Browsing Category
ସ୍ପେସାଲ
(Video) ଭୂୂମିରୁ ୩ ହଜାର ଫୁଟ ତଳେ ଜୀବନ: ପାତାଳି ଗାଁ ନାମରେ ଖୁବ୍ ପରିଚିତ, ଜାଣନ୍ତୁ କେଉଁଠି…
ସ୍ୱର୍ଗ ଲୋକ ଏବଂ ପାତାଳ ଲୋକଙ୍କ କାହାଣୀ ଆପଣ ଅନେକ ଥର ଶୁଣିଥିବେ ନିଶ୍ଚୟ । ଏହି ଦୁଇଟି ଦୁନିଆ ମଧ୍ୟରୁ ସ୍ୱର୍ଗକୁ ଆକାଶ ସହ ତ ପାତାଳକୁ ଭୂମି ସହ ତୁଳନା କରାଯାଏ । କିନ୍ତୁ ବାସ୍ତବରେ ଏହି ସବୁ ସ୍ଥାନ ଗୁଡ଼ିକ ବିଷୟରେ…
ପ୍ରଥମଥର ଭାରତୀୟ ନୋଟ୍ରେ କେବେ ଛପା ଯାଇଥିଲା ଗାନ୍ଧିଜୀଙ୍କ ଫଟୋ, ଜାଣନ୍ତୁ ଏହା ଇତିହାସ ଓ ରୋଚକ ତଥ୍ୟ
ନୂଆଦିଲ୍ଲୀ: ସର୍ବ ପ୍ରଥମେ ୧୯୬୯ ମସିହାରେ ମହାତ୍ମା ଗାନ୍ଧିଙ୍କ ଫଟୋ ଭାରତୀୟ ନୋଟ୍ରେ ଛପା ଯାଇଥିଲା । ଏହି ବର୍ଷ ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ଥିଲା । ଏହି ନୋଟ୍ରେ ଗାନ୍ଧୀଙ୍କ ପଛପଟେ ସେବାଶ୍ରମ ଆଶ୍ରମର ଫଟୋ…
ରାଶିଫଳ(ସୋମବାର,୨୧ ମାର୍ଚ୍ଚ,୨୦୨୨)
ମେଷ - ଆଜି କାର୍ଯ୍ୟ ସାମାନ୍ୟ ବିଳମ୍ବିତ ସମୟରେ ସମ୍ପନ୍ନ ହେବ। ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ…
ଭୁୁଲରେ ବି ଏଠାକୁ ଆସନ୍ତୁନି: ଅତିଥି ସହ ଏଠାରେ ରୁହନ୍ତିି ଭୂତ (See Video)
ଆପଣ ଭୂତ ପ୍ରେତରେ ବିଶ୍ୱାସ ରଖନ୍ତି କି? ଦୂନିଆରେ ଭୂତ ବୋଲି କିଛି ଜିନିଷ ଅଛି କି? ଏ କଥାକୁ ବିଶ୍ୱାସ କରିବା ତ ଖୁବ କଷ୍ଟ । କିନ୍ତୁ କିଛି ଲୋକ ସହିତ ଭୂତକୁ ନେଇ ସେମାନଙ୍କ ଅନୁଭତି ଥିବା ଦାବି ମଧ୍ୟ କରିଥିବାବେଳେ…
ଦୁଇ ଷଣ୍ଢ ମଧ୍ୟରେ ଲାଗିଥିଲା ଘମାଘୋଟ ଲଢ଼େଇ: ବୁଝାସୁଝା ପାଇଁ ମଝିରେ ପଶିଲା କୁକୁର, ଆଉ ତା’ପରେ…(ଦେଖନ୍ତୁ ମଜାଦାର Video)
ସୋସିଆଲ ମିଡିଆରେ ଆପଣ ପଶୁମାନଙ୍କର ଲଢ଼େଇ ତ ଅନେକ ଦେଖିଥିବେ । ସେଥିରୁ କିଛି ଭିଡିଓ ଏପରି ଥାଏ କି, ଯାହାକୁ ଦେଖିଲା ପରେ ଲୋମ ଟାଙ୍କୁରି ଯାଏ । ଏହାରି ମଧ୍ୟରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ୨…
ଓଡ଼ିଶାର ନେତାମାନେ ରାଜ୍ୟ ବାହାରେ କମାଲ୍ କରୁଛନ୍ତି, କିନ୍ତୁ ନିଜ ରାଜ୍ୟରେ ମ୍ୟାଜିକ୍ ଦେଖାଇ ପାରୁନାହାନ୍ତି, କାହିଁକି
ନୂଆଦିଲ୍ଲୀ: କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଦୁଇଟି ଟର୍ମ ପୂରଣ କରିବାକୁ ଯାଉଛି । ଏଥିସହ ଗୋଟିକ ପରେ ଗୋଟିଏ ରାଜ୍ୟରେ ଗେରୁଆ ବାନା ଉଡ଼ାଇବାରେ ସକ୍ଷମ ହୋଇଛି । ନିକଟରେ ଶେଷ ହୋଇଥିବା ୫ଟି ରାଜ୍ୟର ବିଧାନସଭା…
ରାଶିଫଳ(ରାବିବାର,୨୦ ମାର୍ଚ୍ଚ,୨୦୨୨)
ମେଷ - ଆଜି ପୂର୍ବସ୍ଥିରୀକୃତ ସ୍ଥାନକୁ ଯାତ୍ରା କରିପାରନ୍ତି। ବନ୍ଧୁମିଳନ ସହ ସାମୂହିକ ଆଲୋଚନା ମଧ୍ୟ ଫଳପ୍ରଦ ହୋଇପାରିବ। ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ।…
କିଶୋରଙ୍କଠାରେ ଡିପ୍ରେସନର ଲକ୍ଷଣ ପାଇଁ ବାୟୁ ପ୍ରଦୂଷଣ ମଧ୍ୟ ଦାୟୀ: ଷ୍ଟଡୀ
ନୂଆଦିଲ୍ଲୀ: ଶିଶୁ ଓ କିଶୋର ଅବସ୍ଥାରେ ଡିପ୍ରେସନର ଲକ୍ଷଣ ପାଇଁ ଓଜୋନ୍ ଗ୍ୟାସ୍ ବାୟୁ ପ୍ରଦୂଷଣ ମଧ୍ୟ ଦାୟୀ । ଏନେଇ ଆମେରିକୀୟ ସାଇକୋଲୋଜିକାଲ୍ ଆସୋସିଏସନ୍ ଦ୍ୱାରା କରାଯାଇଥିବା ଏକ ନୂଆ ଅଧ୍ୟୟନରେ କୁହାଯାଇଛି । ଓଜୋନ…
ନା ରଙ୍ଗ ନା ବାଡ଼ି, ଏଠାରେ ଖେଳାଯାଉଛି ପଥର ମାଡ଼ର ହୋଲି: ଦେଖନ୍ତୁ ଅଜବ ପ୍ରଥାର ଭିଡିଓ
ଲୋହଦଦଗା: ଆଜି ଦେଶର ଅନେକ ସ୍ଥାନରେ ହୋଲି ଉତ୍ସବ ପାଳନ ହେଉଛି । ଲୋକମାନେ ନିଜ ପସନ୍ଦରେ ରଙ୍ଗ ବୋଳି ସାଙ୍ଗମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି । କିନ୍ତୁ ଝାଡ଼ଖଣ୍ଡରେ ସବୁଠାରୁ ଅଲଗା ପଥର ମାଡ଼ ହୋଲିର ନିଆରା ପ୍ରଥା ରହିଛି…
ରାଶିଫଳ(ଶନିବାର,୧୯ ମାର୍ଚ୍ଚ,୨୦୨୨)
ମେଷ - ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିଵ, ନୂଆ ଭୁମି କ୍ରୟ, ଗାଡି କ୍ରୟ, ରୋଜଗାର ପନ୍ଥା, ଔଷଧ ଏବଂ ଖେଳ ସାମଗ୍ରୀ ଜନିତ ବ୍ୟବସାୟ ଆଦି କ୍ଷେତ୍ରରେ ଶୁଭଫଳ…