Browsing Category

ସ୍ପେସାଲ

କାହିଁକି ପାଳନ କରାଯାଏ ଅକ୍ଷୟ ତୃତୀୟା, ଜାଣନ୍ତୁ କାହିଁକି ଏହି ଦିନକୁ ଏତେ ଶୁଭ ବୋଲି ବିବେଚନା କରାଯାଏ?

ଓଡ଼ିଶା ଭାସ୍କର: ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟ ତିଥିରେ ଅକ୍ଷୟ ତୃତୀୟା ପାଳନ କରାଯାଏ । ଅକ୍ଷୟ ଅର୍ଥାତ୍ ଯାହା କେବେ ଶେଷ ହୁଏ ନାହିଁ । ଅକ୍ଷୟ ତୃତୀୟା ହିନ୍ଦୁ ଧର୍ମର ଅନ୍ୟତମ ପବିତ୍ର ପର୍ବ । ଚଳିତ ବର୍ଷ ଅକ୍ଷୟ…

ସାବଧାନ୍! ଆପଣଙ୍କ ଶରୀରରେ ଭିଟାମିନ୍ Dର ଅଭାବ ହେଲେ ହୋଇପାରନ୍ତି କ୍ୟାନ୍ସରର ଶିକାର

ଶରୀରକୁ ସୁସ୍ଥ ରଖିବା ପାଇଁ ନିୟମିତ ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କ ଶରୀରରେ ସମସ୍ତ ପ୍ରକାରର ଭିଟାମିନ୍ ଏବଂ ମିନେରାଲ୍ସ ସଠିକ୍ ପରିମାଣରେ ରହିବା ଦ୍ୱାରା ଆପଣଙ୍କ ସୁସ୍ଥ ରୁହନ୍ତି ।…

ପିଲାଙ୍କ ପେଟରେ କୃମି ହୋଇଛି ବୋଲି କିପରି ଜାଣିବେ ? ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଉପାୟ

ଆପଣ ଜାଣିଛନ୍ତି କି ପେଟରେ ପ୍ରାୟ ୨୦ ପ୍ରକାରର କୃମି ଅଛି, ଯାହା ବେଳେବେଳେ ପେଟରେ କ୍ଷତ ପହଞ୍ଚାଇଥାଏ । ଆଜିକାଲି ବାହାରେ ଖାଦ୍ୟ ଖାଇବା ଏବଂ ବେଳେବେଳେ ମଇଳା ପାଣି ପିଇବା ଦ୍ୱାରା ପେଟରେ କୃମି ଜମା ହେବାକୁ ଲାଗିଥାଏ…

ବ୍ରଶ ନକରି ସକାଳେ ଖାଲି ପେଟରେ ପାଣି ପିଇବା ଦ୍ୱାରା ମିଳିଥାଏ ଗଜବ ଫାଇଦା, ଦୂର ହୁଏ ଏହିସବୁ ସମସ୍ୟା

ଆପଣ ନିଶ୍ଚିତ ଭାବରେ ଘରର ଗୁରୁଜନମାନଙ୍କଠାରୁ ଶୁଣିଥିବେ ଯେ ସକାଳେ ଖାଲି ପେଟରେ ପାଣି ପିଇବା ଦ୍ୱାରା ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥ ବାହାର ହୋଇଥାଏ। ଏହା ବ୍ୟତୀତ ହାଇଡ୍ରେଟେଡ୍ ରହିବା ପାଇଁ ପାନୀୟ ଜଳ ମଧ୍ୟ…

ଶରୀରରେ ହାଇ କୋଲେଷ୍ଟ୍ର୍ରାେଲ ବଢୁଥିଲେ ଜାଣିବେ କେମିତି ? ଏହି ଲକ୍ଷଣକୁ କରନ୍ତୁନି ଅଣଦେଖା

ଆଜିକାଲି ମଣିଷ ଯେତିକି ସ୍ୱାସ୍ଥ୍ୟ ସଚେତନ ହେଉଛି, ଶରୀର ସେତକି ଅସୁସ୍ଥ ହାେଇପଡୁଛି । ଆମର ଦୖେନନ୍ଦିନ ଜୀବନଶୖଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଅନେକ ରାେଗର ବାହକ ହୋଇଛି । ସେଥିପାଇଁ ତ ଡାଇବେଟିସ, ବ୍ଲଡ ପ୍ରେସର,…

ହ୍ୱାଟସଆପ୍ ଭାରତ ଛାଡ଼ିବାକୁ ଚେତାବନୀ କାହିଁକି ଦେଲା: ଏହି ଘଟଣା ପଛର ମୂଳ କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ ଆଇଟି ନିୟମକୁ ନେଇ ମେସେଜିଂ ଆପ୍ ହ୍ୱାଟସଆପ ହାଇକୋର୍ଟରେ ଚେତାବନୀ ଦେଇଛି । କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମ ପାଳନକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି । ସରକାର ଯେଉଁ ଦାବି କରୁଛନ୍ତି ତାହା…

ରାଜନେତାଙ୍କୁ ଛୋଟ ନିବେଦନ: ଅସହ୍ୟ ଗରମରେ କଲବଲ ହୋଇ ଭୋଟ ମାଗୁଛ, କିନ୍ତୁ ତାତିରୁ କିପରି ମୁକ୍ତି ମିଳିବ ସେଥିପ୍ରତି କାହାର ନଜର ନାହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଲୋକସଭା ନିର୍ବାଚନ ପାଇଁ ୭ମ ପର୍ୟ୍ୟାୟ ବିଶିଷ୍ଟ ମତଦାନ ଜାରି ରହିଛି । ଏହା ମଧ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟ ମତଦାନ ସରିଥିବା ବେଳେ ଆଗକୁ ଆଉ ୫ଟି ପର୍ୟ୍ୟାୟରେ ମତଦାନ ଗ୍ରହଣ…

ଶରୀରରେ ଶ୍ୱେତ ରକ୍ତକଣିକାର ଅଭାବ ଦୂର କରିଥାଏ ଏ ସମସ୍ତ ଫଳ

ଓଡ଼ିଶା ଭାସ୍କର: ଶ୍ୱେତ ରକ୍ତ କଣିକା (ଡବ୍ଲୁବିସି) ହେଉଛି ରକ୍ତରେ ଥିବା ଏକ ପ୍ରକାରର ରକ୍ତ କଣିକା, ଯାହା ଶରୀର ସ୍ୱାସ୍ଥ୍ୟ ପାଇଁ ଜରୁରୀ ଅଟେ । ଶରୀରରେ ରକ୍ତଚାପକୁ ଠିକ୍ ମାତ୍ରାରେ ବଜାୟ ରଖିବା, ରକ୍ତକୁ ସଫା…

ବହୁତ ଜଲଦି ଦୃଷ୍ଟିଶକ୍ତି ହରାଇବେ ଆପଣଙ୍କ ପିଲା; ସେଥି ପାଇଁ ଦାୟି ହେବେ କେବଳ ଆପଣ ମାନେ!

ଓଡ଼ିଶା ଭାସ୍କର: ଯଦି ଆପଣଙ୍କ ପିଲାଙ୍କୁ ଆପଣ ମାନେ ଅନ୍ଧ ରୂପରେ ଦେଖିବାକୁ ଚାହୁଁ ନାହାଁନ୍ତି ତାହାଲେ ଆଗୁଆ ସଚେତନ ହୋଇଯାଆନ୍ତୁ । କାରଣ ଆପଣ ନିଜେହିଁ ଆପଣଙ୍କ ପିଲାଙ୍କର ଭବିଷ୍ୟତ ଅନ୍ଧାର କରିବାରେ ଦାୟି । ଆଜିର…

ସତରେ ଚମତ୍କାର! ୮ ଥର ମରିବା ପରେ ଜୀବିତ ହେଉଛନ୍ତି ଏହି ବ୍ୟକ୍ତି: ମିଳୁଛି ନୂଆ ଜୀବନ

ଓଡ଼ିଶା ଭାସ୍କର: ଦୁନିଆରେ ଏମିତି ଅନେକ ଅଜବ ଏବଂ ଚମତ୍କାର ଘଟଣା ଦେଖିବାକୁ ମିଳିଥାଏ । ଏମିତି ବି ଅନେକ କିଛି ଘଟଣା ରହିଛି, ଯାହାକୁ ବିଶ୍ୱାସ କରିବା ମଧ୍ୟ ସମ୍ଭବ ହୁଏ ନାହିଁ । କେବେ କେହି ଏକଥା ବିଶ୍ୱାସ କରିବେ କି,…