fbpx
Browsing Category

ସ୍ୱାଧୀନତା ଦିବସ

ଆପଣ ବାଲକୋନୀ କିମ୍ବା ଛାତରେ ଉଡାଇ ପାରିବେ କି ତ୍ରିରଙ୍ଗା? ୧୫ ଅଗଷ୍ଟ ପୂର୍ବରୁ ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ: ଗୋଟେ ଦିନ ପରେ ସାରା ଭାରତବର୍ଷ ସ୍ୱାଧୀନତା ଦିବସ ପାଳନ କରିବ। ଏହି ସମୟ ମଧ୍ୟରେ ଆପଣ ସବୁ ସ୍ଥାନରେ ତ୍ରିରଙ୍ଗା ଉଡିବାର ଦେଖିବେ। କିନ୍ତୁ ଆପଣ ଜାଣିଛ କି ତ୍ରିରଙ୍ଗା ଉତ୍ତୋଳନ କରିବାର ନିୟମ କ’ଣ? ଆପଣ…

ଆଜିଠୁ ହର୍ ଘର୍ ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ: ଘରେ ଘରେ ଉଡ଼ିବ ଜାତୀୟ ପତାକା

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ହର ଘର ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ । ୭୭ ତମ ସ୍ୱାଧୀନତା ଦିବସ ଅବସରରେ ସାରା ଦେଶକୁ ତ୍ରିରଙ୍ଗାରେ ରଙ୍ଗେି ଦେବା ପାଇଁ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା । ସ୍ୱାଧୀନତା ଦିବସ…

‘ଓଡିଶା ଭାସ୍କର’ ସହିଦଙ୍କ ପରିବାର ସହ ଅଛି ଆଉ ସର୍ବଦା ରହିବ…

ଭୁବନେଶ୍ୱର: ସୁଜଳା, ସୁଫଳା, ଶସ୍ୟ, ଶ୍ୟାମଳାରେ ପରିପୁର୍ଣ୍ଣ ଏହି ଆମର ଏହି ଭାରତବର୍ଷ । ଏହି ମାଟିରେ ଜନ୍ମ ନେଇ ଆମେ ଯେତେ ଭାଗ୍ୟବାନ ଏହାର ବୀରପୁତ୍ରଙ୍କ ବଳିଦାନ ପାଇଁ ଆମେ ସେତିକି ଗର୍ବିତ ମଧ୍ୟ । ଦେଶକୁ ସ୍ୱାଧୀନ…

କୁକର ଏକ୍ସଲକୁ ଦିଆଯିବ ମରଣୋତ୍ତର ବୀରତା ପୁରସ୍କାର, ଗତ ମାସରେ ଆତଙ୍କୀ ଏନକାଉଣ୍ଟରରେ ହୋଇଥିଲା ଶହୀଦ

ନୂଆଦିଲ୍ଳୀ: ଭାରତୀୟ ସେନାର ସନ୍ଧାନୀ କୁକୁର ‘ଏକ୍ସଲ’କୁ ମରୋଣତ୍ତର ବୀରତା ପୁରସ୍କାରରେ ସମ୍ମାନିତ କରାଯିବ । ଗତ ମାସରେ ଜମ୍ମୁ-କଶ୍ମୀରର ବାରାମୂଳାରେ ଆତଙ୍କବାଦ ବିରୋଧୀ ଅଭିଯାନରେ ସେ ଶହୀଦ ହୋଇଥିଲା । ଚଳିତ…

କାହିଁକି ବଛା ଯାଇଥିଲା ଅଗଷ୍ଟ ୧୫ କୁ ଭାରତର ସ୍ୱାଧନତା ଦିବସ ଭାବରେ ? ଜାଣନ୍ତୁ କ’ଣ ରହିଛି ଇତିହାସ…

ନୂଆଦିଲ୍ଲୀ: ସୋମବାର ୧୫ ଅଗଷ୍ଟରେ ଦେଶ ପାଳିବାକୁ ଯାଉଛି ୭୬ ତମ ସ୍ୱାଧୀନତା ଦିବସ । ସେପଟେ ୭୫ ତମ ସ୍ୱାଧୀନତା ଦିବସକୁ ସ୍ମରଣୀୟ କରିବା ପାଇଁ ଦେଶର କୋଣ ଅନୂକୋଣରେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଭାରତର…

(Video) ବିଶ୍ୱର ସର୍ବ ବୃହତ୍ ମାନବ ପତାକା ତିଆରି କରି ବିଶ୍ୱ ରେକର୍ଡ କଲେ ଚଣ୍ଡିଗଡ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶର କୋଣ ଅନୂକୋଣରେ ପାଳନ କରାଯାଉଛି ‘ହର ଘର ତିରଙ୍ଗା ଅଭିଯାନ’ । ଆଉ ଏହାକୁ ସ୍ମରଣୀୟ କରିବା ପାଇଁ…

ଅମର ସହିଦ୍ ଙ୍କ ପରିବାରକୁ ସମ୍ମାନ ଉଦ୍ଦେଶ୍ୟରେ ‘ଓଡ଼ିଶା ଭାସ୍କର’ ପରିବାର ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ Maa Tujhe Salam

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ସୁରକ୍ଷା ପାଇଁ ପ୍ରତିଟି କ୍ଷଣ ତତ୍ପର ରହି ସୀମାରେ ସୁରକ୍ଷା ଦେଉଛନ୍ତି ବୀର ଯବାନ । ଖରା ହେଉକି ବର୍ଷା ହେଉ ପୁଣି ହେଉ ଅବା ମାଇନସ୍ ଡ୍ରିଗୀ ତାପମାତ୍ରା । ସବୁ ପରିସ୍ଥିତିରେ ଦେଶ…

(video) ତୁମର ସେହି ୟୁନିଫର୍ମ ସହ ପୁଣି ଥରେ ଫେରିଆସନ୍ତ କି? ସହିଦ୍ ଯାବନ ସ୍ତ୍ରୀର ମନର କଥା

ଆଉ କିଛି ଦିନ ପରେ ଦେଶ ପାଳିବ ୭୫ ତମ ସ୍ୱାଧୀନତା ଦିବସ । ଯାହାକୁ ନେଇ ସବୁଆଡେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ସ୍କୁଲ କଲେଜ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପାଳିତ ହେବ ସ୍ୱାଧୀନତା…

୨୦୦୦ ପାକିସ୍ତାନୀ ସୈନିକଙ୍କୁ ଧୂଳି ଚଟାଇଲେ ୧୨୦ ଭାରତୀୟ ଯବାନ: ବିଜୟ ଦିବସ ସ୍ମୃତିରେ Battle Of Longewala

ନୂଆଦିଲ୍ଲୀ: ଭାରତୀୟ ଯବାନଙ୍କ ବୀରତ୍ୱର କାହାଣୀ ସର୍ବଦା ଦେଶକୁ ଅନୁପ୍ରାଣିତ କରିଥାଏ । ଏପରି ଏକ ଘଟଣା ଘଟିଥିଲା ୧୯୭୧ ମସିହାରେ । ଡିସେମ୍ବର ୪, ୧୯୭୧ ମସିହାରେ ମାତ୍ର ୧୨୦ ଜଣ ଭାରତୀୟ ଯବାନ ଅଦମ୍ୟ ସାହସର…

ସବୁଠୁ ବଡ଼ ତିରଙ୍ଗା ପତାକା ଉଡ଼ିବ ଆମେରିକାରେ, ପୂରା କଥା ଜାଣନ୍ତୁ

ଓଡ଼ିଶା ଭାସ୍କର ବ୍ୟୁରୋ: ଯୁକ୍ତରାଷ୍ଟ୍ରରେ ଉଡ଼ିବ ଭାରତୀୟ ଜାତୀୟ ପତାକା । ତେବେ ଉକ୍ତ ତିରଙ୍ଗା ପତାକା ସବୁଠୁ ବଡ଼ । ଅଗଷ୍ଟ ୧୫ ତଥା ଭାରତର ସ୍ୱାଧୀନତା ଦିବସକୁ ଆମେରିକାରେ ବଡ଼ ଧୁମଧାମରେ ପାଳନ କରାଯିବ। ଆମେରିକାରେ…