Browsing Category
ଜ୍ଞାନ ବିଜ୍ଞାନ
ମିଠାରେ ଲାଗିଥିବା ସିଲଭର ଫଏଲ୍ ଚର୍ବିରୁ ତିଆରି ! କିପରି ଜାଣିବେ ଏହା ଗୋମାଂସ ନା ଆଉ କେଉଁଥିରୁ ନିର୍ମିତ
ନୂଆଦିଲ୍ଲୀ: ଆମମାନଙ୍କ ମଧ୍ୟରୁ ଅଧିକାଂଶ ମିଠା ଖାଇବାକୁ ପସନ୍ଦ କରନ୍ତି ଯେଉଁଥିରେ ସିଲଭର ଫଏଲ ଲାଗିଥାଏ । ସିଲଭର ଫଏଲ୍ ଲାଗିବା ଦ୍ୱାରା ମିଠାଗୁଡ଼ିକର ସୌନ୍ଦର୍ଯ୍ୟ ବହୁଗୁଣିତ ହୁଏ । ତଥାପି, ବହୁତ ଲୋକ ସୁନ୍ଦର…
ବାରମ୍ବାର ରିଚାର୍ଜ ଟେନସନରୁ ମିଳିବ ମୁକ୍ତି: Airtel ଆଣିଲା ବର୍ଷିକିଆ ଶସ୍ତା ପ୍ଲାନ୍ !
ନୂଆଦିଲ୍ଲୀ: ଏୟାରଟେଲ ନିଜର ଗ୍ରାହକମାନଙ୍କୁ ଅନେକ ପ୍ରକାରର ପ୍ଲାନ୍ ଅଫର୍ କରୁଛି । ଏହି ପ୍ଲାନଗୁଡିକ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ପ୍ରଦାନ କରାଯାଉଛି । ଯଦି ଆପଣ ଏୟାରଟେଲର ଗ୍ରାହକ ଏବଂ ବାରମ୍ବାର ରିଚାର୍ଜ କରିବାରେ…
ହାର୍ଟ ଡ୍ୟାମେଜ ଓ Sleep Apnea ଚିକିତ୍ସା ପାଇଁ ଟେଷ୍ଟ ହେଲା ନୂଆ ମେଡିସିନ: ନ୍ୟୁଜିଲାଣ୍ଡ ବୈଜ୍ଞାନିକଙ୍କ ବଡ଼ ସଫଳତା
ନୂଆଦିଲ୍ଲୀ: ସମୟ ଯେତିକି ବଦଳୁଛି, ମଣିଷ ଆଗରେ ନୂଆ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହେଉଛି । ଖାଦ୍ୟପେୟ, ଲାଇଫଷ୍ଟାଇଲ ପରିବର୍ତ୍ତନ କାରଣରୁ ମଣିଷ ଆଜି ଅନେକ ଗମ୍ଭୀର ରୋଗର ଶିକାର ପାଲଟୁଛି । ତେବେ ଆଜିର ସମୟରେ ହ୍ୟାର୍ଟ…
ବୈଜ୍ଞାନିକମାନେ ପ୍ରସ୍ତୁତ କଲେ ‘Genetic Early Warning System’: ଏଣିକି ମହାମାରୀ ଆସିବା ପୂର୍ବରୁ ବିଶ୍ୱବାସୀଙ୍କୁ ମିଳିବ…
ନୂଆଦିଲ୍ଲୀ: କରୋନା ମହାମାରୀ ୩ ବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱକୁ ନିଜ ମାୟାଜାଲରେ ବାନ୍ଧି ରଖିଥିଲା । କୋଭିଡ-୧୯ର ଅଚାନକ ଆଗମନ କାରଣରୁ ବିଭିନ୍ନ ଦେଶରେ ରୋଗୀଙ୍କୁ ଠିକ୍ ଭାବେ ସ୍ୱାସ୍ଥ୍ୟସେବା ମିଳିପାରି ନଥିଲା…
ଦେଢ ମାସରେ ମଙ୍ଗଳ ଗ୍ରହରେ ପହଞ୍ଚିବ ମଣିଷ: ନ୍ୟୁକ୍ଲିୟର ରକେଟ ଇଞ୍ଜିନର ହେଲା ଟେଷ୍ଟ
ନୂଆଦିଲ୍ଲୀ: ନାସା ପକ୍ଷରୁ ନିକଟରେ ଏକ ରକେଟ ଇଞ୍ଜିନର ଟେଷ୍ଟିଂ କରାଯାଇଛି । ଏହି ରକେଟ ଇଞ୍ଜିନ ପରମାଣୁ ଶକ୍ତି ଦ୍ୱାରା ଚାଳିତ ହେଉଥିବା ବେଳେ ଏହା ଖୁବଶୀଘ୍ର ମଣିଷକୁ ମଙ୍ଗଳ ଗ୍ରହରେ ପହଞ୍ଚାଇପାରିବ ବୋଲି କୁହାଯାଇଛି…
Contraceptive Pill ନେଇପାରେ ଆପଣଙ୍କ ଜୀବନ: ୨୫ ବର୍ଷୀୟା ମହିଳାଙ୍କୁ ଅଚାନକ ଆସିଲା ଷ୍ଟ୍ରୋକ, ଆଖିକୁ କିଛି ଦେଖା ଗଲାନି…
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କଣ୍ଟ୍ରାସେପ୍ଟିଭ ପିଲ୍ସ ବହୁମାତ୍ରାରେ ବ୍ୟବହାର କରାଯାଉଛି । ତେବେ ଏହାର ସାଇଡ୍ ଇଫେକ୍ଟ ବିଷୟରେ ବୋଧହୁଏ ଆପଣ ଜାଣିନଥିବେ । ଏହା ଏତେ ଭୟଙ୍କର ଯେ ଜଣଙ୍କର ଜୀବନ ବି ଅକାଳରେ…
ଚଳିତବର୍ଷ ଚନ୍ଦ୍ରରେ 4G ନେଟୱାର୍କ ହେବ ଲଞ୍ଚ: ଏହି କମ୍ପାନୀ ଦେବ ସୁବିଧା
ମୁମ୍ବାଇ: ଦେଶରେ ବର୍ତ୍ତମାନ ୫ଜି ଇଣ୍ଟରନେଟକୁ ନେଇ ଖୁବ କ୍ରେଜ ଦେଖିବାକୁ ମିଳିଛି । ଯୁବପୀଢିଙ୍କୁ ଇଣ୍ଟରନେଟର ୫ଜି ହାଇସ୍ପିଡ େସେବା ଖୁବ ପ୍ରଭାବିତ କରିଛି । ତେବେ ବର୍ତ୍ତମାନ ଏହି ଇଣ୍ଟରନେଟକୁ ନେଇ ଆଉ ଏକ…
ପୁରାତନ କାଳରେ, ଲୋକମାନେ ପାରା ମାଧ୍ୟମରେ ଚିଠି ପଠାଉଥିଲେ, ଏତେ ପକ୍ଷୀ ମଧ୍ୟରେ କାହିଁକି ପାରାଙ୍କୁ ମନୋନୀତ କରାଗଲା; ଜାଣନ୍ତୁ
ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଦେଖିଥିବେ ଲୋକମାନେ ଅନେକ ଚଳଚ୍ଚିତ୍ରରେ ପାରା ମାଧ୍ୟମରେ ଚିଠି ପଠାନ୍ତି। ତେବେ ଏହି ମାଧ୍ୟମ କେବଳ ଚଳଚ୍ଚିତ୍ରରେ ସୀମିତ ନୁହେଁ, ପୁରୁଣା ଦିନରେ ଚିଠି କିମ୍ବା ବାର୍ତ୍ତା ପଠାଇବା ପାଇଁ ଏହି…
ଛେନାପୋଡ଼କୁ GI ଟ୍ୟାଗର ମାନ୍ୟତା ପାଇଁ ଦିଆଗଲା ଦାବି ପତ୍ର, ଜାଣନ୍ତୁ କିଭଳି ମିଳେ GI ଟ୍ୟାଗ
ଭୁବନେଶ୍ୱର :ଭାରତରେ ଏଭଳି ବହୁ ସ୍ଥାନ ରହିଛି ଯାହା ତାର କିଛି ବିଶେଷ ଉପାଦାନ ହେଉ କିମ୍ବା ଖାଦ୍ୟ ସାମଗ୍ରୀ ହେଉ ଅବା କିଛି ସ୍ୱତନ୍ତ୍ର ହସ୍ତତନ୍ତ ପାଇଁ ଖୁବ ପ୍ରସିଦ୍ଧ ହୋଇଥାଏ । ସେଥିପାଇଁ କିଛି କିଛି ସ୍ଥାନକୁ…
ଗୃହ ପାଳିତ କୁକୁରର ଜୀବନ ରକ୍ଷା କଲା chatGPT, ଡାକ୍ତର ଚିହ୍ନି ପାରିଲେ ନାହିଁ ରୋଗ
ନୂଆଦିଲ୍ଲୀ: chatGPT ନିଜ ପାରଙ୍ଗମତାରେ ୟୁଜର୍ସ ମାନଙ୍କୁ ଆଶ୍ଚର୍ଯ୍ୟ କରିଚାଲିଛି । chatGPT ବ୍ୟବହାରକାରୀଙ୍କ ପାଇଁ ଆର୍ଟିକିଲ ଲେଖିବା ସହ ଛାତ୍ରଛାତ୍ରୀଙ୍କ ହୋମୱାର୍କ ମଧ୍ୟ କରିପାରିବ । ଏହାରି ମଧ୍ୟରେ ସେ ନିଜର…