Browsing Category

ସ୍ପେସାଲ

ରକ୍ଷାବନ୍ଧନ ଆଜି : ସକାଳୁ ଚାଲିଛି ଭଦ୍ରାକାଳ, ଜାଣନ୍ତୁ ରାକ୍ଷୀ ବାନ୍ଧିବାର ଶୁଭ ସମୟ

ହିନ୍ଦୁ ପରମ୍ପରାରେ ରକ୍ଷାବନ୍ଧନ୍ ପର୍ବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ରକ୍ଷାବନ୍ଧନ ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ । ପ୍ରାଚୀନ କାଳରେ, ରକ୍ଷାବନ୍ଧନ ଦିନ ଗୁରୁମାନେ ନିଜ…

ରକ୍ଷା ବନ୍ଧନକୁ ନେଇ କ’ଣ କହୁଛି ପୁରାଣ ଓ ଇତିହାସ ? ଜାଣନ୍ତୁ

ଆସନ୍ତାକାଲି ସାରା ଭାରତରେ ପାଳନ କରାଯିବ ପବିତ୍ର ରକ୍ଷାବନ୍ଧନ । ଭାଇ-ଭଉଣୀଙ୍କ ସ୍ନେହ ଭଲପାଇବା ଏବଂ ଅତୁଟ ବନ୍ଧନର ଉତ୍ସାହ ହେଉଛି ଏହି ପର୍ବ । ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇଙ୍କ ମଙ୍ଗଳ କାମନା କରିବା ସହ ସାରା…

କମ ବୟସରେ ମହିଳାଙ୍କୁ କାହିଁକି ହେଉଛି ସ୍ତନ କର୍କଟ! ଜାଣନ୍ତୁ, ବିଶେଷଜ୍ଞଙ୍କଠୁ ଏହାର କାରଣ ଓ ନିରାକରଣ

ଓଡିଶା ଭାସ୍କର: ସ୍ତନ କର୍କଟ- ନା ଶୁଣିଲେ ମହିଳାଙ୍କୁ ଟିକେ ଭୟ ଲାଗିବା ସ୍ୱାଭାବିକ କଥା । ସାଧାରଣତଃ ବୟସ ବଢିଲେ ଏହା ମହିଳାଙ୍କଠାରେ ଦୃଷ୍ଟିଗୋଚର ହୋଇଥାଏ । ମାତ୍ର ଚିନ୍ତାର ବିଷୟ ଏହା ଯେ ବର୍ତ୍ତମାନ ସମୟରେ କମ…

world sanskrit day: ବିଶ୍ୱକୁ ଭାରତ ଶିଖାଉଛି ସଂସ୍କୃତ ଭାଷା, ଦୁନିଆର ବଡ ବଡ ବିଶ୍ୱବିଦ୍ୟାଳୟ ପଢୁଛି ସଂସ୍କୃତ, ଏହିସବୁ ହେଉଛି ନାମ…

ଓଡିଶା ଭାସ୍କର: ଆସନ୍ତାକାଲି, ମାନେ ୧୯ ଅଗଷ୍ଟରେ ବିଶ୍ୱ ସଂସ୍କୃତ ଦିବସ ପାଳନ କରାଯିବ । ଭାରତୀୟ ସଂସ୍କୃତିରେ ସଂସ୍କୃତ ଭାଷାର ବିଶେଷ ମହତ୍ତ୍ୱ ରହିଛି । ସାରା ବିଶ୍ୱରେ ସଂସ୍କୃତ ଭାଷାକୁ ନେଇ ଲୋକପ୍ରିୟତା ଧୀରେ…

(Video) କ୍ୟାମେରା ସବୁ ଦେଖୁଛି… ଟ୍ରାଫିକ ବାବୁଙ୍କ ‘ଲାଞ୍ଚ ଭାଗବଣ୍ଟା’ ଭିଡିଓ ଲିକ୍: ଚାଲିଗଲା ଚାକିରି

ନୂଆଦିଲ୍ଲୀ: ଆଜି ଦେଶର ରକ୍ଷକ ସାଜିଛି ଭକ୍ଷକ । ୟୁନିଫର୍ମ ଡର ଦେଖାଇ ନିରୀହ ଜନସାଧାରଣଙ୍କୁ ଲୁଟିବାରେ ଲାଗିଛନ୍ତି ସରକାରୀ ଲୁଟେରା । ସଡ଼କ ସୁରକ୍ଷା ଦାୟିତ୍ୱରେ ଥିବା ଟ୍ରାଫିକ ପୋଲିସ ଜୀବନ ରକ୍ଷା କରିବା ବଦଳରେ ନିଜ…

ଏହା କୋଲକାତା ନୁହେଁ, ଏହା ହେଉଛି ମହିଳାଙ୍କ ପାଇଁ ବିଶ୍ୱର ସବୁଠୁ ସୁରକ୍ଷିତ ସହର, ଭୟ ନ ଥାଏ, ଦୁଷ୍କର୍ମ ଶବ୍ଦ ବି ନଥାଏ…

ଓଡିଶା ଭାସ୍କର: କୋଲକାତା! ନାଁ ଶୁଣିଲେ ଏବେ ଭୟ ଲାଗୁଛି । ସାରା ଦେଶ ଏବେ କୋଲକାତା ଦୁଷ୍କର୍ମ-ହତ୍ୟାକୁ ନିନ୍ଦା କରୁଛି । ତାହାସହ ଏଭଳି ଅମାନବୀୟ କାର୍ଯ୍ୟ କୋଲକାତା ସହରକୁ ମଧ୍ୟ ଲଜ୍ଜିତ ତଥା କଳଙ୍କିତ କରି ସାରିଛି…

ଆଜି ଭାରତର ଏହି ସ୍ଥାନରେ ପାଳନ ହେଉଛି ସ୍ୱାଧୀନତା ଦିବସ: ଅଗଷ୍ଟ-୧୫ରେ ହୁଏନି ପତାକା ଉତ୍ତୋଳନ

ନୂଆଦିଲ୍ଲୀ: ୩ ଦିନ ତଳେ ଅଗଷ୍ଟ-୧୫ ତାରିଖରେ ସାରା ଭାରତ ଦସ୍ୱାଧୀନତା ଦିବସ ପାଳନ କରିସାରିଛି । ବ୍ରିଟିଶ ଶାସନରୁ ଏହିଦିନ ଭାରତ ସ୍ୱତନ୍ତ୍ରତା ହାସଲ କରିଥିଲା । ତେଣୁ ପ୍ରତ୍ୟେକ ବର୍ଷ ଅଗଷ୍ଟ-୧୫ତାରିଖକରୁ ସ୍ୱାଧୀନତା…

ଯଦି ଆପଣ ମଧ୍ୟ ରାତିସାରା ଶୋଇପାରୁନାହାଁନ୍ତି, ତେବେ ଆପଣ ଏହି ରୋଗଗୁଡିକୁ କରୁଛନ୍ତି ନିମନ୍ତ୍ରଣ

ଆଜିର ବ୍ୟସ୍ତବହୁଳ ଜୀବନରେ, ରାତିରେ ଠିକ୍ ନିଦ ନହେବା ଏକ ସାଧାରଣ ସମସ୍ୟା ହୋଇଗଲାଣି । କାମ, ମୋବାଇଲ୍ ଏବଂ ଟିଭି ଦେଖିବାର ଅଭ୍ୟାସ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ହେଉ, ଅନେକ ଲୋକ ବିଳମ୍ବିତ ରାତି ପର୍ଯ୍ୟନ୍ତ…

GOOGLE ଦେଲା ଚେତାବନୀ, FAKE ଇମେଲରୁ ସତର୍କ ରହିବାକୁ ପରାମର୍ଶ, ସ୍କେମରୁ ଦୂରେଇ ରୁହନ୍ତୁ, ଠକେଇରୁ ବର୍ତ୍ତନ୍ତୁ

ଓଡିଶା ଭାସ୍କର: ଦେଶରେ ସାଇବର ରାକ୍ଷସଙ୍କ ଠକେଇ ଦ୍ରୁତଗତିରେ ଅଭିବୃଦ୍ଧି ହେବାରେ ଲାଗିଛି । ନିକଟରେ ପ୍ରସିଦ୍ଧ କମ୍ପାନୀ ମାନଇକ୍ରୋସଫ୍ଟ ଏକ ଆଡଭାଇଜରୀ ମାଧ୍ୟମରେ କହିଥିଲା ଯେ, ୱିଣ୍ଡୋଜ ୟୁଜର୍ସଙ୍କୁ ପୁଣିଥରେ…

ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେତାଙ୍କ ବିରୋଧରେ ରହିଛି କେତେ ମାମଲା ? ଏହି ଗୋଟିଏ ଆପରେ ମିଳିବ ସମସ୍ତ ସୂଚନା

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ଜାମ୍ମୁ କାଶ୍ମୀର ଏବଂ ହରିୟାଣା ପାଇଁ ବିଧାନସଭା ନିର୍ବାଚନ ଘୋଷଣା କରିଛି । ସେପ୍ଟେମ୍ବରର ଶେଷ ମାସରେ ଏହି ଦୁଇ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । କିନ୍ତୁ ଆପଣ ଜାଣନ୍ତି କି…