Browsing Category
Cricket
Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com
ଟି-୨୦ ବିଶ୍ୱକପର ଏମିତି ରେକର୍ଡ: ଯାହାକୁ ଆଜି ପର୍ଯ୍ୟନ୍ତ ଭାଙ୍ଗି ପାରିନାହାନ୍ତି କୌଣସି ଖେଳାଳି
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଟି-୨୦ ଟ୍ରଫି ପାଇଁ ଆରମ୍ଭ ହୋଇଯାଇଛି ବିଶ୍ୱଯୁଦ୍ଧ । ଚଳିତ ବର୍ଷ ଏହା ଅଷ୍ଟମ ସିଜନରେ ପହଞ୍ଚିଛି । ତେବେ ଏହାମଧ୍ୟରେ ୱେଷ୍ଟଇଣ୍ଡିଜ ସର୍ବାଧିକ ୨ଟି ଟ୍ରଫି ନିଜ ଦେଶକୁ ନେଇଥିବା ବେଳେ ଅନ୍ୟ…
ପାକିସ୍ତାନ ମୁକାବିଲା ପୁର୍ବରୁ ଭାରତକୁ ବଡ଼ ଝଟକା: ଏହି ଷ୍ଟାର ଖେଳାଳି ବାଦ୍ ପଡ଼ିବା ସମ୍ଭାବନା
ନୁଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇସାରିଛି। ଆଜି ଭାରତ ଏହାର ପ୍ରଥମ ଅଭ୍ୟାସରେ ଆୟୋଜକ ଅଷ୍ଟ୍ରେଲିଆକୁ ମାତ୍ ଦେଇଛି। ଭାରତ ଏହାର ପ୍ରଥମ ମୁକାବିଲା ପାରମ୍ପାରିକ ପ୍ରତିନ୍ଦିନ୍ଦି ପାକିସ୍ତାନ…
Video: ଭାରତ ପାକିସ୍ତାନ ମ୍ୟାଚ୍ ପୁର୍ବରୁ ଭିଡିଓକୁ ନେଇ ଚର୍ଚ୍ଚା, ମହମ୍ମଦ ଶାମି ଏବଂ ଶାହୀନ୍ ଆଫ୍ରିଦିଙ୍କ ମଧ୍ୟରେ କ’ଣ ହେଲା ଆଲୋଚନା?
ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ ଆରମ୍ଭ ହୋଇଯାଇଛି। ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅଭ୍ୟାସ ମ୍ୟାଚ୍ ରହିଥିଲା। ସମାନ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଅଭ୍ୟାସ ମ୍ୟାଚ୍ ରହିଛି। ଏହି ଅବସରରେ ଟିମ୍…
T20 WC-2022 ଶାମୀଙ୍କର ମାତ୍ର ଗୋଟିଏ ଓଭର: ଶେଷ ୪ ବଲରେ ୪ ବ୍ୟାଟ୍ସମ୍ୟାନଙ୍କୁ କଲେ ଆଉଟ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ-୨୦୨୨ରେ ଧମାକାଦାର ଏଣ୍ଟ୍ରି କରିଛନ୍ତି ମହମ୍ମଦ ଶାମୀ । କରୋନାକୁ ହରାଇବା ପରେ ଏବେ ଅଷ୍ଟ୍ରେଲିଆକୁ ବି ମାତ ଦେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର । ଏଥିସହିତ ଇଣ୍ଟରନେସନାଲ କ୍ରିକେଟରେ…
ରୋହିତଙ୍କୁ ବାହାହେବେ କି ବାବର ? ବିଶ୍ୱକପ୍ ପୂର୍ବରୁ ଭାରତ ପାକିସ୍ତାନର ହେବ ମିଳନ!
ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରୋହିତ ଶର୍ମା ଏବଂ ବାବର ଆଜମ । ଦୁହେଁ ଦୁହିଁଙ୍କୁ ବାହା ହେବାକୁ ଯାଉଛନ୍ତି । ସେଥିପାଇଁ ଏବେ ତାଙ୍କର ପ୍ରି ୱେଡିଂ ଫଟୋ ସୁଟ ମଧ୍ୟ ଚାଲିଛି । ଦୁହେଁ…
IPL-2023 ପାଇଁ ପ୍ରସ୍ତୁତି ଆରମ୍ଭ କରୁଛି ବିସିସିଆଇ: ଏହିଦିନ ହେବ ଛୋଟ ନିଲାମ
ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ତେବେ ୨୦୨୨ର ମେଗା ନିଲାମୀ ଅନେକ ଦଳର ରୂପ ବଦଳାଇ ଦେଇଥିଲା ବେଳେ ଆସନ୍ତା ଆଇପିଏଲରେ ଏକ ଚୋଟ ଅକ୍ସନ ଦେଖିବାକୁ…
T20 WC-2022-ନାମିବିଆ ଆଗରେ ମୁଣ୍ଡ ନୁଆଁଇଲା ଶ୍ରୀଲଙ୍କା: ହାସଲ କଲା ୫୫ ରନର ବିଶାଳ ବିଜୟ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଯାଇଛି କ୍ରିକେଟର ବିଶ୍ୱଯୁଦ୍ଧ । ଟି-୨୦ ବିଶ୍ୱକପ-୨୦୨୨ର ପ୍ରଥମ ମ୍ୟାଚରେ ବିଶାଳ ବିଜୟ ହାସଲ କରିଛି ନାମିବିଆ । ଏସିଆର ଚମ୍ପିଆନ ଶ୍ରୀଲଙ୍କାକୁ ୫୫ ରନରେ ମାତ ଦେଇ ବିଶ୍ୱକପରେ…
ଟି-୨୦ ବିଶ୍ଵ କପ ଆରମ୍ଭରୁ ଶ୍ରୀଲଙ୍କାକୁ ଝଟକା, ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଲେ ଷ୍ଟାର ବୋଲର
ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପର ଅଷ୍ଟମ ସଂସ୍କରଣ ଅକ୍ଟୋବର ୧୬ ଅର୍ଥାତ ଆଜିଠୁ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇ ଯାଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଶ୍ରୀଲଙ୍କା ଏବଂ ନାମିବିୟା। ତେବେ…
ଭାରତ-ପାକ୍ ମୁକାବିଲାକୁ ନେଇ ମାରାମାରି, ମାତ୍ର ୧୦ ମିନିଟରେ ବିକ୍ରି ହେଲା ୯୦ ହଜାର ଟିକେଟ୍
ନୂଆଦିଲ୍ଲୀ: ଚଳିତ ମାସ ୧୬ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେଉଥିବା ଟି-୨୦ ବିଶ୍ଵ କପ୍ ୨୦୨୨କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ବିଶ୍ଵ କପ୍ ପାଇଁ ଅଦ୍ୟାବଧି ୬ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇ…
୫ଟି ଟିମକୁ ନେଇ ଆରମ୍ଭ ହେବ Womens’ IPL: ନୂଆ ଓ ଦମଦାର ପ୍ଲାନ ଆଣୁଛି ବିସିସିଆଇ
ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଥିବା ମହିଳା ଇଣ୍ଡିଆନ ପ୍ରିମିୟର ଲିଗକୁ ନେଇ ନୂଆ ପ୍ଲାନ କରୁଛି ବିସିସିଆଇ । ତେଣୁ ୨୦୨୩ରେ ହିଁ ଭାରତରେ ମହିଳା ଆଇପିଏଲ ଆୟୋଜନ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏ ନେଇ…