fbpx
Browsing Category

ରାଜନୀତି

ମତ ବଦଳେଇଲେ ତାରା; ନିରଞ୍ଜନ ମୋ ବଡଭାଇ

ଭୁବନେଶ୍ୱର (ଓଡ଼ିଶା ଭାସ୍କର):କୋରାପୁଟ ବିଧାୟକ ତାରା ପ୍ରସାଦ ବାହିନୀପତି ନରମି ଯାଇଛନ୍ତି । କିଛିଦିନ ତଳେ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଅଯୋଗ୍ୟ ବୋଲି କହିଥିଲେ । ଏହାକୁ ନେଇ ବେଶ ହଟଚମଟ ହୋଇଥିଲା ।…

ମୋଦୀଙ୍କୁ ଛାଡ଼ି ଦିଦିଙ୍କ ହାତ ଧରିଲେ ବିଜେପି ବିଧାୟକ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପିକୁ ଝଟକା । ଦଳ ଛାଡିଛନ୍ତି ବିଷ୍ଣୁପୁର ଆସନ ବିଧାୟକ ତନ୍ମୟ ଘୋଷ । ଘୋଷ ମୋଦୀଙ୍କ ହାତ ଛାଡି ଦିଦିଙ୍କ ହାତ ଧରିଥିବା ବେଳେ ବିଜେପିକୁ ଏକ ହିଂସା ସୃଷ୍ଟିକାରୀ ଦଳ ଭାବରେ…

୩୧ରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ୨ ଦିନିଆ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ଯୋଗ ଦେବେ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଆସନ୍ତା ୩୧ ତାରିଖରେ ଓଡ଼ିଶା ଆସୁଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ଡ. ଏ ଚେଲ୍ଲା କୁମାର । ମଙ୍ଗଳବାର ଓ ବୁଧବାର ଦିନ କଂଗ୍ରେସ କର୍ମକର୍ତା ମାନଙ୍କର…

ନେହେରୁଙ୍କୁ ମୋଦୀଙ୍କ ଅବମାନନା; ସ୍ୱାଧୀନତା ସଂଗ୍ରାମୀଙ୍କ ତାଲିକାରୁ ବାଦ ପଡିଲା ଫଟୋ

ନୂଆଦିଲ୍ଲୀ: ପୁଣି ଥରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହାରଲାଲ ନେହେରୁଙ୍କୁ ଅବମାନନା କରିଛି ମୋଦୀ ସରକାର । ସ୍ୱାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ନିର୍ମିତ ଏକ ପୋଷ୍ଟର ଓ ଅଫିସିଆଲ ୱେବସାଇଟରୁ ନେହେରୁଙ୍କ ଫଟୋ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ମୟୂରଭଞ୍ଜର ୧୫ ଜିଲ୍ଲା ପରିଷଦ ସଭ୍ୟ ଦେଲେ ଇସ୍ତଫା

ମୟୁରଭଞ୍ଜ (ଭାସ୍କର ନ୍ୟୁଜ୍‌): ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୁରଭଞ୍ଜ ରାଜନୀତିରେ ବଡ ଧରଣର ହଲଚଲ୍‌ ଦେଖିବାକୁ ମିଳିଛି । ମୟୂରଭଞ୍ଜର ୧୫ ଜିଲ୍ଲା ପରିଷଦ ସଭ୍ୟ ନିଜ ଇସ୍ତଫାପତ୍ର ରାଜ୍ୟ ବିଜେପି ସଭାପତିଙ୍କ ନିକଟକୁ…

ଥମୁନି ପଞ୍ଜାବ ତାତି: ପୁଣି ଶକ୍ତି ପ୍ରଦର୍ଶନ କଲେ କ୍ୟାପଟେନ୍, ଡିନର ପାର୍ଟିରେ ପହଞ୍ଚିଲେ ୫୮ ବିଧାୟକ ଓ ୮ ମନ୍ତ୍ରୀ

ଚଣ୍ଡିଗଡ : ପଞ୍ଜାବରେ ନବଜୋତ ସିଂହ ସିଦ୍ଧୁଙ୍କୁ ପ୍ରଦେଶ ଅଧ୍ୟକ୍ଷ କରାଯିବା ପରେ ମଧ୍ୟ ରାଜ୍ୟରେ ରାଜନୈତିକ ଖେଳ ଏବେ ମଧ୍ୟ ବାକି ରହିଛି । ବିରୋଧୀ ଗୋଷ୍ଠୀଙ୍କ ବିରୋଧରେ ପାର୍ଟି ହାଇକମାଣ୍ଡଙ୍କ ଖୋଲା ସମର୍ଥନରେ…

ମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସ ବହୁ ଚଞ୍ଚକତା କରି ୧୩ ନମ୍ବର ମୁଦାଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଚାର୍ଜସିଟରୁ କାଢି ଦେଇଥିବା ବେଳେ ଆଜି ପୁଣି ଥରେ ତାଙ୍କ ନାଁ ଯୋଡିବାକୁ…

ଭାରତ ଛାଡ଼ି ପାକିସ୍ତାନ ପଳାଅ, ଜାଣନ୍ତୁ କାହିଁକି ଏମିତି କହିଲେ ବିଜେପି ନେତା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଭାରତ ଛାଡ଼ି ପାକିସ୍ତାନ ପଳାଇବା ପାଇଁ କହିଛନ୍ତି ବିଜେପି ନେତା ଅନୀଲ ଭିଜ୍। କଶ୍ମୀର ଓ ତାଲିବାନ ପ୍ରସଙ୍ଗରେ ମୁଫତିଙ୍କ ବୟାନକୁ ନେଇ ଏଭଳି…

ଅନୁଭବ-ବର୍ଷା ବିବାଦ: ଶେଷ ହେଲା କାଉନ୍‌ସେଲିଂ, ୨୭ରେ ମାମଲାର ଶୁଣାଣି

ଭୁବନେଶ୍ୱର ( ଭାସ୍କର ନ୍ୟୁଜ୍‌) : ବର୍ଷା ଓ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ କାଉନ୍‌ସେଲିଂ ଶେଷ ହୋଇଥିବା ବେଳେ ଆସନ୍ତା ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । କାଉନ୍‌ସେଲିଂ ରିପୋର୍ଟ ଆଧାରରେ ମାମଲାର…