Browsing Category
ରାଜନୀତି
JDUର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଲେ କେ.ସି ତ୍ୟାଗୀ, ଜାଣନ୍ତୁ ଏବେ କିଏ ସମ୍ଭାଳିବେ ଦାୟିତ୍ୱ ?
ପାଟନା: ରବିବାର ଜେଡିୟୁର ବରିଷ୍ଠ ନେତା କେ.ସି ତ୍ୟାଗୀ ଦଳର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି । ସେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ପତ୍ର ଦେଇଛନ୍ତି । ଏନେଇ…
‘ଏବେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେଲେ AAP ଜିତିବ ସମସ୍ତ ୭୦ ସିଟ୍’; ମନୀଷ ସିସୋଦିଆଙ୍କ ବଡ଼ ଦାବି
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟୀର ବରିଷ୍ଠ ନେତା ମନୀଷ ସିସୋଦିଆ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ବଡ଼ ଦାବି କରିଛନ୍ତି । ସେ ସନିବାର ଦିନ କହିଛନ୍ତି ଯେ, ଯଦି ଦିଲ୍ଲୀରେ ବିଧାନସଭା ନିର୍ବାଚନ ଏବେ ହେବ, ତେବେ ତାଙ୍କ…
ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଗେଟୱେ ଅଫ୍ ଇଣ୍ଡିଆ, ଜାଣନ୍ତୁ କାରଣ
ମୁମ୍ବାଇ: ଆଜି ଗେଟୱେ ଅଫ୍ ଇଣ୍ଡିଆ ବନ୍ଦ ରହିବ । ମହାବିକାଶ ଅଘାଡ଼ି ଆନ୍ଦୋଳନ ପାଇଁ ପର୍ଯ୍ୟଟକଙ୍କ ପାଇଁ ଗେଟୱେ ଅଫ୍ ଇଣ୍ଡିଆ ବନ୍ଦ ରହିବ । ସିନ୍ଧୁ ଦୁର୍ଗରେ ଛତ୍ରପତି ଶିବାଜୀଙ୍କ ମୂର୍ତ୍ତି ପଡ଼ିଯିବାକୁ ବିରୋଧ କରି…
ବିଜେପିରୁ ସସପେଣ୍ଡ ହେଲେ ସୁନୀତି ମୁଣ୍ଡ: ୫ ଜଣଙ୍କୁ ଦଳରୁ ସସପେଣ୍ଡ କଲେ ରାଜ୍ୟ ସଭାପତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ବିଜେପିରୁ ଆସିଛି ଏକ ବଡ଼ ଖବର । ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ପୂର୍ବତନ ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ବିଜେପିରୁ ନିଲମ୍ବନ କରାଯାଇଛି । ଏଥିସହିତ ୫ ଜଣ…
‘ଆସୋଜ ଅମାବାସ୍ୟା’ ପାଇଁ ବଦଳିଲା ହରିୟାଣା ବିଧାନସଭା ନିର୍ବାଚନର ମତଦାନ ତାରିଖ: କ’ଣ ଏହି ପରମ୍ପରା, କାହିଁକି ଏଭଳି ନିଷ୍ପତ୍ତି ନେଲେ EC
ନୂଆଦିଲ୍ଲୀ: ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନର ମତଦାନ ଅକ୍ଟୋବର ୧ ତାରିଖ ବଦଳରେ ୫ରେ ହେବ । ମତଦାନ ତାରିଖ ବଦଳିବା ଫଳରେ ମତଗଣନା ତାରିଖ ମଧ୍ୟ ବଦଳିଛି । ହରିୟାଣା ଓ ଜମ୍ମୁ କଶ୍ମୀରରେ ଅକ୍ଟୋବର ୮ରେ…
ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ତାରିଖ ବଦଳିଲା: ଅକ୍ଟୋବର ୮ରେ ପ୍ରକାଶ ପାଇବ ରେଜଲ୍ଟ
ନୂଆଦିଲ୍ଲୀ: ୩ଟି ପର୍ଯ୍ୟାୟରେ ୯୦ ଆସନ ବିଶିଷ୍ଟ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ମତଦାନ ଗ୍ରହଣ କରାଯିବ । ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ମତଦାନ, ସେପ୍ଟେମ୍ବର ୨୫ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଓ ଅକ୍ଟୋବର…
ହରିୟାଣା ବିଧାନସଭା ମତଦାନ ତାରିଖ ବଦଳିଲା: ନୂଆ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ତାରିଖ ପରିବର୍ତ୍ତନ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ପୂର୍ବରୁ ଅକ୍ଟୋବର ୧ରେ ରାଜ୍ୟରେ ବିଧାନସଭା ନିର୍ବାଚନର ମତଦାନ ହେବା ନେଇ ସ୍ଥିରୀକୃତ ହୋଇଥିବା ବେଳେ ଏବେ…
‘ଅପପୃଷ୍ଟିକୁ ରୋକିବା ପାଇଁ ଏହି ସବୁ ପଦକ୍ଷେପ ନେଉଛନ୍ତି ସରକାର’: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଭୁବନେଶ୍ୱର: '୨୦୨୪-୨୫ ଆର୍ଥିକ ବର୍ଷରେ ୯୮ ହଜାର ୬୨୦ ସଂଖ୍ୟକ ଶିଶୁ ଅପପୃଷ୍ଟିର ଶିକାର ହୋଇଛନ୍ତି । ଅପପୃଷ୍ଟି ରୋକିବାକୁ ସରକାର ସବୁ ପ୍ରକାର ପଦକ୍ଷେପ ନେଉଥିବା', ବିଧାନସଭାରେ ଲିଖିତ ଉତ୍ତର ରଖି କହିଥିଲେ ଉପ…
କଙ୍ଗନା ରାଣାୱତ ସାଂସଦ ହେବା ପାଇଁ ଯୋଗ୍ୟ ନୁହଁନ୍ତି: ରବର୍ଟ ଭଦ୍ରା
ମୁମ୍ୱାଇ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା କୃଷକ ଆନ୍ଦୋଳନକୁ ନେଇ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବୟାନକୁ ସମାଲୋଚନା କରିଛନ୍ତି । ଏକ ସାକ୍ଷାତକାରରେ ରବର୍ଟ…
ଶେଖ୍ ହସିନାଙ୍କୁ ବାଂଲାଦେଶ ପଠାଇବ ଭାରତ!; ସ୍ପଷ୍ଟ କରିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶ ପକ୍ଷରୁ କୌଣସି ସମ୍ଭାବ୍ୟ ଦାବି ପ୍ରସଙ୍ଗରେ ଭାରତ ଶୁକ୍ରବାର ବିସ୍ତୃତ ଭାବେ କହିବାକୁ ମନା କରିଦେଇଛି। ତେବେ ପଡ଼ୋଶୀ ଦେଶରେ…