Browsing Category

ସ୍ପେସାଲ

ଅଣ୍ଟା ସାଇଜରୁ ଜାଣନ୍ତୁ ଆପଣଙ୍କୁ ହାର୍ଟ ଆଟାକ୍ ଓ ହାଇବେଟିସର ବିପଦ ନାହିଁ ତ? କ’ଣ କହୁଛନ୍ତି ଡାକ୍ତର

କରୋନା ପରେ ହାର୍ଟ ଆଟାକର ବଢ଼ୁଥିବା ମାମଲା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । କିଶୋରମାନଙ୍କଠାରେ ହାର୍ଟ ଆଟାକର ମାମଲା ମଧ୍ୟ ଦେଖାଯାଉଛି, ଯେଉଁ କାରଣରୁ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ଯଦିଓ ଅଧିକାଂଶ…

‘ମୁଁ କାର୍ଗିଲ…’ ଆଜି କାର୍ଗିଲ ବିଜୟ ଦିବସ: ସେଦିନର କାହାଣୀ କହୁଛି କାର୍ଗିଲ ମାଟି

ମୁଁ କାର୍ଗିଲ…. ୧୯୯୯ ର ସେ ଶୀତ ମୋ ପାଇଁ ପୂର୍ବ ଶୀତ ଠାରୁ ଥିଲା ଖୁବ ଭିନ୍ନ । ସୀମାର ଅନ୍ୟପାଶ୍ୱର୍ରୁ ଲଗାତାର ଅନେକ ଅଜଣା ଚେହେରା ମାଡି ଆସୁଥିଲେ । ସେମାନଙ୍କ ହାତରେ ଥିଲା ଆଧୁନିକ ଅସ୍ତ୍ର ଶସ୍ତ୍ର ଏବଂ କାନ୍ଧରେ…

ଅଜବ ଗାଁ, ଯେଉଁଠି ପ୍ଲାଷ୍ଟିକ ଦେଲେ ବଦଳରେ ମିଳୁଛି ସୁନା: ଜାଣନ୍ତୁ ଅଦ୍ଭୁତ ପ୍ରକାର ଯୋଜନା

ସୁନା ଏକ ମୂଲ୍ୟବାନ୍ ଜିନିଷ, ଯାହାର ଦାମ୍ ଅନ୍ୟ ସାଧାରଣ ଜିନିଷ ତୁଳନାରେ ଖୁବ ଅଧିକ । ତେଣୁ ଗରିବ ଏବଂ ଖଟିଖିଆ ଲୋକମାନଙ୍କ ପାଇଁ ସୁନା-ଗହଣା ପିନ୍ଧିବା ସ୍ୱପ୍ନ ହୋଇଯାଏ । କିନ୍ତୁ ଏମିତି ଏକ ଗାଁ ରହିଛି, ଯେଉଁଠାରେ…

ଦିନସାରା ହାଇ ଆସୁଛି କି ? ଏହି ଶାରୀରିକ ସମସ୍ୟାର ହୋଇପାରେ ସଙ୍କେତ

ହାଇ ମାରିବା, ଥକ୍କାପଣ କିମ୍ବା ବିରକ୍ତ ଅନୁଭବ କରିବାର ଏକ ସାଧାରଣ ଲକ୍ଷଣ । ସାଉଥ୍ କାରୋଲିନାର ମେଡିକାଲ୍ ୟୁନିଭରସିଟି ଅନୁଯାୟୀ, କେତେକ ହରମୋନ ଯୋଗୁଁ ହାଇ ଆସିଥାଏ, ଯାହାକି ହାର୍ଟ ରେଟ୍ ଓ ଆଲର୍ଟନେସକୁ କିଛି ସମୟ…

ମନ୍ଦିର ବାହାରେ କାହିଁକି ବଜାଯାଏ ଘଣ୍ଟି ? ଜାଣନ୍ତୁ ଏହାର ଧାର୍ମିକ ଓ ବୈଜ୍ଞାନିକ କାରଣ

ହିନ୍ଦୁ ଧର୍ମ ଅନୁଯାୟୀ ପ୍ରାୟ ସମସ୍ତେ ମନ୍ଦିରକୁ ପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥା’ନ୍ତି । ମନ୍ଦିର ଭିତରକୁ ଯିବା ପୂର୍ବରୁ ମନ୍ଦିର ଦ୍ୱାରରେ ଘଣ୍ଟି ବନ୍ଧାଯାଇଥାଏ । ଯାହାକୁ ଭକ୍ତ ମାନେ ପ୍ରଥମେ ବଜାଇବା ପରେ ମନ୍ଦିର…

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଖଜୁରୀ: ହାର୍ଟକୁ ସୁସ୍ଥ ରଖିବା ସହ ହାଡକୁ ମଜବୁତ କରେ

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଖଜୁରି- ଖଜୁରୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା ପୋଷକ ତତ୍ତ୍ୱର ଭଣ୍ଡାର । ଏଥିରେ କ୍ୟାଲସିୟମ୍, ପୋଟାସିୟମ୍, ପ୍ରୋଟିନ୍, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଜିଙ୍କ,…

ଭାରତର ଏହି ମନ୍ଦିରରେ ହୋଇଥାଏ ଭବିଷ୍ୟବାଣୀ, ବର୍ଷା ଆରମ୍ଭ ହେବାର ସାତ ଦିନ ପୂର୍ବରୁ ମିଳିଥାଏ ସୂଚନା

ଭାରତ ଅନେକ ରହସ୍ୟମୟୀ ମନ୍ଦିରରେ ଭରି ରହିଛି । ରହସ୍ୟ ଏପରି ଭାବେ ଲୁଚି ରହିଛି ଯାହାର କାରଣ ଆଜି ପର୍ଯ୍ୟନ୍ତ କେହି ବୁଝି ପାରୁ ନାହାନ୍ତି । ଏହିଭଳି ମନ୍ଦିର ଅଜବ ମାନ୍ୟତା ସହିତ ଏହାର ସ୍ଥିତିକୁ ନେଇ ବେଶ ପ୍ରସିଦ୍ଧ…

ଶ୍ରାବଣରେ ପିନ୍ଧନ୍ତୁ ସବୁଜ ରଙ୍ଗ ପୋଷାକ: ମିଳିବ ଶୁଭଫଳ

କୁହାଯାଏ ସବୁଜ ରଙ୍ଗ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ରଙ୍ଗ । ଯଦି ଆପଣ ସବୁଜ ରଙ୍ଗର ପୋଷାକ ପିନ୍ଧି ମହାଦେବଙ୍କୁ ପୂଜା କରୁଛନ୍ତି ତେବେ ଆପଣଙ୍କ ବିଗିଡି ଯାଇଥିବା କାର୍ୟ୍ୟ ବା ଅଟକି ରହିଥିବା କାର୍ୟ୍ୟ ପୁରା ହେବ ।…

ହାର୍ଟକୁ ସୁସ୍ଥ ରଖେ ଏହି ଖାଇବା ତେଲ, ଶରୀର ପାଇଁ ହୋଇଥାଏ ଲାଭଦାୟକ

ଆଜିକା ସମୟରେ ଚିନ୍ତାର କାରଣ ପାଲଟିଛି ମିଶ୍ରିତ ଖାଦ୍ୟ ପଦାର୍ଥ । ଏଥିରେ ସାମିଲ ରହିଛି ଖାଇବା ତେଲ । ବିନା ତେଲରେ କୌଣସି ଖାଦ୍ୟ ପ୍ରସ୍ତୁତ କରିବା ସମ୍ଭବ ନୁହେଁ । ତେଲ ବିଭିନ୍ନ ପ୍ରକାର ଜିନିଷରେ ପ୍ରସ୍ତୁତ…

କ’ଣ ୮ଟା ପୂର୍ବରୁ ଜଳଖିଆ ଖାଇବା ଦ୍ୱାରା ଡାଇବେଟିସ୍ ହେବାର ଆଶଙ୍କ କମିଯାଏ ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ଆଜିର ସମୟରେ ପ୍ରତ୍ୟେକ ତୃତୀୟ ବ୍ୟକ୍ତି ଡାଇବେଟିସ୍ ସମସ୍ୟା ସହ ସଂଘର୍ଷ କରୁଛନ୍ତି । ଏହା ଏପରି ଏକ ରୋଗ ଯାହା ସହିତ ଅନେକ ରୋଗ ଆଣିଥାଏ । ଏହା ଶରୀରର ଅନ୍ୟ ଅଙ୍ଗକୁ କ୍ଷତି ପହଞ୍ଚାଏ । ଏହି ରୋଗରେ ଲୋକଙ୍କ ସୁଗାର…