Browsing Category
ସ୍ପେସାଲ
(Video) ଝିଟିପିଟି ଭାବି ପାଳୁଥିଲେ କୁମ୍ଭୀର, ସେଦିନ ଦେଖିଲେ ଅସଲି ରୂପ: ଆଉ ତା’ ପରେ…
ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଅନେକ ସମୟରେ ଭିନ୍ନ ଭିନ୍ନ କାହାଣୀ ଏବଂ ଘଟଣା ଦେଖିବାକୁ ମିଳେ । ଏମିତି ଅନେକ ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଠିକ୍ ଏହିଭଳି ଏକ ଘଟଣା ମଧ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ…
ସେଦିନର କାଳ ରାତ୍ରୀ, ଦଶହରାରେ ଭାରତ ଦେଖିଥିଲା ମୃତ୍ୟୁର ତାଣ୍ଡବ: ଆଜି ବି ଝୁରୁଛନ୍ତି ପରିବାର
ଓଡ଼ିଶା ଭାସ୍କର: ଦଶହରା ପର୍ବରେ ସତ୍ୟର ବିଜୟକୁ ପାଳନ କରାଯାଏ । ସାରା ଦେଶରେ ରାବଣ, ମେଘନାଦ ଏବଂ କୁମ୍ଭକର୍ଣ୍ଣ ରୂପରେ ଅନ୍ୟାୟ, ଅତ୍ୟାଚାର ଏବଂ ପାପର ଦହନ କରାଯାଇଥାଏ । ସମଗ୍ର ଦେଶରେ ଦଶହରାରେ ଖୁସି ଓ ଆନନ୍ଦ…
ଏହି ଭୁଲଗୁଡିକ ଯୋଗୁଁ ଭାଙ୍ଗିପାରେ ବୈବାହିକ ସମ୍ପର୍କ, ଦାମ୍ପତ୍ୟ ଜୀବନ ହୋଇଯାଏ ଛାରଖାର
ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଅତି ସାଧାରଣ ହୋଇଥାଏ । ଆପଣମାନେ ମଧ୍ୟ ନିଶ୍ଚୟ ଶୁଣିଥିବେ ଯେ ଗୁରୁଜନମାନେ କହିଥାନ୍ତି ଯେଉଁଠାରେ ପ୍ରେମ ଅଛି, ସେଠାରେ ବିବାଦ ମଧ୍ୟ ଅଛି । କିନ୍ତୁ ବିବାହିତ ଜୀବନରେ ଜାଣିଶୁଣି…
କମ୍ପ୍ୟୁଟର ଆଗରେ ବସି ବସି ଅଣ୍ଟା ବିନ୍ଧା ହେଉଛି କି ? ତେବେ କରନ୍ତୁ ଏହି ଯୋଗାସନ
ଅଫିସରେ ପ୍ରତିଦିନ ଆଠ ଘଣ୍ଟା କମ୍ପ୍ୟୁଟର ଆଗରେ ବସି ରହିବା, ଅଧିକ ସମୟ ବାଇକ୍ ଚଲାଇବା ଏବଂ ମୋଟା ହେବାଦ୍ୱାରା ଅଣ୍ଟା ଓ କାନ୍ଧ ବିନ୍ଧିବା ଏବେ ଲୋକଙ୍କ ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। କଷ୍ଟ କମ୍ ପାଇଁ ଅନେକ…
କାନ୍ଧ ଏବଂ ହାତରେ ଯନ୍ତ୍ରଣା ହୋଇପାରେ ହାର୍ଟ ଆଟାକର ପ୍ରାରମ୍ଭିକ ଲକ୍ଷଣ: ଶରୀରରେ ଥିବା ଯନ୍ତ୍ରଣାକୁ କରନ୍ତୁନି ଅଣଦେଖା . ନଚେତ୍…
କାନ୍ଧ କିମ୍ବା ହାତରେ ଯନ୍ତ୍ରଣା ଛାତି ଯନ୍ତ୍ରଣା, ଚାପ କିମ୍ବା ଭାରପଣ ପରି ଅନୁଭବ କରାଇପାରେ । ଏହା ହଠାତ୍ ଆସିପାରେ, ଭୟଙ୍କର ହୋଇପାରେ କିମ୍ବା ଛାତି ଉପରେ ଚାପ ଆସିପାରେ । ଯନ୍ତ୍ରଣା ସାଧାରଣତଃ ବାମ ହାତକୁ…
ରାବଣକୁ ଯିଏ ପୋଡ଼ିବ ତା’ର ମୃତ୍ୟୁ ଘଟିବ! ପୁରାଣ ଯୁଗରୁ ରହି ଆସିଛି ବଡ଼ ରହସ୍ୟ, ଭାରତର ଏହି ସ୍ଥାନରେ ହୁଏ ନାହିଁ ରାବଣ ପୋଡ଼ି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏବେ ସାରା ଭାରତବର୍ଷରେ ପାର୍ବଣ ଋତୁ ବଡ଼ ଧୁମଧାମରେ ପାଳିତ ହେଉଛି । ମା’ଙ୍କ ଆଗମନ ପରେ ସତେ ଯେମିତି ଧରିତ୍ରୀ କୋଟି ପୂଣ୍ୟରୁ ମୁକ୍ତି ପାଇଯାଇଛି । ତେବେ ଆଜି ଦେଶର କିଛି ସ୍ଥାନରେ ରାବଣ…
(Video) ଆକାଶେ କି ରଙ୍ଗ ଲାଗିଲା… ଲେହରୁ ଆମେରିକା, ରଙ୍ଗ-ବେରଙ୍ଗରେ ସଜେଇ ହୋଇଛି ଗଗନ
ଓଡ଼ିଶା ଭାସ୍କର: ଆଜି ସାରା ଦେଶରେ ମହାନବମୀ ପାଳନ କରାଯାଉଛି । ଆଉ ଏହି ମହାନବମୀରେ ଦେଖିବାକୁ ମିଳିଛି ଏକ ମହାଜାଗତିକ ଦୃଶ୍ୟ । ସ୍ୱଚ୍ଛ, ନିର୍ମଳ ନୀଳ ଆକାଶର ରଙ୍ଗ ଆଜି ବଦଳି ଯାଇଛି । ମା’ ଦଶଭୂଜାଙ୍କ ଆଗମନରେ…
ଦିନେ ଝାଡ଼ୁ-ପୋଛା ମାରୁଥିଲେ ରିଙ୍କୁ ସିଂ; କ୍ରିକେଟ୍କୁ ବିରୋଦ୍ଧ କରୁଥିଲେ ବାପା, ପଢ଼ନ୍ତୁ ସଙ୍ଘର୍ଷର ଭିନ୍ନ କାହାଣୀ
ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂହ ଆଜି ଅର୍ଥାତ୍ ଅକ୍ଟୋବର ୧୨ରେ ନିଜର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ରିଙ୍କୁ ଏବେ ଭାରତୀୟ ଟି-୨୦ ଦଳର ଅନ୍ୟତମ ପ୍ରମୁଖ ଖେଳାଳି। ଟି-୨୦ ବ୍ୟତୀତ ସେ…
ବାଇକ୍ ଆରୋହୀଙ୍କୁ ଦେଖିଲେ କୁକୁର କାହିଁକି ଭୁକନ୍ତି: ଏହା ପଛର ବୈଜ୍ଞାନିକ କାରଣ କ’ଣ, ଏଥିରୁ ଆପଣମାନେ ବର୍ତ୍ତିବେ କିପରି?
ନୂଆଦିଲ୍ଲୀ: ଆପଣମାନେ ବାଇକ୍ ଚଳାଇ ଯାଉଥିବା ସମୟରେ ଅନେକ ସମୟରେ କୁକୁର ଭୁକିବା ସହ ଆପଣଙ୍କୁ ଗୋଡ଼ାଇଥାନ୍ତି । କୁକୁର ଗୋଡ଼ାଇବା କାରଣରୁ ଗାଡ଼ି ଚାଳନାରେ ଭାରସାମ୍ୟ ରକ୍ଷା କରି ନପାରି ଅନେକ ସମୟରେ ଦୁର୍ଘଟଣା ଘଟିଥାଏ ।…
SHO ଭାବେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ମିଳିଲା ଦାୟିତ୍ୱ; ଚେୟାରରେ ବସି ନେଲେ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ମିଶନ ଶକ୍ତି ଅଭିଯାନ ଅଧୀନରେ ହାପୁର ଜିଲ୍ଲାର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗୋଟିଏ ଦିନ ପାଇଁ ବାବୁଗଡ଼ ଥାନା ଦାୟିତ୍ୱ ଦିଆଯାଇଛି। ଛାତ୍ରୀ ଜଣକ ଥାନା ମୁଖ୍ୟ ହେବା…