Browsing Category
ରାଜନୀତି
ମୁଖ୍ୟମନ୍ତ୍ରୀ ଯିବା ସମୟରେ ମାହାଙ୍ଗାରେ ଗଣ୍ଡଗୋଳ, ବିଜେପି କର୍ମୀ – ସ୍ୱାଧୀନ ବିଧାୟକ ମୁହାଁମୁହିଁ
Confusion in Mahanga during the Chief Minister's departure, BJP workers - Independent MLAs clashed
ଆଗକୁ ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ: ଲୋକସଭା ନିର୍ବାଚନରେ ଝଟକା ଖାଇବା ପରେ ବିଜେପି ବଦଳାଉଛି ରଣନୀତି?
ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ଲୋକସଭା ନିର୍ବାଚନରେ ଯଦିଓ ବିଜେପି ନେତୃତ୍ୱରେ ଏନଡିଏ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା, ତଥାପି ଭାଜପାକୁ ଲାଗିଥିଲା ଏକ ବଡ଼ ଝଟକା । ବହୁମତ ଠାରୁ ବହୁ ପଛରେ ରହିଯାଇଥିଲା…
Big Breaking; ଅରିନ୍ଦମ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ: ଅନୁପମ ସାହା ଅତିରିକ୍ତ ସଚିବ
ଭୁବନେଶ୍ୱର: ଅରିନ୍ଦମ ଡାକୁଆଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି । କଟକର ଜିଲ୍ଲାପାଳ ଭାବରେ ଦାୟିତ୍ୱ ତୁଲାଉଥିବା ଅରିନ୍ଦମ ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ…
(Video) ନବୀନ ନେଲେ ବଡ ନିଷ୍ପତ୍ତି, ବିଧାୟକଙ୍କୁ ବାଣ୍ଟିଲେ ବିଭାଗ: ସରକାର ଉପରେ ନିଘା ରଖିବାକୁ ଦେଲେ ଗୁରୁଦାୟିତ୍ୱ
ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନରେ ପରାଜୟ ପରଠାରୁ ବିଜୁ ଜନତା ଦଳକୁ ପୁଣିଥରେ ଗଢି ତୋଳିବାକୁ ଚେଷ୍ଟା କରୁଛନ୍ତି ସଭାପତି ନବୀନ ପଟ୍ଟନାୟକ । ୨୪ ବର୍ଷ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିବା ବେଳେ ବର୍ତ୍ତମାନ…
ୟୁପିରେ ବଦଳିବନି ନେତୃତ୍ୱ, ଯୋଗୀ ରହିବେ ମୁଖ୍ୟମନ୍ତ୍ରୀ, ହେଲେ ଏହି ଜିନିଷ ହେବ ପରିବର୍ତ୍ତନ: ସୂତ୍ର
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଲକ୍ଷ୍ନୌଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଜେପି ନେତାମାନଙ୍କ ମଧ୍ୟରେ ବୈଠକ ଜାରି ରହିଛି । ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଦିଲ୍ଲୀ ପହଞ୍ଚିଛନ୍ତି ଏବଂ ବିଜେପି…
ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କ ବଡ଼ ଘୋଷଣା, ଦ୍ୱାଦଶ ପାସ୍ କଲେ ମିଳିବ ୬ ହଜାର ଟଙ୍କା
ମୁମ୍ବାଇ: ଆସନ୍ତା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ବଡ଼ ଘୋଷଣା କରିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦ୍ୱାଦଶ ଏବଂ ସ୍ନାତକ ଉତ୍ତୀର୍ଣ୍ଣ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ…
ଡୋଡାରେ ୪ ଯବାନ ସହିଦ ଘଟଣା; ରାହୁଲ ଗାନ୍ଧୀ କହିଲେ- ‘ବିଜେପିର ଭୁଲ ନୀତିର ପରିଣାମ ଭୋଗୁଛନ୍ତି ଯବାନ’
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ସେନାର ଜଣେ କ୍ୟାପଟେନଙ୍କ ସମେତ ୪ ଜଣ ଯବାନ ସହିଦ ହୋଇଛନ୍ତି। ଭାରତୀୟ ସେନା ସୋସିଆଲ ମିଡିଆ ୱେବସାଇଟ ଏକ୍ସରେ ଟୁଇଟ୍ କରି କହିଛି ଯେ…
ନେପାଳର ବୈଦେଶିକ ମନ୍ତ୍ରୀ ହେଲେ ଅର୍ଜୁ ରାଣା ଦେଉବା; ସୀମା ବିବାଦକୁ ନେଇ କହିଲେ ଏପରି କଥା
ନୂଆଦିଲ୍ଲୀ: ନେପାଳପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଡ. ଅର୍ଜୁ ରାଣା ଦେଉବାଙ୍କୁ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ସୋମବାର ସେ ତାଙ୍କ ପଦ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ସେ କହିଥିଲେ…
ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ହରାଇଲା NDA: ୧୦୧କୁ ଖସିଲା ମୋଟ ସାଂସଦଙ୍କ ସଂଖ୍ୟା
ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ୭ଟି ରାଜ୍ୟର ୧୩ଟି ଆସନର ଉପନିର୍ବାଚନରେ ବିଜେପିକୁ ବଡ଼ ଝଟକା ଲାଗିଥିବା ବେଳେ ପୁଣି ଦଳ ପାଇଁ ଆଉ ଏକ ସମସ୍ୟା ଆସି ଛିଡ଼ା ହୋଇଛି । ରାଜ୍ୟସଭାରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ…
ବିଜେପିକୁ ଟାର୍ଗେଟ କଲେ ମଣିଶଙ୍କର ଆୟାର; କହିଲେ, “ମୁସଲମାନ ବିରୋଧୀ ହେବା ଫ୍ୟାଶନେବଲ…”
ନୂଆଦିଲ୍ଲୀ: କଂଗ୍ରେସ ନେତା ମଣିଶଙ୍କର ଆୟାର କହିଛନ୍ତି ଯେ "ଭାରତୀୟ ସେନା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ରାଜନୈତିକ ନେତୃତ୍ୱ ୧୯୭୧ ରେ ପୂର୍ବ ପାକିସ୍ତାନ (ବାଂଲାଦେଶ)ରୁ…