Browsing Category

ରାଜନୀତି

ରାଜ୍ୟରେ ପୁରୁଷଙ୍କ ପାଇଁ ଗଠନ ହେବ ସ୍ୱୟଂ ସହାୟକ ଗୋଷ୍ଠୀ, କେବଳ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ଅପେକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୂର୍ବରୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି) ଗଠନ କରାଯାଇଥିବା ବେଳେ ଏବେ ପୁରୁଷ ଏସଏଚଜି ଗଠନ କରାଯିବ । ମହିଳାଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ ପୁରୁଷ…

ପଞ୍ଚାୟତ ନିର୍ବାଚନରେ ସରକାରୀ କର୍ମଚାରୀ କୌଣସି ଦଳକୁ ସମର୍ଥନ କରିପାରିବେ ନାହିଁ, ଅଭିଯୋଗ ଆସିଲେ ଚାକିରି ହରାଇବେ

ନୂଆଦିଲ୍ଲୀ: ଆଗକୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥିପାଇଁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଜୋରସୋରରେ ମାତିଛନ୍ତି । ତେବେ ଏପରି ସ୍ଥଳେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର…

ମହାରାଷ୍ଟ୍ର ସରକାରଙ୍କ ବଡ଼ ଘୋଷଣା : ଏଣିକି ସପିଂ ମଲ୍‌ ଓ ବୃହତ ଜେନେରାଲ୍‌ ଷ୍ଟୋର୍‌ରେ ମିଳିବ ମଦ

ମୁମ୍ବାଇ : ଏଣିକି ମହାରାଷ୍ଟ୍ରର ସପିଂ ମଲ, ସୁପରମାର୍କେଟ, ବୃହତ ଜେନେରାଲ ଷ୍ଟୋରରେ ବିଦେଶୀ ମଦ ମିଳିବ । ଏଥିପାଇଁ ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ଅନୁମତି ଦେଇଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ମହାରାଷ୍ଟ୍ରର…

ପ୍ରସାଦଙ୍କ ପ୍ରେସମିଟରେ ନିରଞ୍ଜନଙ୍କୁ ବାଣ: ବିଜେଡି ସହ ଯୋଗାଯୋଗ ପ୍ରସଙ୍ଗକୁ କଲେ ଖଣ୍ଡନ, କହିଲେ ମୁଁ ବେପାରୀ ନୁହେଁ ଡିଲ୍ କରିବି

ପ୍ରେସମିଟରେ କାନ୍ଦି ପକାଇଲେ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ । ପୁରୀ ସତ୍ୟବାଦୀଠାରେ କଂଗ୍ରେସ ଦଳ ଜିଲ୍ଲାପରିଷଦ ପ୍ରାର୍ଥୀ ନଦେବା ପ୍ରସଙ୍ଗକୁ ନେଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ପ୍ରସାଦ । ଏହା ସହ ପିସିସି…

କିଏ ହେବ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି: ଜୁଲାଇରେ ସମାପ୍ତ ହେବ କୋବିନ୍ଦଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତବର୍ଷର ରାଷ୍ଟ୍ରପତି ଦାୟିତବ ସମ୍ଭାଳୁଛନ୍ତି ରାମନାଥ କୋବିନ୍ଦ । ତେବେ ଶ୍ରୀ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନନ୍ତା ଜୁଲାଇ ମାସରେ ସମାପ୍ତ ହେବାକୁ ଯାଉଥିବାରୁ ଏହାକୁ ନେଇ ଏବେଠାରୁ ଆରମ୍ଭ…

ପଞ୍ଚାୟତ ନିର୍ବାଚନ: ବିଜେପି ଜାରି କଲା ଇସ୍ତାହାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନକୁ ନେଇ ଘନେଇଛି ରାଜନୀତି । ଏହାରି ମଧ୍ୟରେ ଇସ୍ତାହାର ଜାରି କରିଛି ବିଜେପି । ବିଜେପି ଇସ୍ତାହାରେ କହିଛି ଯେ, ପଞ୍ଚାୟତରେ ଗ୍ରାମସଭା, ପଲ୍ଲୀସଭା ଅନୁଷ୍ଠିତ ହେବ ।…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ୍: ପୂର୍ବତନ PCC ସଭାପତିଙ୍କୁ ନେଇ କଂଗ୍ରେସ ଶିବିରରେ ତେଜିଲା ନିଆଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ ବର୍ତ୍ତମାନ ରାଜ୍ୟର ସମସ୍ତ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ…

ଭୋଟ ପାଇବା ପାଇଁ ମାଗଣା ଘୋଷଣା କାହିଁକି କରୁଛ, ରାଜ୍ୟ ଅର୍ଥନୀତିକୁ ଏହା ପ୍ରଭାବିତ କରୁଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଭୋଟ ହାତେଇବା ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ଖାଲି ଘୋଷଣା ପରେ ଘୋଷଣା କରି ଚାଲିଛନ୍ତି । କିଏ କହୁଛି ମାଗଣା ଛତା ଦେବ ତ କିଏ କହୁଛି ଜୋତା ।…

ଉତ୍ତର ପ୍ରଦେଶ ନିର୍ବାଚନ ୨୦୨୨: ଜାରି ହେଲା ସପାର ପ୍ରଥମ ପ୍ରାର୍ଥୀ ତାଲିକା

ଆସନ୍ତା ଫେବୃଆରୀ ୧୪ ରୁ ଆରମ୍ଭ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ନିର୍ବାଚନକୁ ଆଉ ଏକ ମାସରୁ ବି କମ୍ ସମୟ ରହିଛି । ଏହାରି ମଧ୍ୟରେ ସୋମବାର ନିର୍ବାଚନ ସମାଜବାଦୀ ପାର୍ଟୀ ଏହାର ପ୍ରଥମ ପ୍ରାର୍ଥୀ…

ସିଦ୍ଧୁଙ୍କୁ ମନ୍ତ୍ରୀପଦ ପାଇଁ ଫୋନ କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: କ୍ୟାପଟେନ୍ କଲେ ବଡ ଖୁଲାସା

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ବଡ ଅଭିଯୋଗ ଆଣିଛନ୍ତି ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ଅମରିନ୍ଦର କହିଛନ୍ତି ସିଦ୍ଧୁଙ୍କୁ ମନ୍ତ୍ରୀ କରିବା ପାଇଁ ପାକିସ୍ତାନ…