Browsing Category

ସ୍ପେସାଲ

ଇସଲାମରେ ଜକାତ କ’ଣ, ଏହା କେଉଁ ୮ ଜଣଙ୍କୁ ଦିଆଯାଏ?

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଇସଲାମ ଧର୍ମର ପାଞ୍ଚଟି ମୌଳିକ ସ୍ତମ୍ଭ ହେଉଛି ଶାହାଦା, ସାଲାହ, ଜକାତ, ସୱାମ ଏବଂ ହଜ୍ । ପ୍ରତ୍ୟେକ ମୁସଲମାନ ଏହି ପାଞ୍ଚଟି ସ୍ତମ୍ଭକୁ କଡ଼ାକଡ଼ି ଭାବେ ପାଳନ କରନ୍ତି। ଏହି ପାଞ୍ଚଟି…

Video; ଠିଆ ହୋଇ ପରିସ୍ରା କରୁଛନ୍ତି କି? ହୋଇପାରେ ସାଙ୍ଘାତିକ ରୋଗ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନେ ଠିଆ ହୋଇ ପରିସ୍ରା କରିଥାନ୍ତି। ହେଲେ ଏପରି କରିବା କେତେ ଭୟଙ୍କର ରୋଗ ହୋଇ ପାରେ । ସେନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଇରାଲ ହେବାରେ ଲାଗିଛି ଏକ ଭିଡିଓ । ଏହି ଭିଡିଓଟି…

ଚିତ୍ରକୂଟର ଜାନକୀ କୁଣ୍ଡ, ବନବାସ ସମୟରେ ମା’ ସୀତା ସ୍ନାନ କରୁଥିଲେ

ଓଡିଶା ଭାସ୍କର: ଆଜି ମଧ୍ୟ ଆମ ଦେଶରେ ଏମିତି କିଛି ସ୍ଥାନ ଓ ତାର ବିଶେଷତ୍ୱ ରହିଛି, ଯେଉଁଠି ପୌରାଣିକ କଥାବସ୍ତୁ ରହିଛି । ସେମିତି ଏକ ସ୍ଥାନ ହେଉଛି ୟୁପିର ଚିତ୍ରକୂଟରେ । ଚିତ୍ରକୂଟରେ ଥିବା ଜାନକୀ କୁଣ୍ଡର ରହିଛି…

ସତରେ କ’ଣ ଇ-ସିଗାରେଟ୍ ଧୂମପାନ ଛଡ଼ାଇବାରେ ସାହାଯ୍ୟ କରୁଛି ? ଜାଣନ୍ତୁ

ଅନେକ ଲୋକଙ୍କ ପାଇଁ, ଧୂମପାନ ତ୍ୟାଗ କରିବା କଷ୍ଟକର କାର୍ଯ୍ୟ ହୋଇଥାଏ । କିନ୍ତୁ ଆମେ ସମସ୍ତେ ଜାଣୁ ଯେ ଧୂମପାନ ଛାଡିବାର ଅନେକ ଲାଭ ହୋଇଥାଏ । ତେବେ ଏହି ଅଭ୍ୟାସ ତ୍ୟାଗ କରିବାକୁ ଅନେକ ପ୍ରକାରର ଉପାୟ ରହିଛି ।…

ମଶା ଧୂପ ବ୍ୟବହାର କରୁଥିଲେ ସାବଧାନ ! ହୋଇପାରେ ଆଜ୍‌ମା, କ୍ୟାନ୍ସର ଓ ଫୁସଫୁସଜନିତ ରୋଗ

ଆଜିକାଲି ଚାରିଆଡେ ଡେଙ୍ଗୁ ବ୍ୟାପିବାରେ ଲାଗିଛି । ବିଶେଷ କରି ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ମାମଲା ଦିନ କୁ ଦିନ ବଢିବାରେ ଲାଗିଛି । ତେବେ କହିରଖୁଛୁ ଯେ, ବର୍ଷାଦିନେ ଚାରିଆଡ଼େ ପାଣି ଜମି ରହୁଥିବାରୁ ମଶାମାନଙ୍କ…

ୱାନ ନେସନ- ୱାନ ଇଲେକ୍ସନ କିପରି କରିବ କାମ; ଜାଣନ୍ତୁ ଏହାର ଫାଇଦା ଏବଂ ଅସୁବିଧା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରିଥିବା ଆଉ ଏକ ପ୍ରତିଜ୍ଞାକୁ ପୂରଣ କରିଛନ୍ତି। ମୋଦୀ କ୍ୟାବିନେଟ ୱାନ ନେସନ- ୱାନ ଇଲେକ୍ସନର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ତେବେ ଏହା ଦ୍ୱାରା ଲୋକସଭା ଏବଂ…

ବର୍ଷେ ପର୍ଯ୍ୟନ୍ତ ମାଗଣା 5G Internet… ୟୁଜର୍ସଙ୍କୁ ଦିୱାଲୀ ଉପହାର ଦେବେ ମୁକେଶ ଅମ୍ବାନୀ

ଓଡ଼ିଶା ଭାସ୍କର: ରିଲାଏନ୍ସ ଜିଓ ତରଫରୁ ରିଚାର୍ଜ ପ୍ଲାନ ମହଙ୍ଗା ହେବା ପରେ ୟୁଜର୍ସ ଅସନ୍ତୋଷ ଜାହିର କରିଛନ୍ତି । ତେଣୁ ଏବେ ୟୁଜର୍ସଙ୍କୁ ଆକର୍ଷଣ କରିବା ପାଇଁ ଆଉ ଏକ ଦମଦାର ପ୍ଲାନ କରିଛି ରିଲାଏନ୍ସ ଜିଓ । ଆଗକୁ…

ପିଲାଙ୍କ ପାଇଁ Sex Education ମୁସ୍କିଲ ହେଲେ ବି ନିହାତି ଜରୁରୀ: କେଉଁ ବୟସରେ କ’ଣ ଶିଖାଇବେ?

ଓଡ଼ିଶା ଭାସ୍କର: ଆଜିକାଲି ଛୋଟ ପିଲାମାନେ ବି ଯୌନ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଯଦି ଛୋଟ ବୟସରୁ ପିଲାମାନଙ୍କୁ ଏହି ବିଷୟରେ ଶିକ୍ଷା ଦିଆଯିବ ତେବେ ସେମାନଙ୍କୁ ଏପରି ନିର୍ଯ୍ୟାତନାରୁ ବହୁ ମାତ୍ରାରେ ରକ୍ଷା…

(Video) ଆପଣଙ୍କୁ ମିଳିନି ‘ସୁଭଦ୍ରା’ ଟଙ୍କା? ଏହିଦିନ ଆକାଉଣ୍ଟକୁ ଆସିବ କିସ୍ତି, ଜାଣନ୍ତୁ କ’ଣ କହିଲେ ଉପ-ମୁଖ୍ୟମନ୍ତ୍ରୀ

ଓଡ଼ିଶା ଭାସ୍କର: ଆଜି ରାଜ୍ୟର ଅଧିକାଂଶ ମହିଳାଙ୍କ ଆକାଉଣ୍ଟକୁ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଜନ୍ମଦିନ ଅବସରରେ ଓଡ଼ିଶାର ନାରୀଶକ୍ତିକୁ ଦେଇଛନ୍ତି ବଡ଼ ଉପହାର । ତେବେ…

Video; ମୃତ୍ୟୁ ସହ ଖେଳ ଆଉ କ’ଣ କି? ଭାଲୁ ଗୁମ୍ଫାରେ ପଶିଥିଲେ ଯୁବକ, ଦେଖିଦେଲା ଭାଲୁ…

ନୂଆଦିଲ୍ଲୀ: ସର୍ବିଆର ଜଣେ ଯୁବକ ଅଜାଣତରେ ଏକ ଭାଲୁ ଗୁମ୍ଫାରେ ପଶି ଭାଲୁ ସହ ମୁହାଁମୁହିଁ ହୋଇଛନ୍ତି । ଷ୍ଟିଫେନ ଜାନକୋଭିକ୍ ସୋସିଆଲ ମିଡିଆରେ ଦୁଇଟି ଆଶ୍ଚର୍ଯ୍ୟଜନକ କ୍ଲିପ୍ ସେୟାର କରିଛନ୍ତି । ଯେଉଁଥିରେ ଭାଲୁ…