଷଦ ନିର୍ବାଚନରେ (MLC Election 2023) ଭୋଟ୍ ବଦଳରେ ନୋଟ୍ ବଣ୍ଟନ ପ୍ରସଙ୍ଗ ସାମ୍ନାକୁ ଆସିଛି। ଗୟାଠାରେ ଗଖଉ ନିର୍ବାଚନ ସମୟରେ ବିଜେପି ଜିଲ୍ଲା ସଭାପତି ପ୍ରେମ ପ୍ରକାଶ ଚିଣ୍ଟୁ…
ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ଦେଲା ଦୀପାଳିଙ୍କୁ ଟିକେଟ, ଅନୁକମ୍ପା ଭୋଟ ହାତେଇବା ପାଇଁ ଖେଳିଲା ମାଷ୍ଟ୍ରର କାର୍ଡ
ଭୁବନେଶ୍ୱର:ବିଗୁଲ ବାଜିବାର ୨ଦିନ ଭିତରେ ବିଜେଡି ଆଗାମୀ ଝାଡସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ନାମ ଘୋଷଣା କରିଛନ୍ତି । ଝାଡସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ଦୀପାଳି ଦାସଙ୍କ ନାମରେ ମୋହର ମାରିଛି ।
ଏଣିକି…
କଟକ ଲୋକସଭା ଆସନରୁ ଲଢ଼ିପାରନ୍ତି ରେଳମନ୍ତ୍ରୀ ଅଶ୍ୱିନୀ: ରାଜ୍ୟ ରାଜନୀତିରେ ବଡ଼ ଚର୍ଚ୍ଚା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ଦେଶରେ ଦେଶର ନିର୍ବାଚନୀ ମାହୋଲ ଚଳଚଞ୍ଚଳ ହୋଇ ଉଠିଛି । ବିଭିନ୍ନ ରାଜ୍ୟରେ ସଂଗଠନ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ ହେବା…
ଏପ୍ରିଲ ୧ ରେ ଜେଲରୁ ଫେରିବେ ସିଦ୍ଧୁ: ହତ୍ୟା ମାମଲାରେ କାଟୁଥିଲେ ସଜା
ନୂଆଦିଲ୍ଲୀ: ଆସନ୍ତାକାଲି ଜେଲରୁ ମୁକୁଳିବେ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ । ଏ ନେଇ ସିଦ୍ଧୁଙ୍କ ଟ୍ୱିଟର ପେଜରେ ସୂଚନା ଦିଆଯାଇଛି । ଦୀର୍ଘ ବର୍ଷକର କାରାଦଣ୍ଡ ଶେଷ କରି କାଲି ପୁଣିଥରେ…
TMCର ଦୁଇ ନେତାଙ୍କୁ ଗୁଳିକରି ହତ୍ୟା: ପଞ୍ଚାୟତ ନିର୍ବାଚନ ଟିକେଟକୁ ନେଇ ଗଣ୍ଡଗୋଳ
ନୂଆଦିଲ୍ଲୀ: ଗତକାଲି ରାମନବମୀ ଅବସରରେ ପଶ୍ଚିମବଙ୍ଗରେ ଭୟଙ୍କର ଦଙ୍ଗା ଦେଖିବାକୁ ମିଳିଥିବା ବେଳେ ଆଜି ପୁଣି ଦେଖିବାକୁ ମିଳିଛି ଏକ ବଡ଼ ଅଘଟଣ । ପଞ୍ଚାୟତ ନିର୍ବାଚନ ନେଇ ଆୟୋଜିତ ବୈଠକରେ ଗୁଳିମାଡ଼ କରାଯାଇଛି । ଏହି…
ରାଜନୀତିରୁ ସନ୍ନ୍ୟାସ ନେବେ ଗଡ଼କରୀ? ଆସିଲା କେନ୍ଦ୍ରମନ୍ତ୍ରୀଙ୍କ ବୟାନ
ନୂଆଦିଲ୍ଲୀ: ଆଗାମୀ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜ ସଂଗଠନକୁ ସଜାଡ଼ି ଚାଲିଥିବା ବେଳେ ବିଜେପି ଶିବିରରୁ ଏହି ସମୟରେ ଆସିଛି ଏକ ବଡ଼ ଖବର । ଗତ କିଛିଦିନ ଧରି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର…
Opinion Poll: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ କ’ଣ ହେବ?
ନୂଆଦିଲ୍ଲୀ: ସାରା ଦେଶରେ ଏବେ ନିର୍ବାଚନକୁ ନେଇ ରାଜନୈତିକ ମହଲ ସରଗରମ୍ ରହିଛି । ଏହା ମଧ୍ୟରେ ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି । ଆସନ୍ତା ମେ ମାସ ୧୦ ତାରିଖରେ ରାଜ୍ୟରେ ଭୋଟ ହୋଇ ୧୩…
କଂଗ୍ରେସ ପାଇଁ ବଡ଼ ସୁଯୋଗ: ଆଇନ ଓ ରାଜନୀତିର ଯୁଦ୍ଧ ଆରମ୍ଭ କରିବେ ରାହୁଲ, ଖୁବଶୀଘ୍ର କୋର୍ଟରେ ଦାୟର ହେବ ଯାଚିକା
ନୂଆଦିଲ୍ଲୀ: ଏକ ପୁରୁଣା ମାମଲାର ଶୁଣାଣି କରି ଗତ ୨୩ ତାରିଖରେ ସୂରତର ସେଶନ କୋର୍ଟ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇବର୍ଷର ଜେଲଦଣ୍ଡ ଶୁଣାଣି କରିଥିଲେ । ତା’ପର ଦିନ ୨୪ ତାରିଖରେ…