fbpx
Browsing Category

ରାଜନୀତି

କରୋନାର ଦ୍ୱିତୀୟ ଲହର ବିଗାଡି ଦେଲା ମୋଦୀ ସରକାରଙ୍କ ଛବି ! ସଂଘ ସହ ବିଜେପିର ମାନସ ମନ୍ଥନ

ନୂଆଦିଲ୍ଲୀ : ଗତ ବର୍ଷ କରୋନାର ପ୍ରଥମ ଲହରକୁ ସଫଳତାର ସହ ମୁକାବିଲା କରି ପ୍ରଶଂସା ସାଉଁଟିଥିଲା ନରେନ୍ଦ୍ର ମୋଦୀ ସରକାର । କିନ୍ତୁ ଦ୍ୱିତୀୟ ଲହର ଆଗରେ ଫିକା ପଡିଗଲା କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରସ୍ତୁତି । ମଳିନ…

ଭ୍ୟାକ୍ସିନ ସାର୍ଟିଫିକେଟ୍ ଉପରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇ ଛତିଶଗଡ ଲଗାଇଲା ମୁଖ୍ୟମନ୍ତ୍ରୀଙ୍କ ଫଟୋ, ଜୋର ଧରିଲା ରାଜନୀତି

ର।ୟପୁର : ଦେଶରେ କରୋନା ମୁକାବିଲାକୁ ନେଇ ଏକଜୁଟତା ଦେଖିବାକୁ ମିଳୁଛି। କିନ୍ତୁ ଅନ୍ୟପଟେ ଟିକାକରଣକୁ ନେଇ ରାଜନୀତି ମଧ୍ୟ ହେଉଛି । ଏହା ମଧ୍ୟରେ ଟିକାକରଣ ଅଭିଯାନ ସମୟରେ ମିଳୁଥିବା ଭ୍ୟାକ୍ସିନ ସାର୍ଟିଫିକେଟ୍ ଉପରେ…

ସମ୍ବିତ ପାତ୍ରଙ୍କୁ ରାୟପୁର ପୋଲିସର ନୋଟିସ୍‌, ଅପରାହ୍ନ ୪ଟାରେ ହାଜର ହେବାକୁ ନିର୍ଦ୍ଦେଶ

ର।ୟପୁର ୨୩ ।୦୫: ଟୁଲକିଟ୍ ମାମଲାରେ ଏବେ ବିଜେପି ନେତା ତଥା ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ରାୟପୁର ପୋଲିସ ନୋଟିସ୍ ଜାରି କରିଛି । ସମ୍ବିତଙ୍କୁ ପଚରା ଉଚୁରା ପାଇଁ ଏହି ନୋଟିସ୍ ଜାରି କରାଯାଇଥିବା କୁହାଯାଉଛି ।…

ଶୁଭେନ୍ଦୁ ଅଧିକାରୀଙ୍କ ବାପା ଓ ଭାଇଙ୍କୁ କେନ୍ଦ୍ର ଦେବ ୱାଇ+ ସୁରକ୍ଷା, ୨ ସାଂସଦଙ୍କୁ ସୁରକ୍ଷା ଦେବେ ସିଆରପିଏଫ କମାଣ୍ଡୋ

କୋଲକାତା (ଓଡ଼ିଶା ଭାସ୍କର): ବିଜେପି ଟିକେଟରେ ନନ୍ଦିଗ୍ରାମ ଆସନରୁ ଜିତିଥିବା ଶୁଭେନ୍ଦୁଅଧିକାରୀଙ୍କ ବାପା ଓ ଭାଇଙ୍କୁ ଓ୍ବାଇ- ପ୍ଲସ୍ ସୁରକ୍ଷା ଯୋଗାଇ ଦେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।…

କୋଟିଆରେ ଆନ୍ଧ୍ର କରିଥିବା ନିର୍ବାଚନ ରଦ୍ଦ: ଆନ୍ଧ୍ରର ଜିଲ୍ଲା ପରିଷଦ ନିର୍ବାଚନକୁ ବେଆଇନ ଘୋଷଣା କଲେ ଆନ୍ଧ୍ର ହାଇକୋର୍ଟ

ବିଶାଖାପଟନମ୍‌,(ଓଡ଼ିଶା ଭାସ୍କର): ଏପ୍ରିଲ ମାସରେ ଓଡ଼ିଶାର ବିରୋଧ ସତ୍ତେ୍ୱ କୋଟିଆ ଗ୍ରାମପଞ୍ଜରେ ଆନ୍ଧ୍ରପ୍ରଦେଶ ସରକାର ଯେଉଁ ଜିଲ୍ଲା ପରିଷଦ ନିର୍ବାଚନ କରିଥିଲେ ତାହାକୁ ଶୁକ୍ରବାର ଆନ୍ଧ୍ରପ୍ରଦେଶର ହାଇକୋର୍ଟ ରଦ୍ଦ…

ବ୍ଲାକ ଫଙ୍ଗସର ମୁକାବିଲା ପାଇଁ କୌଣସି ମୁହୂର୍ତ୍ତରେ ଥାଳି ବଜାଇବାକୁ କହିପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ବ୍ଲାକ ଫଙ୍ଗସ ମହାମାରୀକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ମୋଦୀ ସରକାରଙ୍କ କୁଶାସନ କାରଣରୁ କେବଳ ଭାରତରେ ହିଁ କରୋନା ସହିତ…

ଶୁଭେନ୍ଦୁ ଅଧିକାରୀଙ୍କ ପିତା ଓ ଭାଇଙ୍କ ବଢିଲା ସୁରକ୍ଷା ବ୍ୟବସ୍ଥା, ଦୁଇ ସାଂସଦଙ୍କୁ ମିଳିଲା Y+ ସିକ୍ୟୁରିଟି

କୋଲକାତା ୨୨ ।୦୫: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ସରିଥିଲେ ମଧ୍ୟ ରାଜ୍ୟରେ ରାଜନୈତିକ ସରଗରମ ଏବେ ମଧ୍ୟ ଲାଗିି ରହିଛି । ନିକଟରେ ସିବିଆଇ ମମତା କ୍ୟାବିନେଟର ମନ୍ତ୍ରୀ ସମେତ ଟିଏମସିର ଚାରି ବରିଷ୍ଠ ନେତାଙ୍କୁ…

ଅସିଦ୍ଧ ଘୋଷଣା ହେଲା କୋଟିଆ ସହ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଲାଗିଛି ଏକ ବଡ଼ ଝଟକା । କୋଟିଆରେ ଆନ୍ଧ୍ର କରିଥିବା ନିର୍ବାଚନ ଅସିଦ୍ଧ ଘୋଷଣା କଲେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । କହିଲେ ସୁପ୍ରିମ୍ କୋର୍ଟଙ୍କ ଗାଇଡ୍ ଲାଇନ୍…

ନନ୍ଦିଗ୍ରାମରେ ପରାଜୟ ପରେ ମମତାଙ୍କ ଟାର୍ଗେଟ୍ ରେ ଭବାନୀପୁର!

କୋଲକାତା: ପୁଣିଥରେ କୋଲକାତା ରାଜନୀତିକୁ ନେଇ ଜାତୀୟସ୍ତରରେ ଚର୍ଚ୍ଚା ଜୋର୍ ଧରିଛି । ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଟିଏମସି ବହୁ ଜନମତରେ ବିଜୟୀ ହୋଇଥିଲେ ମଧ୍ୟ ବିଜେପି ନିଜ ପତିଆରା ଦେଖାଇ ଦଳୀୟ ଆସନ ସଂଖ୍ୟା…

ଗିରଫ ଟିଏମସି ନେତାଙ୍କ ଜାମିନ ନେଇ ମତଭେଦ, ଗୃହବନ୍ଦୀ କରିବାକୁ ଆଦେଶ ଦେଲେ ହାଇକୋର୍ଟ

କୋଲକାତା ୨୧ ।୦୫: ନାରଦ ଷ୍ଟିଙ୍ଗ ଅପରେସନ ମାମଲାରେ ବଢିଲା ତୃଣମୂଳ କଂଗ୍ରେସର ଅଡୁଆ । ଗିରଫ ଚାରି ନେତାଙ୍କୁ ଗୃହବନ୍ଦୀ ରଖାଯିବ ବୋଲି ଶୁକ୍ରବାର କହିଛନ୍ତି କଲିକାତା ଉଚ୍ଚ ନ୍ୟାୟାଳୟ । ହାଇକୋର୍ଟ କହିଛନ୍ତି, ନାରଦ…