Browsing Category

ସ୍ପେସାଲ

Vampire Facial କରାଇବା ୩ ମହିଳାଙ୍କୁ ପଡିଲା ମହଙ୍ଗା: ହୋଇଗଲେ ଏଚ.ଆଇ.ଭି.ର ଶିକାର

ସୁନ୍ଦର ଏବଂ ଯୁବା ଦେଖାଯିବା ପାଇଁ ସମସ୍ତେ ନୂଆ ଜିନିଷ ଚେଷ୍ଟା କରନ୍ତି । ଚେହେରାକୁ ସୁନ୍ଦର ଓ ଚମକାଇବା ପାଇଁ ଅନେକ ଲୋକ ନିଜ ଜୀବନକୁ ବିପଦରେ ପକାଇବାକୁ ଭୟ କରନ୍ତି ନାହିଁ । ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ…

ବ୍ରେନ୍ ଷ୍ଟ୍ରୋକର ମୁଖ୍ୟ କାରଣ ହେଉଛି ବଢ଼ୁଥିବା ତାପମାତ୍ରା, ମହିଳାଙ୍କ ତୁଳନାରେ ପୁରୁଷଙ୍କ ପାଇଁ ଅଧିକ ବିପଦ: ଷ୍ଟଡୀ

ତାପମାତ୍ରା ବୃଦ୍ଧି ସହିତ ଅନ୍ୟାନ୍ୟ ସମସ୍ୟା ସହିତ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଛି । ଏକ ନୂଆ ଅନୁସନ୍ଧାନ ଅନୁଯାୟୀ, ତାପମାତ୍ରାରେ ନାଟକୀୟ ପରିବର୍ତ୍ତନ ହେତୁ ବ୍ରେନ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ବଢ଼ୁଛି ।…

(Video) ଏହା ଚଳଚ୍ଚିତ୍ର ନୁହେଁ ବାସ୍ତବ; ସ୍ୱାମୀ କନଷ୍ଟେବଳ, ସ୍ତ୍ରୀ ବନିଲେ IPS ଅଫିସର…

ଓଡ଼ିଶା ଭାସ୍କର: ତାମିଲନାଡୁର ଏନ୍ ଅମ୍ବିକା । ମାତ୍ର ୧୪ବର୍ଷ ବୟସରେ ଜଣେ ପୋଲିସ କନଷ୍ଟେବଳଙ୍କ ସହ ତାଙ୍କର ବିବାହ କରିଦିଆଗଲା । ୧୮ବର୍ଷ ଛୁଇଁଲା ବେଳକୁ ସେ ଦୁଇଟି ପିଲାର ମାଆ ମଧ୍ୟ ବନିଯାଇଥିଲେ । କେବେ ଭାବିନଥିଲେ…

ସର୍ବଭାରତୀୟ ସେବା ନିୟମ: IAS-IPS ଚାକିରିରୁ ଇସ୍ତଫା ଦେଇଥିବା ପ୍ରାର୍ଥୀଙ୍କର ନାମାଙ୍କନ ରଦ୍ଦ ହେଲେ ସେ ପୁଣି ଚାକିରିକୁ ଫେରି ପାରିବେ କି?

ନୂଆଦିଲ୍ଲୀ: ଗତ ୧୯ ତାରିଖରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ପ୍ରତିଥର ଭଳି ଚଳିତ ଥର କିଛି ସର୍ବଭାରତୀୟ ଓ ରାଜ୍ୟସ୍ତରୀୟ ପ୍ରଶାସନିକ ଅଧିକାରୀ…

ଲୋକେ ଭୁଲି ଗଲେଣି ଫୁଟି କାକୁଡ଼ିର ସ୍ୱାଦ; ଆଉ ବିଲ-ବାଡ଼ିରେ ଫାଟି ବାସୁନି କି ହାଟ-ବଜାରକୁ ଆସୁନି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଦୃତ ସହରି କରଣ ଭିତରେ ହଜିଗଲାଣି ଗାଉଁଲି ଖାଦ୍ୟର ଚାହିଦା । ବିଭିନ୍ନ ସୁବିଧା ପାଇବା ଆଶାରେ ସହର ମୁହାଁ ହେଉଛନ୍ତି ଗାଁ ଲୋକ । ସମାଜ ସହ ତାଳ ଦେଇ ବଞ୍ଚିବା ପାଇଁ ନିତି ସଂଘର୍ଷ କରୁଛି…

ଆକାଶରୁ ହେବ ଅଗ୍ନି ବର୍ଷା; ସମୁଦ୍ରରେ ଖେଳିବ ଓଲଟା ଲହଡ଼ି ଆଉ ଶୁଖିଯିବ ନଦୀ ,ହ୍ରଦ, ପୋଖରୀ…

ଓଡିଶା ଭାସ୍କର: ଧିରେ ଧିରେ ସରି ଆସୁଛି କଳି ଯୁଗ.. ଘଟିବ ଚର୍ତୁଃଦିଗରେ ଜଳ ପ୍ରଳୟ । ସମଗ୍ର ଓଡିଶାରେ ଜଳ ପ୍ରବାହିତ ହେବା ସହ ଚାରି ଆଡୁ ମାଡିବ ପାଣି । ୭ ଦିନ ହେବ ଭୟଙ୍କର ଝଡ ତୋଫାନ । ଆଉ ମାଡି ଆସୁଛି ଭୟଙ୍କର…

ପିଲାର ମସ୍ତିଷ୍କ ଉପରେ ପଡିବ ଖରାପ ପ୍ରଭାବ, ଯଦି ଗର୍ଭାବସ୍ଥାରେ ମହିଳା କରିବେ ମଦ୍ୟପାନ !

ସମୟ ବଦଳିବା ସହ ଆମ ଜୀବନଶୈଳୀ ମଧ୍ୟ ବଦଳୁଛି । ସହରର ଚାକଚାକ୍ୟରେ ରହି ଲୋକମାନେ ନିଜ ପରମ୍ପରା ଓ ସଂସ୍କୃତିକୁ ଭୁଲି ଯାଉଛନ୍ତି । ସମୟ ଥିଲା ମଦ୍ୟପାନ କେବଳ ପୁରୁଷ ମାନେ କରୁଥିଲେ କିନ୍ତୁ ଏବେ ମଦ୍ୟପାନ ଅଧିକାଂଶ…

ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖୁଥିଲେ ସାବଧାନ: କାମ କରୁଛି କ୍ରାଇମବ୍ରାଞ୍ଚର ୨୪ ଘଣ୍ଟିଆ ଟିମ୍, ମୋବାଇଲକୁ ଟ୍ରାକ୍ କରି କରାଯିବ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ଇଣ୍ଟରନେଟ୍ ଜମାନାରେ ଅଧିକାଂଶ ଯୁବପୀଢ଼ିଙ୍କର କିଛି ଖରାପ ଅଭ୍ୟାସ ରହିଥାଏ । ତେବେ ସେଥି ମଧ୍ୟରୁ ଗୋଟିଏ କୁଅଭ୍ୟାସ ହେଉଛି ଅନଲାଇନରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି (ଶିଶୁ ଯୌନ ଶୋଷଣ)…

ବାପା-ମାଆଙ୍କ ପରେ ପିଲାଙ୍କ ହାତରେ ରାଜନୀତି ଡୋରୀ: କେନ୍ଦ୍ରାପଡ଼ାରେ ନେତାଙ୍କ ଉତ୍ତରାଧିକାରୀଙ୍କୁ ମିଳୁଛି ଟିକେଟ

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ କେନ୍ଦ୍ରାପଡାର ରାଜନୀତି ସବୁବେଳେ ଚର୍ଚ୍ଚାରେ ଥାଏ । ସାରା ଦେଶରେ ପରିବାରବାଦକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥିବାବେଳେ । ଏହାର ଏକ ବେମାରି କେନ୍ଦ୍ରାପଡାକୁ ଘାରିଯାଇଛି । ଏହି…

ପ୍ରତି ମାସ ସରକାର ଦେବେ ୧୮ ହଜାର ଟଙ୍କା… କେଉଁ ମାନଙ୍କୁ ଓ କାହିଁକି ମିଳିବ ଏହି ଆମାଉଣ୍ଟ? ଜାଣନ୍ତୁ ପ୍ରକୃତ ମାମଲା

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଭିନ୍ନ ଭିନ୍ନ ଯୋଜନା ଜାରି ରଖିଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଅନେକ ଖବର ପ୍ରସାରିତ ହେଉଛି । ସରକାରଙ୍କ ବିକାଶମୂଳକ ଯୋଜନାରେ ଦେଶର…