Browsing Category
ଜ୍ଞାନ ବିଜ୍ଞାନ
iPhone ୟୁଜର୍ସଙ୍କୁ ଲାଗିବ ଝଟକା ! ଏହି ତାରିଖରୁ ଚାଲିବନି ହ୍ୱାଟ୍ସଆପ୍
ନୂଆଦିଲ୍ଲୀ: ଅସନ୍ତା ବର୍ଷ iPhone ୟୁଜର୍ସଙ୍କୁ ଲାଗିବ ବଡ଼ ଝଟକା । କିଛି iPhoneରେ ହ୍ୱାଟ୍ସଆପ୍ ଏହାର ସପୋର୍ଟ ବନ୍ଦ କରିବାକୁ ଯାଉଛି । ଏନେଇ ଡବଭରଗ୍ଧବସଦ୍ଭଲକ୍ଟ ‘ଏକ୍ସ’ରେ ଏକ ସ୍କ୍ରିନସଟ୍ ଶେୟାର କରିଛି ।…
୧୨ ମାସ ନୁହେଁ, ମାତ୍ର ୨୧ ଘଣ୍ଟାରେ ହେଉଛି ୧ ବର୍ଷ… NASA ଦେଲା ଅଜବ ରିପୋର୍ଟ
ନୂଆଦିଲ୍ଲୀ: ଦିନକୁ ଦିନ ବିଜ୍ଞାନ ଖୁବ ସଫଳତା ହାସଲ କରିଛି । କିନ୍ତୁ ଏବେ ବି ମହାକାଶର ରହସ୍ୟ ଭେଦ କରିବାରେ ପଛରେ ରହିଯାଇଛନ୍ତି ବୈଜ୍ଞାନିକ । ମହାକାଶର ଗତିବିଧି, ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଆବିଷ୍କାରକୁ ଏବେ…
ଓଡ଼ିଶାରୁ ପ୍ରଥମ ଥର ଆବିଷ୍କାର ହେଲା ଦୁଇଟି ମହାସିର୍ ପ୍ରଜାତି ମାଛ: ‘ଭାରତୀୟ ନଦୀର ରାଜା’କୁ ସନ୍ଧାନ କଲେ CUO ଗବେଷକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରୁ ପ୍ରଥମ ଥର ଆବିଷ୍କାର ହୋଇଛି ଦୁଇଟି ମହାସିର୍ ପ୍ରଜାତିର ମାଛ । ଏହି ମାଛକୁ ‘ଭାରତୀୟ ନଦୀର ରାଜା’ କୁହାଯାଉଥିବା ବେଳେ ଏହି ପ୍ରଜାତିର ମାଛ ସାୟପ୍ରିନୟଡ ପରିବାରର ଅନ୍ତର୍ଭୁକ୍ତ…
୧୬୫ ମିଲିୟନ ବର୍ଷ ରାଜୁତି କରିଥିବା ଡାଇନସରର ମଳ କହିଲା ତାର ଅଙ୍ଗେନିଭା କଥା
ନୂଆଦିଲ୍ଲୀ- ମଣିଷ ତାର ଅତିତକୁ ନେଇ ସବୁ ସମୟରେ ଅନୁସନ୍ଧାନୀ ହୋଇ ରହିଛି । ଅତିତର ବହୁ ରହସ୍ୟ ଉତ୍ମୋଚନରେ ଲାଗିଛି । ତେବେ ଏହି ଅନୁସନ୍ଧାନରୁ ବୈଜ୍ଞାନିକ ଡାଇନୋସର ଯୁଗର ଅନେକ ତଥ୍ୟ ସାମ୍ନାକୁ ଆଣିଛନ୍ତି ।…
Research Related- ମଣିଷର ବିଲୁପ୍ତି ପରେ ପୃଥିବୀ ଉପରେ ଏଲିଅନ କରିବନି ତ ରାଜୁତି ?
ନୂଆଦିଲ୍ଲୀ-ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି, ଯେଉଁଠି ଆରମ୍ଭ ସେଇଠି ଶେଷ । ଏହି ଜୀବନ ଚକ୍ରପରି । ଯାହା ଏକ ସଦ୍ୟତମ ଗବେଷଣାରେ ବୈଜ୍ଞାନିକଙ୍କ ମତ ସତ୍ୟ ବୋଲି ପ୍ରତିପାଦିତ କରୁଛି । ବିବର୍ତ୍ତନବାଦରେ ଜଳ ଜୀବରୁ ମଣିଷର…
ବିନା ସିମ୍ କାର୍ଡ଼ରେ ଚାଲିବ ଇଣ୍ଟରନେଟ୍ ! ଟେକ୍ନୋଲୋଜିରେ ବୈପ୍ଳବିକ ପରିବର୍ତ୍ତନ ଆଣିବ DTC
ନୂଆଦିଲ୍ଲୀ: ଆମେରିକୀୟ ଆରବପତି ଏଲନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ ଡାଇରେକ୍ଟ ଟୁ ସେଲ୍(DTC) ନାମକ ଏକ ଟେକ୍ନୋଲୋଜି ପ୍ରସ୍ତୁତ କରିଛି । ଏହା ହେଉଛି ଏକ ଯୋଗାଯୋଗ ପ୍ରଣାଳି ଯାହା ସ୍ମାର୍ଟଫୋନଗୁଡ଼ିକୁ ଉପଗ୍ରହ ସହ…
ପୃଥିବୀର ଅକ୍ଷ ୮୦ ସେ.ମି. ଢଳିଯାଇଛି, ବଢୁଛି ସମୁଦ୍ରପତନ…. ଭୂତଳ ଜଳସ୍ତରରେ ପରିବର୍ତ୍ତନ ମୁଖ୍ୟ କାରଣ
ସିଓଲ: ଅତ୍ୟଧିକ ଭୂତଳ ଜଳ ନିଷ୍କାସନ ଯୋଗୁ ୧୯୯୩ରୁ ୨୦୧୦ ମଧ୍ୟରେ ପୃଥିବୀର ଅକ୍ଷ ପ୍ରାୟ ୮୦ ସେଣ୍ଟିମିଟର (୩୧.୫ ଇଞ୍ଚ ) ଢଳିଛି । ଏ ସମ୍ପର୍କିତ ଏକ ରିପୋର୍ଟ ସିଓଲ ଜାତୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ…
iPhone ୟୁଜର୍ସ ସାବଧାନ! ହୋଇପାରେ ବଡ଼ Attack, ଚେତାବନୀ ଦେଉଛନ୍ତି ସରକାର
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆପଲ ଆଇଫୋନ୍ ୟୁଜରଙ୍କ ସଂଖ୍ୟା ଖୁବ ବଢିବାରେ ଲାଗିଛି । ତେବେ ଏହି ଆଇଫୋନକୁ ନେଇ ଏବେ ବିପଦ ଦେଖାଦେଇଛି । ଆଇଫୋନ ୟୁଜରଙ୍କ ଉପରେ ଏକ ବଡ଼ ‘ଆଟାକ’ ହୋଇପାରେ ବୋଲି ଚେତାବନୀ ଦେଉଛନ୍ତି…
ନୂଆ Study: ଅନ୍ତରୀକ୍ଷରେ ଏଲିଅଲ ଚଳାଉଛନ୍ତି ଗ୍ରହ, ନକ୍ଷେତ୍ର
ନୂଆଦିଲ୍ଲୀ- ମହାକାଶରେ ରାଜ କରୁଛନ୍ତି ଏଲିଅନ । ମହାକାଶରେ ଯେଉଁ ଗ୍ରହ, ନକ୍ଷତ୍ର ଦ୍ରୁତ ଗତି ଆତଯାତ କରନ୍ତି ସେମାନଙ୍କୁ ଇଣ୍ଟେଲିଜେଣ୍ଟ ଏଲିଅନ ସଭ୍ୟତା ପରିଚାଳିତ କରୁଛି । ଅର୍ଥାତ୍ ଏସବୁର ପାଇଲଟ ଏଲିଅନ, ଏମିତି…
ଭାରତୀୟ ବୈଜ୍ଞାନିକଙ୍କ ଐତିହାସିକ ଗବେଷଣା: କିଙ୍ଗ କୋବ୍ରା ଗୋଟିଏ ନୁହେଁ, ଏହାର ୪ଟି ଅଲଗା ଅଲଗା ପ୍ରଜାତି ରହିଛି
ନୂଆଦିଲ୍ଲୀ: କିଙ୍ଗ କ୍ରୋବ୍ରା ବା ଅହିରାଜକୁ ନେଇ ଭାରତୀୟ ବୈଜ୍ଞାନିକମାନେ ଏକ ବଡ଼ ଖୁଲାସା କରିଛନ୍ତି । ୧୩ ର୍ବର ଗବେଷଣା ପରେ ବୈଜ୍ଞାନିକମାନେ ଏନେଇ ଏକ ବଡ଼ ସଫଳତା ପାଇଛନ୍ତି । ୧୮୩୬ ମସିହାରେ ପ୍ରଥମ ଥର ପାଇଁ କିଙ୍ଗ…