Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

IPL-2024ରେ ଖେଳିବେ ଏମ.ଏସ ଧୋନୀ! ବଡ ବୟାନ ଦେଲେ ଚେନ୍ନାଇର ସିଇଓ

ନୂଆଦିଲ୍ଲୀ: ରବିବାର ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । କିନ୍ତୁ ଏହି ମ୍ୟାଚ ଶେଷରେ କ୍ୟାପଟେନ କୁଲ ଧୋନୀ ଚେନ୍ନାଇର ଫ୍ୟାନ୍ସମାନଙ୍କୁ ଏକ ଭିନ୍ନ ଅନ୍ଦାଜରେ ଧନ୍ୟବାଦ ଦେଇଛନ୍ତି ।…

IPL 2023 Points Table: ୬ ଟି ଦଳ ମଧ୍ୟରେ ହେବ କଡ଼ା ଟକ୍କର, ଜାଣନ୍ତୁ ପ୍ଲେ ଅଫ୍ ସମୀକରଣ

ଆଇପିଏଲ୍ ୨୦୨୩ ପ୍ଲେ ଅଫ୍ ସମୀକରଣକୁ ନେଇ ଏବେ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି। ଚଳିତ ଆଇପିଏଲ୍ ଶେଷ ହେବା ପାଇଁ ଆଉ ଗୋଟିଏ ସପ୍ତାହ ଥିବା ବେଳେ ଏପର୍ଯ୍ୟନ୍ତ ପ୍ଲେ ଅଫ୍ ସମୀକରଣ ସ୍ପଷ୍ଟ…

କ୍ରିକେଟର ଏହି ‘ବିବାଦୀୟ’ ନିୟମକୁ ରଦ୍ଦ କରିବ ଆଇସିସି: ଏହି ସିରିଜରୁ ଲାଗୁ ହେବ ପରିବର୍ତ୍ତିତ ନିୟମ

ନୂଆଦିଲ୍ଲୀ: କ୍ରିକେଟ ମ୍ୟାଚରେ ଆପଣ ଅମ୍ପାୟାରଙ୍କର ବିଭିନ୍ନ ସିଗନାଲକୁ ନଜର ଦେଇଥିବେ । ଏଥିମଧ୍ୟରେ ଅମ୍ପାୟାର ଦେଉଥିବା ଏକ ସିଗନାଲକୁ 'ସଫ୍ଟ ସିଗନାଲ' ବୋଲି କୁହାଯାଇଥାଏ । ବିଶେଷ କରି ମ୍ୟାଚରେ କୌଣସି ରିଭ୍ୟୁ…

(Video)ସୁନୀଲଙ୍କ Super Ball, ବୁଝି ପାରିଲେନି ବ୍ୟାଟ୍ସମ୍ୟାନ: ଫଳ-ମିଳିଲା ବଡ ଉପହାର

ନୂଆଦିଲ୍ଲୀ: ଚେନ୍ନାଇର ଏମ.ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଚେନ୍ନାଇ-କୋଲକାତା ମଧ୍ୟରେ ଖେଳାଯାଉଛି ଚଳିତ ଆଇପିଏଲ ସିଜନର ୬୧ତମ ମ୍ୟାଚ । ତେବେ ଏହି ମ୍ୟାଚରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ବଲ୍ । କୋଲକାତାର ଷ୍ଟାର…

World Cup-2023 ରେ ଏହି ଖେଳାଳିଙ୍କୁ ନେଇ ହେବ Playing XI ! ଭାରତକୁ ଟ୍ରଫି ଜିତାଇବେ ଷ୍ଟାର ପ୍ଲେୟର

ନୂଆଦିଲ୍ଲୀ: ଚଳିତବର୍ଷ ଭାରତରେ ଆୟୋଜିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ୨୦୨୩ । ଅକ୍ଟୋବର ୫ ତାରିଖରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ଏହି ବିଶ୍ୱ ଟୁର୍ଣ୍ଣାମେଣ୍ଟ ଖେଳାଯିବ ବୋଲି ରିପୋର୍ଟରୁ ଜାଣିବାକୁ ମିଳିଛି । ତେବେ…

ଇଂଲଣ୍ଡରେ ଖେଳାଯିବ ଏସିଆ କପ୍-୨୦୨୩! ପରେ ଟିମ ଇଣ୍ଡିଆ ଜିତିପାରେ ଆଉ ଏକ ଟ୍ରଫି

ନୂଆଦିଲ୍ଲୀ: ଚଳିତବର୍ଷ ପାକିସ୍ତାନ ହାତରେ ରହିଛି ଏସିଆ କପ୍-୨୦୨୩ର ଆୟୋଜନ । କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନକୁ ନେଇ ଆଶଙ୍କା ଲାଗି ରହିଛି । କାରଣ ଏସିଆ କପ୍ ଖେଳିବାକୁ…

ମାତ୍ର ୫୯ ରନରେ ଅଲଆଉଟ ହେଲା ରାଜସ୍ଥାନ ରୟାଲସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ର ବୃହତ ବିଜୟ

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବଡ଼ ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର। ସାୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଆରସିବି ରାଜସ୍ଥାନକୁ ୧୭୨ ରନ୍‌ର ଟାର୍ଗେଟ…

ଗୁଜୁରାଟ ନୁହେଁ, ପ୍ଲେ-ଅଫରେ CSK ପ୍ରଥମ ଦଳ ଭାବେ କରିବ ଏଣ୍ଟ୍ରି! ଆଜିର ମ୍ୟାଚକୁ ଅପେକ୍ଷା

ନୂଆଦିଲ୍ଲୀ: କିଛି ସମୟ ପରେ ଚେନ୍ନାଇ-କୋଲକାତା ଭିତରେ ହେବ ପ୍ଲେଅଫର ମହାଲଢେଇ । ଉଭୟ ଦଳ ପ୍ଲେଅଫ୍ ରୁ ମାତ୍ର ଗୋଟିଏ ପାଦ ପଛରେ ରହିଥିବା ବେଳେ ଏହି ଉଭୟଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ । ତେବେ ପଏଣ୍ଟ ଟେବୁଲର…

(Video)ଆଜି ମ୍ୟାଚରେ ଅବସର ନେଇ ପାରନ୍ତି କ୍ୟାପଟେନ କୁଲ! କୋଲକାତା ବିପକ୍ଷରେ କ୍ୟାରିୟରର ଶେଷ ମ୍ୟାଚ…

ନୂଆଦିଲ୍ଲୀ: ଆଜି କେଲାକାତା ବିପକ୍ଷରେ ସିଜନର ୬୧ତମ ମ୍ୟାଚ ଖେଳିବ ଚେନ୍ନାଇ ସୁପର କିଙ୍ଗସ । ତେବେ ଏହି ମ୍ୟାଚ ଉପରେ ରହିବ ସାରା ଭାରତର ନଜର । କାରଣ ଆଜିର ମ୍ୟାଚ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କର ଶେଷ…

DC vs PBKS: ପ୍ରଭାସିମ୍ରନଙ୍କ ଶତକ, ଦିଲ୍ଲୀ ଆଗରେ ବିଜୟ ଲକ୍ଷ୍ୟ ୧୬୮ ରନ୍‌

ନୂଆଦିଲ୍ଲୀ: ପ୍ରଭାସିମ୍ରନ ସିଂଙ୍କ ଲଢୁଆ ଶତକୀୟ ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଦଳ ୭ ୱିକେଟ୍ ହରାଇ ଦିଲ୍ଲୀ କ୍ୟାପିଟାଲସ ଆଗରେ ୧୬୭ ରନ୍ ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଆଜି ପଞ୍ଜାବ ପାଇଁ ଅଧିନାୟକ ଶିଖର ଧାୱନଙ୍କ…