Browsing Category

ସ୍ପେସାଲ

ପୁରୀରେ କେବେ ହୋଇଥିଲା ପ୍ରଥମ ରଥଯାତ୍ରା? କିଏ ଆରମ୍ଭ କରିଥିଲେ ଏହି ପରମ୍ପରା? ଜାଣନ୍ତୁ ଇତିହାସ…

ପୁରୀ: ରାତି ପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁ ଅଣସର ଘରୁ ବାହାରି ଭଉଣୀ ଭାଇଙ୍କୁ ଧରି ଶୋଭାଯାତ୍ରା କରିବେ। ବାହାରେ ଲକ୍ଷ ଲକ୍ଷ ଭକ୍ତ ଭଗବାନଙ୍କୁ ପାଖରେ ଦେଖିବେ ବୋଲି ଅନେଇ ବସିଛନ୍ତି। ସେଥିପାଇଁ ଏହି…

ଗୁଣ୍ଡିଚା ମନ୍ଦିରକୁ କାହିଁକି ଆସନ୍ତି ମହାପ୍ରଭୁ ଜଗନ୍ନାଥ ? ଜାଣନ୍ତୁ ରଥଯାତ୍ରା ବିଷୟରେ କ’ଣ କୁହେ କିମ୍ବଦନ୍ତୀ

ରଥଯାତ୍ରା ପାଇଁ ଝଟକୁଛି ବଡଦାଣ୍ଡ । ଶ୍ରୀନଅର ଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ଚକଡ଼ା ପାଇଛି ନୂଆ ରୁପ । ନବବଧୁ ପରି ସଜେଇ ହୋଇ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା କରି ରହିଛି । ସିଂହଦ୍ୱାର ଚକଡାରୁ ଶ୍ରୀନଅର ପର୍ଯ୍ଯନ୍ତ…

ବିଳମ୍ବିତ ରାତିରେ ଫୋନ୍ ବ୍ୟବହାର କରୁଥିଲେ ସାବଧାନ ! ଗର୍ଭାଶୟ ସମସ୍ୟା ସହିତ ଭୋଗିପାରନ୍ତି ଏପରି ପରିଣାମ

ଆଜିକାଲି ଯୁଗରେ ଅନେକ ଲୋକ ରାତିରେ ଫୋନ୍ ବ୍ୟବହାର କରିବାର ଅଭ୍ୟାସ ରଖିଛନ୍ତି, ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ଆଜିର ସମୟରେ, ଫୋନ୍ ଯେତିକି ଗୁରୁତ୍ୱପୂର୍ଣ୍ଣ, ଏହା ସେତିକି ଆମର ସମସ୍ୟାର କାରଣ…

ମୃତ୍ୟୁ ପରେ କେଉଁମାନଙ୍କ ମୁହଁ ବଙ୍କା ହୋଇଯାଏ ଏବଂ କାହିଁକି? ଗରୁଡ ପୁରାଣରୁ ଜାଣନ୍ତୁ ଏହାର ରହସ୍ୟ

ଓଡ଼ିଶା ଭାସ୍କର: ଗରୁଡ ପୁରାଣରୁ ନେଇ ଶାସ୍ତ୍ରରେ କୁହାଯାଇଛି ଯେ, ଶରୀରର ମୃତ୍ୟୁ ହୁଏ କିନ୍ତୁ ଆତ୍ମା ଅମର ରୁହେ । ଏହାର ଅର୍ଥ ମୃତ୍ୟୁ ପରେ ଶରୀର ନଷ୍ଟ ହୋଇଯାଏ ଏବଂ ଆତ୍ମା ଜୀବିତ ରହିଥାଏ । କାରଣ ଆତ୍ମା ଅମର ଅଟେ ।…

ଶଙ୍ଖ ଫୁଙ୍କିବା ଦ୍ୱାରା ଦୂର ହୁଏ ସ୍କିନ ଆଲର୍ଜି , ଜାଣନ୍ତୁ ଏହାର ଅନ୍ୟ ଲାଭ ବିଷୟରେ

ହିନ୍ଦୁ ଧର୍ମରେ ଶଂଖର ବିଶେଷ ମହତ୍ୱ ରହିଛି । ପ୍ରତ୍ୟେକ ଧାର୍ମିକ କାର୍ଯ୍ୟକ୍ରମରେ ଶଙ୍ଖ ଫୁଙ୍କିବା ଏକ ପୁରୁଣା ପରମ୍ପରା । ଏହାର କେବଳ ଧାର୍ମିକ ନୁହେଁ ବୈଜ୍ଞାନିକ ମହତ୍ୱ ମଧ୍ୟ ରହିଛି। ଶଙ୍ଖ ଫୁଙ୍କିବା ଦ୍ୱାରା…

ଯେତେବେଳେ ଲୋକ କରିବାକୁ ଲାଗିବେ ଏପରି କାମ, ସେବେ ବୁଝିଯିବେ ଆସିଗଲା କଳିଯୁଗର ଅନ୍ତ

ଆମ ଦୁନିଆ ରହସ୍ୟରେ ପରିପୂର୍ଣ୍ଣ । ଏହିପରି ଏକ ରହସ୍ୟ "ଯୁଗ’ ର ଧାରାରେ ଅଛି, ଯେଉଁଥିରେ ହଜାର ହଜାର ବର୍ଷର ସମୟକୁ ପରିଭାଷିତ କରାଯାଇଛି । ହିନ୍ଦୁ ଶାସ୍ତ୍ରରେ ବର୍ଣ୍ଣିତ ପୁରାଣ ପରି ଏଗୁଡିକ ଚକ୍ରବର୍ତ୍ତୀ ଯୁଗ,…

ଏହି ବୟସର ଲୋକଙ୍କ ପାଇଁ ବିପଜ୍ଜନକ ହେଉଛି ଅଟୋଇମ୍ୟୁନ୍ ଲିଭର ରୋଗ: ଜାଣନ୍ତୁ ଲକ୍ଷଣ ଓ ବର୍ତ୍ତିବାର ଉପାୟ

ଆଜିକାଲି ଯକୃତ ରୋଗ ପ୍ରାୟତଃ ସମସ୍ତଙ୍କୁ ହେବାରେ ଲାଗିଛି। ଏହି ସମସ୍ୟା ପ୍ରାୟ ସବୁ ବୟସର ଲୋକଙ୍କଠାରେ ଦେଖାଯାଉଛି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ସରଳ ଖାଦ୍ୟ ଖାଉଥିବା ଲୋକଙ୍କ ମଧ୍ୟରେ ଯକୃତ ସମ୍ବନ୍ଧୀୟ ରୋଗ…

ପୋଷ୍ଟ ଅଫିସର ଏହି ସ୍କିମରେ କୋଟିପତି ହେବେ ମହିଳା: ୨ ବର୍ଷ ପାଇଁ ଦମଦାର ଯୋଜନା, କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଅର୍ଥନିବେଶ କରିବା ପାଇଁ ସରକାରୀ ଯୋଜନା ସବୁଠାରୁ ସୁରକ୍ଷିତ ବୋଲି କୁହାଯାଏ ।ଏଥିରେ ଅଧିକ ଲାଭ ମିଳିବା ସାଙ୍ଗକୁ ବିପଦର ଆଶଙ୍କା ମଧ୍ୟ କମ୍ ଥାଏ । ଏହି ସରକାରୀ ଯୋଜନା ମାନ ବିଶେଷ କରି ମଧ୍ୟବିତ୍ତ ତଥା…

Break-Up ମାମଲାର ସମାଧାନ କରିବ ଭାରତୀୟ ନ୍ୟାୟ ସଂହିତା: ଜାଣନ୍ତୁ ନୂଆ ନିୟମରେ କ’ଣ ରହିବ ଦଣ୍ଡବିଧାନ

ଓଡ଼ିଶା ଭାସ୍କର: ଚଳିତ ମାସ ଜୁଲାଇ ପ୍ରଥମ ଦିନରୁ ଦେଶରେ ନୂଆ ଅପରାଧିକ ଆଇନ୍ ଭାରତୀୟ ନ୍ୟାୟ ସଂହିତା ଲାଗୁ ହୋଇଛି । ଏହି ନିୟମରେ ପ୍ରେମ ବିଚ୍ଛେଦ(Break-Up) ମାମଲା ପାଇଁ ମଧ୍ୟ ଦଣ୍ଡବିଧାନ ରହିଛି । ପ୍ରେମରେ ଧୋକା…

ଦୂର ହେବ ପୁରୁଷଙ୍କ ସମସ୍ୟା; ଏହି ଗୋଟିଏ ଜିନିଷ ବଢ଼ାଇଦେବ ସ୍ପର୍ମ କାଉଣ୍ଟ

ଓଡିଶା ଭାସ୍କର: ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନଶୈଳୀ ଓ ଜଳବାୟୁ ପରିବର୍ତ୍ତନ କାରଣରୁ ଶରୀର ଉପରେ ଗଭୀର ପ୍ରଭାବ ପଡୁଛି। ବିଶେଷକରି ଆପଣଙ୍କର ନୁହେଁ ବରଂ ବିଶ୍ୱର ଅନେକ ଦେଶରେ ଲୋକଙ୍କ ଶୁକ୍ରାଣୁ ସଂଖ୍ୟା(ସ୍ପର୍ମ…